National & International

ବଢିଲା ସାଂସଦଙ୍କ ଦରମା ଓ ଭତ୍ତା

ନୂଆଦଲ୍ଲୀ : ପ୍ରାୟ ୭ ବର୍ଷ ପରେ ବଢିଛି ସାଂସଦଙ୍କ ଦରମା ଓ ଭତ୍ତା । ଏହା ସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପଇଛି । ସାଂସଦଙ୍କ ମୂଳ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ…

ଯିଏ ବିଶ୍ବାସଘାତକ ସିଏ ବିଶ୍ବାସଘାତକ.. କୁନାଲ କିଛି ଭୁଲ କରିନାହାନ୍ତି : ଉଦ୍ଧବ

ମୁମ୍ବାଇ: ବ୍ୟଙ୍ଗକାର କୁନାଲ କାମରାଙ୍କ ବ୍ୟଙ୍ଗଗୀତ ସମ୍ପର୍କରେ ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ କୁନାଲ କାମରା କିଛି ଭୁଲ କହିଛନ୍ତି। ଯିଏ ବିଶ୍ୱାସଘାତକ, ସେ ବିଶ୍ୱାସଘାତକ। ତାଙ୍କ ଗୀତରେ କୌଣସି ଭୁଲ ନାହିଁ। ସମ୍ପୂର୍ଣ୍ଣ…

ହିଂସା ମାମଲାରେ ସମ୍ଭଲ ଜାମା ମସଜିଦ ମୁଖ୍ୟ ଗିରଫ

ସମ୍ଭଲ : ୟୁପିର ସମ୍ଭଲ ହିଂସା ମାମଲାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଗିରଫଦାରୀ ହୋଇଛି। ଜାମା ମସଜିଦର ମୁଖ୍ୟ ଜାଫର ଅଲ୍ଲୀଙ୍କୁ ଗିରଫ କରାଯାଇଛି। ସମ୍ଭଲ ପୁଲିସର ସୂଚନା ଅନୁଯାୟୀ, ୨୪ ନଭେମ୍ବର ୨୦୨୪ରେ ଘଟିଥିବା ହିଂସା ଘଟଣାରେ ଜଫର ଅଲିଙ୍କୁ…

ଆମେରିକାରେ ଭାରତୀୟ ବଂଶୋଦ୍ଭବ ବାପା-ଝିଅଙ୍କୁ ଗୁଳି କରି ହତ୍ୟା

ଓ୍ବାଶିଂଟନ: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ତାଙ୍କ ଝିଅକୁ ଗୁଳି କରି ହତ୍ୟା କରାଯାଇଛି। ଏକ ତେଜରାତି ଦୋକାନରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁହେଁ ସେହି ତେଜରାତି ଦୋକାନରେ କାମ କରୁଥିଲେ। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ…

ପାକିସ୍ତାନରେ ଚିନି କିଲୋ ୧୮୦ ଟଙ୍କା

ଇସଲାମାବାଦ : ପାକିସ୍ତାନରେ ଚିନି ମୂଲ୍ୟ ନିୟମିତ ବ୍ୟବଧାନରେ ବଢିଚାଲିଛି। ଚିନିର ବିକ୍ରି ମୂଲ୍ୟ ଉପରେ ସରକାର କଟକଣା ଲାଗୁ କରିଥିଲେ ସୁଦ୍ଧା ଏହା ପ୍ରଭାବଶୂନ୍ୟ ପ୍ରମାଣିତ ହୋଇଛି। ଖୋଲା ବଜାରରେ ଚିନି କିଲୋ ପିଛା ସର୍ବାଧିକ ୧୩୦ ଟଙ୍କାରେ ବିକ୍ରି…

ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରକୁ ୭ ପ୍ରସ୍ତାବ

ଚେନ୍ନଇ : ନିର୍ବାଚନମଣ୍ଡଳୀ ଲୋକସଭା ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି, ସେହି ପ୍ରସଙ୍ଗରେ ଶନିବାର ଡିଏମକେ ନେତୃତ୍ବାଧୀନ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେନ୍ନଇଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି।…

ପାର୍କରେ ଆଖିବୁଜା ଗୁଳିମାଡ: ୩ ମୃତ

ନୂଆଦିଲ୍ଲୀ: ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ ହୋଇଛି। ଦୁର୍ବୁତ୍ତର ଗୁଳିମାଡରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଲାସ୍ କ୍ରୁସ୍ ର ୩ଟି ସ୍ଥାନୀୟ…

ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ନୀତୀଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଛନ୍ତି। ଏକ କ୍ରୀଡା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯାଉଥିବାବେଳେ ନୀତୀଶ ସାବ୍‌ଧାନ ସ୍ଥିତିରେ ରହିବା ପରିବର୍ତ୍ତେ ଏପଟ ସେପଟ ହେଉଥିବା ଦେଖାଯାଇଛି। ଜାତୀୟ ସଙ୍ଗୀତକୁ ନୀତୀଶ ଅସମ୍ମାନ କରିବା…

ବାଂଲାଦେଶ ଛାତ୍ର ଆନ୍ଦୋଳନରେ ଲାଗିଛି ବିଦେଶୀ ପାଣ୍ଠି, କ୍ରିପ୍ଟୋରେ ଶତାଧିକ କୋଟିର ନିବେଶ

ନୂଆଦିଲ୍ଲୀ : ବାଂଲାଦେଶରେ ଘଟିଥିବା ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେବା ଫଳରେ ଶେଖ ହାସିନାଙ୍କ ସରକାର ଭାଙ୍ଗିଯାଇଥିଲା। ତେବେ ଏହି ଆନ୍ଦୋଳନ ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ସାମ୍ନାକୁ ଆସିଛି। ଛାତ୍ର ଆନ୍ଦୋଳନକୁ ବ୍ୟାପକ କରିବା ଲାଗି ବହୁ ପରିମାଣର…

୫୯ତମ ଜ୍ଞାନପୀଠ ପୁରସ୍କାର ପାଇଁ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳା ମନୋନୀତ

ନୂଆଦିଲ୍ଲୀ : ବିଶିଷ୍ଟ ହିନ୍ଦୀ ଲେଖକ ବିନୋଦ କୁମାର ଶୁକ୍ଳାଙ୍କୁ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ୫୯ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଛି। ଏହି ପୁରସ୍କାର ପାଇବାରେ ସେ ଛତିଶଗଡ଼ର ପ୍ରଥମ ଲେଖକ ହେବେ। ଏହି ଭାଷାର ଅନ୍ୟତମ…