National & International

ଦଶନ୍ଧି ପରେ ବଦଳିଲା ଗୁଗଲ୍‌ ଲୋଗୋ

ବଦଳିଲା ଗୁଗଲ୍‌ ଲୋଗୋ। ଦୀର୍ଘ ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ଗୁଗଲ୍‌ ଏହାର ପ୍ରତିଷ୍ଠିତ ‘G’ ଲୋଗୋରେ ପରିବର୍ତ୍ତନ କରିଛି। ବର୍ଷ ୨୦୧୫ ପରେ ଏହା ପ୍ରଥମ ବଡ଼ ଭିଜୁଆଲ ପରିବର୍ତ୍ତନ। ଏପର୍ଯ୍ୟନ୍ତ ଲୋଗୋରେ ସଲିଡ୍‌ ଲାଲ, ହଳଦିଆ,…

ଅପରେସନ ‘ସିନ୍ଦୂର’ ପରେ ୧୫ ଲକ୍ଷ ସାଇବର ଆଟାକ କଲେଣି ପାକିସ୍ତାନୀ ହ୍ୟାକର୍ସ

ପହଲଗାଓଁ ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ ଭାରତ ଆରମ୍ଭ କରିଥିବା ଅପରେସନ ‘ସିନ୍ଦୂର’ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଅସ୍ତ୍ର ଯୁଦ୍ଧରେ ପାକିସ୍ତାନ ଭାରତକୁ ପରାସ୍ତ କରିବାରେ ବିଫଳ ହୋଇଛି। ତେଣୁ ଭାରତକୁ ଦୁର୍ବଳ କରିବା ଲାଗି ପାକିସ୍ତାନ ବର୍ତ୍ତମାନ…

ନିଖୋଜ କୃଷି ବୈଜ୍ଞାନିକଙ୍କ ମୃତଦେହ ନଦୀରୁ ଉଦ୍ଧାର, ୨୦୨୨ ମସିହାରେ ପାଇଥିଲେ ପଦ୍ମଶ୍ରୀ ପୁରସ୍କାର

ପୂର୍ବତନ କୃଷି ବୈଜ୍ଞାନିକ ତଥା ପଦ୍ମଶ୍ରୀ ବିଜେତା ଡ.ସୁବନ୍ନା ଆୟାପ୍ପନ ମୃତଦେହ ନଦୀରୁ ଉଦ୍ଧାର । ଗତ ୬ ଦିନ ହେଲାଣି ବୈଜ୍ଞାନିକ ଜଣକ ନିଖୋଜ ରହିଥିଲେ । କର୍ଣ୍ଣାଟକର ଶ୍ରୀରଙ୍ଗପାଟଣାରେ ଥିବା ସାଇ ଆଶ୍ରମ ନିକଟ କାବେରୀ ନଦୀ କୂଳରୁ…

ପ୍ରଧାନ ବିଚାରପତି ଭାବେ ଆସନ୍ତାକାଲି ଶପଥ ନେବେ ବିଆର ଗବଇ

ନୂଆଦିଲ୍ଲୀ: ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦେଶର ନୂତନ ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବାଇ ତଥ‌ା ବିଆର ଗବାଇ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ। ସେ ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ। ଏହା ପୂର୍ବରୁ…

ଆଦମପୁର ଏୟାର ବେସ୍ ଯାଇ ସାରା ଦୁନିଆକୁ ସତ ଦେଖାଇଲେ ମୋଦୀ

ଅମୃତସର: ପଦାରେ ପଡିଲା ପାକିସ୍ତାନର ମିଛ, ଗାଲୁଆ ପାକିସ୍ତାନ ଯେଉଁ ଅଭିଯୋଗ କରୁଥିଲା ତାହା ଆଜି ଧରାପଡିଲା । ଆଉ ସତ କଣ ସାରା ଦୁନିଆ ଦେଖିଲା । ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଯେତବେଳେ ଅପରେସନ ସିନ୍ଦୂର ଜରିଆରେ ଭାରତ…

ଶେଷରେ ସତ ମାନିଲା ପାକିସ୍ତାନ, ଭାରତର ଆକ୍ରମଣରେ ବଡ଼ କ୍ଷତି ହୋଇଛି

ନୂଆଦିଲ୍ଲୀ: କଥାରେ ଅଛି ହନୁ ମଲା ବେଳେ ସତ କୁହେ… ଆଉ ସେ କଥା ସତ ହୋଇଛି ପାକିସ୍ତାନ କ୍ଷେତ୍ରରେ । ପହଲଗାମ୍ ପ୍ରତିଶୋଧ ନେବାକୁ ଯାଇ ଭାରତ ଯେଉଁ ରକ୍ତମୁଖା ଜବାବ ଦେଇଛି ଆଉ ଯେଉଁ ଶୈଳୀରେ ବଦଲା ନେଇଛି……

ଭାରତମାତା ପାଇଁ ଗୌରବ ଆଣିଛନ୍ତି ସେନା: ପ୍ରଧାନମନ୍ତ୍ରୀ

ଆଦମପୁର : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ସୀମାରେ ଆପେକ୍ଷିକ ଶାନ୍ତି ରହିଛି। ‘ଅପରେସନ୍ ସିନ୍ଦୂର’ ଏବଂ ଅସ୍ତ୍ରବିରତି ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଜାତି ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ସଶସ୍ତ୍ର ବାହିନୀର ପ୍ରଶଂସା କରିଥିଲେ…

ଆମେରିକା ରାଷ୍ଟ୍ରପତିଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେବ କାତାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସ ମେ ୧୪ ତାରିଖରେ କାତାର ଗସ୍ତରେ ଯାଉଛନ୍ତି। ଆଉ ଏହି ସମୟ ମଧ୍ୟରେ, କାତାର ସରକାର ତାଙ୍କୁ ଏକ ବିଳାସପୂର୍ଣ୍ଣ ବୋଇଂ ୭୪୭-୮ ଜମ୍ବୋ ଜେଟ୍ ଉପହାର ଦେଉଛନ୍ତି। ଏହି ବିମାନର…

ସାଉଥ୍‍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସମୀକ୍ଷା ବୈଠକ

ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ମଧ୍ୟ ଘନ ଘନ ସମୀକ୍ଷା ବୈଠକ ଜାରି ରହିଛି । ଆଜି ସାଉଥ୍‍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ସିଡିଏସ୍‍, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ…

ଆଣ୍ଡାମାନ ଛୁଇଁଲା ମୌସୁମୀ, ଦୁଇ ସପ୍ତାହ ମଧ୍ୟରେ କେରଳ ଛୁଇଁବ

ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ବୀପ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି…