National & International

ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ: ସ୍ନେହାଶିଷ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା-୨୦୨୫ ଫଳ ପ୍ରକାଶ ପାଇଛି। ଏହି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ନିଟ୍ neet.nta.nic.inର ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ଫଳାଫଳ ଦେଖିପାରିବେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନଟିଏ)ମଧ୍ୟ ପାସ୍ କରିଥିବା ପ୍ରାର୍ଥୀଙ୍କ ନମ୍ବର ଏବଂ ଟପ୍ପରଙ୍କ…

ବାପାଙ୍କୁ କ’ଣ କଥା ଦେଇଥିଲେ ଏୟାର ଇଣ୍ଡିଆ ବିମାନର ପାଇଲଟ, ଯାହା ରହିଗଲା ଅଧା

ନୂଆଦିଲ୍ଲୀ : ଗୁରୁବାର (ଜୁନ ୧୨, ୨୦୨୫) ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ମୋଟ ୨୪୨ ଜଣ ଥିଲେ, ଯେଉଁଥିରେ ଦୁଇଜଣ ପାଇଲଟ ଏବଂ…

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ, ପୁଅକୁ ବଞ୍ଚାଇବାକୁ ନିଆଁ ସହ ଲଢୁଛି ମାଆ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୬୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ମଧ୍ୟରେ ବିମାନ ଭିତରେ ଥିବା ଲୋକମାନଙ୍କ ସହ ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ସାମିଲ ଅଛନ୍ତି। ଏହି ଦୁର୍ଘଟଣା ପରେ ଏକ ଭିଡିଓ…

ଇସ୍ରାଏଲ-ଇରାନ ଉତ୍ତେଜନା ନେଇ ଭାରତର ଉଦ୍‌ବେଗ, ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ହିଂସା ପଥ ଛାଡ଼ି କୂଟନୈତିକ ସ୍ତରରେ ଆଲୋଚନା ଜରିଆରେ ଦୁଇ ଦେଶ ପରସ୍ପର ମଧ୍ୟରେ ଥିବା ବିବାଦକୁ ସମାଧାନ କରିବା ଲାଗି…

ଅହମଦାବାଦ ବିମାନ ଦୁର୍ଘଟଣା ; ସଭିଁଙ୍କୁ ମର୍ମାହତ କରୁଛି  ଡାକ୍ତର ଦମ୍ପତିଙ୍କ ନିଜ ୩ ଶିଶୁଙ୍କ ସହ ଶେଷ ସେଲ୍‌ଫି

ନୂଆଦିଲ୍ଲୀ : ଏକ ଡାକ୍ତର ଦମ୍ପତି ନିଜ ୩ ଶିଶୁଙ୍କ ସହ ବ୍ରିଟେନରେ ନିଜ ଜୀବନରେ ନୂଆ ଆରମ୍ଭ କରିବାକୁ ଯାଉଥିଲେ । ମାତ୍ର ନୂଆ ସ୍ୱପ୍ନ ପୂରଣ କରିବା କେବଳ ସ୍ୱପ୍ନରେ ହିଁ ରହିଗଲା । ଗତକାଲି ଘଟିଥିବା ଅହମଦାବାଦର…

ମିଳିଲା ବ୍ଲାକ୍‌ବକ୍ସ: ଏବେ ଜଣାପଡ଼ିବ ଭୟଙ୍କର ଦୁର୍ଘଟଣା ପଛର କାରଣ

ନୂଆଦିଲ୍ଲୀ,୧୩।୬: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍‌ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍‌ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ…

ଏତେ ବଡ଼ ପ୍ଲେନକ୍ରାଶ୍‌ର କାରଣକୁ ନେଇ ଚର୍ଚ୍ଚା

ଅହମଦାବାଦ, ୧୩।୬: ଗୁରୁବାର ଅହମଦାବାଦରୁ ଲଣ୍ଡନର ଗାଟୱିକ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଉଡ଼ାଣ ପରେ କିଛି ମୁହୂର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ…

ଚମତ୍କାର: ବିମାନ ଦୁର୍ଘଟଣା ନିଆଁରେ ମୃତ୍ୟୁ ବରଣ କଲେ ୨୬୫, ଅକ୍ଷତ ଅବସ୍ଥାରେ ମିଳିଲା ‘ଭଗବଦ୍ ଗୀତା’

ଅହମଦାବାଦ: ବିମାନ ଦୁର୍ଘଟଣାରେ ଯେତେବେଳେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ଆଉ ୨୬୫ ଜୀବନ ଚାଲିଯାଇଛି । ସେଥିରୁ ଅନୁମାନ କରନ୍ତୁ ଦୁର୍ଘଟଣା କେତେ ଭୟାନକ ହୋଇଥିବ । ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତିଯିବା…

ରୂପାନୀଙ୍କ ଲକି ନମ୍ବର ‘୧୨୦୬’ ଶେଷ ବେଳକୁ ହେଲା ଅନଲକି

ନୂଆଦିଲ୍ଲୀ,୧୩।୬: ଅହମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନ ଅହମଦାବାଦରୁ ଲଣ୍ଡନ ଯାଉଥିଲା, ଯେଉଁଥିରେ ବିଜୟ ରୂପାନୀ ମଧ୍ୟ ଯାତ୍ରା…

ଦୁର୍ଘଟଣା ପରେ ଭଗ୍ନାବଶେଷରୁ ମିଳିଲା ଏକ ଡିଭିଆର୍‌

ଅହମ୍ମଦାବାଦ୍‌: ଏୟାର ଇଣ୍ଡିଆ ଅହମ୍ମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ…