National & International

ଭାରତ ଧର୍ମଶାଳା ନୁହେଁ, ସମସ୍ତଙ୍କୁ ଏଠାରେ ଆଶ୍ରୟ କାହିଁକି ଦିଆଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶରଣାର୍ଥୀଙ୍କ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ। ସାରା ବିଶ୍ୱରୁ ଆସୁଥିବା ଲୋକଙ୍କୁ ଆଶ୍ରୟ ଦେବାର କୌଣସି ଯଥାର୍ଥତା ନାହିଁ। ଭାରତ ସବୁ ଲୋକଙ୍କୁ କାହିଁକି ଆଶ୍ରୟ ଦେବ……

ୟୁକୋ ବ୍ୟାଙ୍କର ପୂର୍ବତନ ସିଏମଡି ଗିରଫ, ୬୨୧୦ କୋଟିର ଋଣ ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୟୁକୋ ବ୍ୟାଙ୍କରେ ଏକ ବଡ଼ ଧରଣର ଋଣ ଦୁର୍ନୀତିର ପର୍ଦ୍ଦାଫାଶ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ମାମଲାରେ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ଇଡି ଏକ ବଡ଼ ଧରଣର ଚଢଉ କରିଛି । ଏହା…

ଲସ୍କର-ଏ-ତୋଏବାର ହେଡକ୍ବାର୍ଟରରେ ଟ୍ରେନିଂ ନେଇଥିଲେ ଜ୍ୟୋତି, ଆତଙ୍କୀ ଆଡ୍ଡାରେ ରହିଥିଲେ ୧୪ ଦିନ !

ନୂଆଦିଲ୍ଲୀ: ଆତଙ୍କୀ ଶିବିରରେ ଥିଲେ ପାକିସ୍ତାନୀ ଗୁପ୍ତଚର ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୪ ଦିନ ଧରି ସେଠାରେ ରହିଥିଲେ ଆଉ ଆତଙ୍କୀ ଆଡ୍ଡାରେ ତାଲିମ ନେଉଥିଲେ । ପାକିସ୍ତାନର ମୁରିଦକେ ସହର ଯାହାକୁ ଲସ୍କର-ଏ-ତୋଏବାର ହେଡକ୍ବାର୍ଟର କୁହାଯାଏ…

ପହଲଗାମ୍ ଆତଙ୍କୀ ହମଲା: ନିରୀହ ପର୍ଯ୍ୟଟକଙ୍କୁ ଦୋଷ ଦେଇଥିଲେ ଜ୍ୟୋତି

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ନେଇ ଯେତେବେଳେ ସାରା ବିଶ୍ବ ଆତଙ୍କବାଦୀଙ୍କୁ ଏ ଘୃଣ୍ୟ କାମକୁ ନିନ୍ଦା କରୁଥିଲା ଆଉ ପାକିସ୍ତାନ ବିରୋଧରେ ସ୍ବର ତେଜୁଥିଲା ଠିକ୍ ସେତେବେଳେ ଭାରତରେ ରହି ଜଣେ ଭାରତୀୟ ହୋଇ ପହଲଗାମ୍ ହମଲାରେ ଆତଙ୍କୀଙ୍କୁ ନୁହେଁ…

ସବୁ ବିଚାରପତି ପୂର୍ଣ୍ଣକାଳୀନ ପେନସନ ପାଇବାକୁ ହକଦାର : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ଅତିରିକ୍ତ ବିଚାରପତି ଭାବରେ ଅବସର ନେଇଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ହାଇକୋର୍ଟ ବିଚାରପତି ପୂର୍ଣ୍ଣ ପେନସନ ପାଇବାକୁ ହକଦାର। ଜଣେ ବିଚାରପତି ଜିଲା ନ୍ୟାୟାଳୟରୁ ପଦୋନ୍ନତି ପାଇଛନ୍ତି କି ବାରରୁ ଉନ୍ନୀତ ହୋଇଛନ୍ତି ତାହା ଉପରେ କୌଣସି ପାର୍ଥକ୍ୟ କରାଯାଇପାରିବ…

କାର୍‌ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଶିଶୁ ମୃତ

ବିଜୟନଗରମ୍ : ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଦ୍ଵାରପୁଡି ଗାଁରେ ଅଘଟଣ। ଏକ କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁଅ ଏବଂ ୩ ଜଣ ଝିଅ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ,…

ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପୁଣି ନିର୍ମାଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ‘ଅପରେସନ୍ ସିନ୍ଦୂର’କୁ ଆଧାର କରି ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ପାକିସ୍ତାନକୁ କଡ଼ା ଜବାବ ଦେଇ ନଅଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା ଭାରତ। ଭାରତର ଏହି…

ପାକିସ୍ତାନ ଆଗରେ ୧୧ଟି ସର୍ତ୍ତ ରଖିଲା IMF

ନ୍ୟୁୟର୍କ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନ ଉପରେ ଏହାର ରିଲିଫ୍ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ ୧୧ଟି ନୂତନ ସର୍ତ୍ତ ଲାଗୁ କରିଛି। ଏହା ସହିତ, ଆଇଏମଏଫ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଭାରତ ସହିତ ଉତ୍ତେଜନା…

୨୭୩ ଡ୍ରୋନ ସହ ୟୁକ୍ରେନ ଉପରେ ରୁଷର ଆକ୍ରମଣ

କିବ୍: ରବିବାର ପ୍ରତ୍ୟୁଷରେ ରୁଷ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଏବଂ ଆକ୍ରମଣାତ୍ମକ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଡ୍ନିପ୍ରୋପେଟ୍ରୋଭସ୍କ ଏବଂ ଡୋନେସ୍କ ଅଞ୍ଚଳକୁ ଦୋହଲାଇ ଦେଇଥିଲା। ଏହି ଆକ୍ରମଣ ୟୁକ୍ରେନର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ସମସ୍ୟା ସୃଷ୍ଟି…

ଅପରେସନ ସିନ୍ଦୂର ପାକିସ୍ତାନ ପାଇଁ ଏକ ଶିକ୍ଷା ଥିଲା : ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅପରେସନ ସିନ୍ଦୂର ସହିତ ଜଡିତ ଆଉ ଏକ ନୂଆ ଭିଡିଓ ସେୟାର କରିଛି। ଏହି ଭିଡିଓରେ ସେନାର ସୈନିକମାନେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବାର ଦେଖିବାକୁ ମିଳୁଛି। ଭାରତୀୟ ସେନା…