National & International

ବିଜେପି ପକ୍ଷରୁ ‘ସୌଗାତ-ଏ-ମୋଦୀ’ ଯୋଜନା ଆରମ୍ଭ: ମୁସଲମାନଙ୍କୁ ଇଦ୍ କିଟ୍ ବଣ୍ଟନ

ନୂଆଦିଲ୍ଲୀ: ମୁସଲମାନମାନଙ୍କ ପାଇଁ ଯୋଡି ହେବା ପାଇଁ ବିଜେପି ପକ୍ଷରୁ ଇଦ୍ ଉପଲକ୍ଷେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ଦେଶର ୩୨ ଲକ୍ଷ ଆର୍ଥିକ ଅନଗ୍ରସର ମୁସଲମାନ ପରିବାରଙ୍କୁ ଉପହାର ପ୍ୟାକ୍ ଦିଆଯିବ। “ସୌଗାତ-ଏ-ମୋଦୀ” ନାମରେ ନାମିତ,…

ପାକିସ୍ତାନରେ ପାଣି ପାଇଁ ଯୁଦ୍ଧ: ମରିୟମ ଏବଂ ବିଲାୱଲଙ୍କ ସମର୍ଥକ ଖଣ୍ଡା ଧରିଲେ

ଇସଲାମାବାଦ: ମରୁଡ଼ି ଚେତାବନୀ ମଧ୍ୟରେ ପାକିସ୍ତାନରେ ପାଣି ପାଇଁ ଯୁଦ୍ଧ ଆରମ୍ଭ ହୋଇଛି। ପାକିସ୍ତାନର ଦୁଇଟି ପ୍ରମୁଖ ପ୍ରଦେଶ, ପଞ୍ଜାବ ଏବଂ ସିନ୍ଧ୍ ପାଣି ପାଇଁ ମୁହାଁମୁହିଁ ହୋଇଛନ୍ତି। ପଞ୍ଜାବରେ ପିଏମଏଲଏନ ସରକାର ଅଛି ଏବଂ ନୱାଜ ସରିଫଙ୍କ ଝିଅ ମରିୟମ…

ଜୟସେଲମେରରେ ଧରାପଡ଼ିଲା ସଂଦିଗ୍ଧ ପାକିସ୍ତାନୀ ଗୁପ୍ତଚର

ଜୈସଲମେର: ଅନ୍ତର୍ଜାତୀୟ ସୀମା ସଂଲଗ୍ନ ରାଜସ୍ଥାନର ଜୈସଲମେରରୁ ଜଣେ ସଂଦିଗ୍ଧ ପାକିସ୍ତାନୀ ଗୁପ୍ତଚରଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ସୁରକ୍ଷା ଏଜେନ୍ସିମାନେ ଜୈସଲମେରର ମୋହନଗଡ଼ କେନାଲ ଅଞ୍ଚଳରୁ ଅଭିଯୁକ୍ତକୁ ଧରିଛନ୍ତି। ଗିରଫ ବ୍ୟକ୍ତି, ଦିନୁ ଖାନଙ୍କ ପୁଅ ପଠାନ ଖାନ (୪୦),…

କାନାଡାରେ ଭାରତୀୟ ଯୁବତୀଙ୍କ ଉପରେ ଆକ୍ରମଣ

ଓଟାଓ୍ବା: କାନାଡାର କାଲଗାରିରେ ଜଣେ ଭାରତୀୟ ଯୁବତୀଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣର ଭିଡିଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ବୋ ଭ୍ୟାଲି କଲେଜ ଟ୍ରେନ୍ ଷ୍ଟେସନର ପ୍ଲାଟଫର୍ମରେ ଜଣେ ଝିଅକୁ ଜୋରରେ…

ଗୋଡ଼ର ଅସ୍ତ୍ରୋପଚାର ପରେ ହସ୍ପିଟାଲ ୱାର୍ଡକୁ କାର୍ଯ୍ୟାଳୟ କଲେ ଜିଲ୍ଲା ସଭାପତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ବିଜେପି ଜିଲ୍ଲା ସଭାପତି ଅନିଲ ଦୀକ୍ଷିତଙ୍କ ଏକ ଫଟୋ ଚର୍ଚ୍ଚାରେ ରହିଛି। ଅନିଲ ଦୀକ୍ଷିତଙ୍କୁ ନିକଟରେ କାନପୁର ଉତ୍ତରର ଜିଲ୍ଲା ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା । ଏହି ନିଯୁକ୍ତିର ମାତ୍ର ଗୋଟିଏ ଦିନ ପରେ ସେ…

ପୁଣି ଥରେ ମୁହଁମୁହିଁ ହେଲେ ନୀତିଶ କୁମାର ଓ ରାବ୍ରୀ ଦେବୀ

ପାଟ୍‌ନା: ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ବିହାର ବିଧାନ ପରିଷଦର କାର୍ଯ୍ୟକାଳ ସମୟରେ ଉଭୟ ନେତା ପୁଣି ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଇଥିଲା। ନୀତିଶ…

ପ୍ରଥମ ବଜେଟ୍‌ରେ ଦିଲ୍ଲୀର ବସ୍ତି ବାସିନ୍ଦାଙ୍କୁ ବଡ଼ ଉପ‌ହାର ଦେଲେ ରେଖା ସରକାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ତାଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସେ ତାଙ୍କର ପ୍ରଥମ ବଜେଟ୍‌ରେ ବସ୍ତି ଓ ଜେଜେ କଲୋନିରେ ରହୁଥିବା ବାସିନ୍ଦାଙ୍କୁ ବଡ଼ ଉପହାର ଦେଇଛନ୍ତି। ତାଙ୍କ କହିବା କଥା ହେଉଛି ଦିଲ୍ଲୀର…

କ୍ରିକେଟ ମ୍ୟାଚ ବେଳେ ତାମିମ ଇକବାଲଙ୍କୁ ହୃଦଘାତ

ଢାକା ପ୍ରିମିୟର ଲିଗ(ଡିପିଏଲ) ମ୍ୟାଚ ସମୟରେ ବାଂଲାଦେଶୀ ଖେଳାଳି ତାମିମ ଇକବାଲ ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲାଇଫ ସପୋର୍ଟ ବ୍ୟବସ୍ଥା ମଧ୍ୟରେ ରଖି ଚିକିତ୍ସା କରାଯାଉଛି। ସୂଚନା…

ମନୁସ୍ମୃତି କଣ ମୁଁ ଜାଣେ: ମାୟାବତୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମନୁସ୍ମୃତିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ମାୟାବତୀ, ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମନୁସ୍ମୃତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବାବା…

କୌଣସି ଅନୁତାପ ନାହିଁ; ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ବି କ୍ଷମା ମାଗିଲେନି କୁନାଲ

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଅଛନ୍ତି ହାସ୍ୟ ଅଭିନେତା କୁନାଲ କାମରା। ତାଙ୍କ ସୋ’ରେ କୁନାଲ ବଲିଉଡ୍ ଫିଲ୍ମ ‘ଦିଲ୍ ତୋ ପାଗଲ୍ ହେ’ ଗୀତର ଏକ ନକଲ କରିଥିଲେ, ଯେଉଁଥିରେ ସେ ସିନ୍ଦେଙ୍କୁ…