ପାକିସ୍ତାନ ଉପରେ ନାହିଁ ଚୀନର ଭରସା, ମୁତୟନ କଲା ନିଜସ୍ୱ ସୁରକ୍ଷାବାହିନୀ
ଲାହୋର: ପାକିସ୍ତାନରେ ଚୀନ୍ ଇଞ୍ଜିନିୟର ଏବଂ ଶ୍ରମିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚୀନ୍ ମଧ୍ୟ ଚିନ୍ତିତ ହୋଇପଡିଛି । ସୂତ୍ରରୁ ଜଣାପଡିଛି ଯେ ପ୍ରଥମ ଥର ପାଇଁ, ଚୀନ ଏହାର ପ୍ରକଳ୍ପଗୁଡ଼ିକର ସୁରକ୍ଷା ପାଇଁ ପାକିସ୍ତାନରେ ଘରୋଇ ସୁରକ୍ଷା କର୍ମୀଙ୍କୁ…
