ମୋବାଇଲ ମାନିଆ ମହିଳା; ସ୍ୱାମୀଙ୍କ ଆଖିରେ ଭୁଷିଦେଲେ କଇଁଚି

ମୋବାଇଲ ମାନିଆ ମହିଳା ଭୁଲିଗଲେ ସମ୍ପର୍କର ମୂଲ୍ୟ। ସାମାନ୍ୟ ମୋବାଇଲ ପାଇଁ ଘରେ ଘଟାଇଲେ ରକ୍ତପାତ । ଏପରିକି ମୋବାଇଲ ଆଗରେ ତୁଚ୍ଛ ଲାଗିଲେ ସ୍ୱାମୀ । ଫଳରେ ମୋବାଇଲ ମାଗୁଥିବା ମ୍ବାମୀଙ୍କ ଆଖିରେ କଇଁଚି ଭୁଷିବାକୁ ପଛାଇଲେ ନାହିଁ। ଏପରି…

କାନାଡ଼ାରେ ହିନ୍ଦୁ ବ୍ୟବସାୟୀଙ୍କୁ ଟାର୍ଗେଟ, ଘର ଉପରକୁ ଆଖିବୁଜା ଫାୟାରିଂ

କାନାଡ଼ାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ । କାନାଡ଼ାରେ ଥିବା ଜଣେ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ଆଖିବୁଜା ଗୁଳିମାଡ଼ । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ତେବେ ଏହା ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ…

ଇସ୍ରାଏଲ ଦୂତାବାସ ‘ବିସ୍ଫୋରଣ’: ମିଳିଲା ଷଡ୍‌ଯନ୍ତ୍ରର ପ୍ରମାଣ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତିନି ଦିନର ତଦନ୍ତ ପରେ ଦିଲ୍ଲୀ ପୁଲିସ ଏକ ଏଫଆଇଆର ରୁଜୁ କରିବାକୁ ଯୋଜନା କରୁଛି। କାରଣ ସେମାନେ ରାଷ୍ଟ୍ରଦୂତଙ୍କୁ ଧମକ ଦେବା ପାଇଁ ଷଡଯନ୍ତ୍ର କରୁଥିବା…

ଘରୁ ବାହାରିଲା ୫ ପରିବାର ସଦସ୍ୟଙ୍କ କଙ୍କାଳ

ପ୍ରାୟ ୪ ବର୍ଷ ପୂର୍ବେ ଏକ ପରିବାରର ୫ ସଦସ୍ୟଙ୍କୁ ଦେଖିଥିଲେ ପାଖପଡ଼ୋଶୀ। ଏହାପରେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ନ ଥିଲା। ଦୀର୍ଘ ୪ ବର୍ଷ ପରେ ଉକ୍ତ ଘରୁ ପରିବାରର ୫ ସଦସ୍ୟଙ୍କ କଙ୍କାଳ ଉଦ୍ଧାର ହୋଇଛି। ଏପରି…

ରାଜ୍ୟସଭାରେ ଆପର ନେତା ହୋଇପାରିବେ ନାହିଁ ରାଘବ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟି (ଏଏପି) ର ମଧ୍ୟବର୍ତ୍ତୀକାଳୀନ ନେତା ଭାବରେ ରାଘବ ଚଢାଙ୍କୁ ନିଯୁକ୍ତ କରିବା ପାଇଁ ଦଳର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ଅନୁରୋଧକୁ ଖାରଜ କରିବା…

CISF କୁ ମିଳିଲା ପ୍ରଥମ ମହିଳା ମହାନିର୍ଦ୍ଦେଶକ, ପଦ ସମ୍ଭାଳିବେ ନୀନା ସିଂ

ଦେଶର ପ୍ରମୁଖ ୩ ଅର୍ଦ୍ଧସୈନିକ ବଳକୁ ମିଳିଛନ୍ତି ନୂଆ ମୁଖିଆ। କେନ୍ଦ୍ରୀୟ ରିଜର୍ଭ ପୁଲିସ୍‌ ବଳ (CRPF), କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ(CISF) ଓ ଭାରତ ତିବ୍ବତ ସୀମା ପୁଲିସ୍‌ (ITBP)ରେ ହୋଇଛି ଏହି ନୂଆ ନିଯୁକ୍ତି। ତେବେ ଭାରତ ଇତିହାସରେ…

ଅଯୋଧ୍ୟା ରେଳ ଷ୍ଟେଶନ ପରେ ବଦଳିଲା ଏୟାରପୋର୍ଟର ନାଁ

ଭବ୍ୟ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ଝଲସି ଉଠିଲାଣି ଅଯୋଧ୍ୟା । ଫଳରେ ଅଯୋଧ୍ୟାର କୋଣ କୋଣ ଏବେ ରାମମୟ ହୋଇଗଲାଣି। ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି ତାଙ୍କ ନାମ । ରାମ ମନ୍ଦିରର ଭବ୍ୟ…

ପଶ୍ଚିମବଙ୍ଗର ଡିଜିପି ହେଲେ ବିବାଦୀୟ ଆଇପିଏସ୍ ଅଧିକାରୀ ରାଜୀବ କୁମାର, ବିଜେପିର ବିରୋଧ

କୋଲକାତା: କୋଲକାତାର ପୂର୍ବତନ ପୁଲିସ କମିସନର ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ତ୍ତମାନର ଡିଜି ମନୋଜ ମାଲବ୍ୟଙ୍କ ସ୍ଥାନରେ ସେ…

ଅଯୋଧ୍ୟାର ୮୪ କୋଶ ପରିକ୍ରମା ମାର୍ଗରେ ମଦ ବିକ୍ରି ହେବ ନାହିଁ, ୨୫୦ କିମି ଭିତରେ ରହିବନି ମଦ ଦୋକାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହେବାକୁ ସ୍ଥିର ହୋଇଛି। ଏହି ଦିନ ପାଇଁ ସମଗ୍ର ଅଯୋଧ୍ୟାରେ କାର୍ଯ୍ୟ ଚାଲିଛି। ଏହି କାରଣରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଘୋଷଣା କରିଛନ୍ତି ଯେ…

୧୫ ଘଣ୍ଟାରୁ ଅଧିକ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଏକାଧିକ ବନ୍ଦେ ଭାରତ ଟ୍ରେନ

ନୂଆଦିଲ୍ଲୀ: ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହିତ ଘନ କୁହୁଡି ଦେଖାଯାଉଛି। କୁହୁଡ଼ି ଯୋଗୁଁ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇଥିବାବେଳେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। କମ୍ ଦୃଶ୍ୟମାନତା କାରଣରୁ ଦିଲ୍ଲୀକୁ ଆସୁଥିବା…