ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି; ଭିତରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ

ସଂସଦ ଆକ୍ରମଣ ବାର୍ଷିକୀରେ ହୋଇଛି ସୁରକ୍ଷା ଭଙ୍ଗ । ସଂସଦ ସୁରକ୍ଷା ବ୍ୟବସ୍ଥାରେ ଦେଖାଦେଇଛି ବଡ଼ ତ୍ରୁଟି । ଲୋକସଭା ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଆଜି ସାମ୍ନାକୁ ଆସିଛି। ସୁରକ୍ଷା ବଳୟ ଭେଦ କରି ଲୋକସଭାରେ ପଶିଗଲେ ଦୁଇ ଅଜ୍ଞାତ ଯୁବକ ।…

ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ଟିମ୍‌, ଚାଲିଛି ମାଟି ଖୋଳା

ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ ହେବା ଘଟଣା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ଏହାପରେ ବି ଧୀରଜ ସାହୁଙ୍କ ଘରେ ଆହୁରି…

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ

ମଧ୍ୟପ୍ରଦେଶରେ ଆରମ୍ଭ ହେଲା ମୋହନ ଯୁଗ । ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ। ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ…

ବେକାବୁ ହେଲା ଯାତ୍ରୀବାହୀ ବସ୍‌; ୭ଟି ଗାଡ଼ିକୁ ପିଟିଲା

ବିଚ୍‌ ରାସ୍ତାରେ ବେକାବୁ ହେଲା ଯାତ୍ରୀବାହୀ ବସ୍‌। ଡ୍ରାଇଭରଜଣ ନିୟନ୍ତ୍ରଣ ହରାଇବାରୁ ଦ୍ରୁତ ଗତିରେ ଯାଉଥିବା ବସ୍‌ଟି ଗୋଟିଏ ପରେ ଗୋଟିଏ ୭ଟି ବାହନକୁ ଧକ୍କା ଦେଇଛି। ଏହାପରେ ଉପସ୍ଥିତ ଲୋକେ ତାତିବାରୁ ଡ୍ରାଇଭରଜଣକ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛନ୍ତି।…

ମହାଦେବ ବେଟିଂ ଆପ୍‌; ଦୁବାଇରୁ ଧରା ପଡ଼ିଲେ ଆଉ ଜଣେ ମାଷ୍ଟର ମାଇଣ୍ଡ

ମହାଦେବ ବେଟିଂ ଆପ୍‌ର ଅନ୍ୟତମ ମାଷ୍ଟର ମାଇଣ୍ଡ ରବି ଉପ୍ପଲ ଦୁବାଇ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି। ଭାରତରେ ଇଡି ଏହି ଆପ୍‌କୁ ନେଇ ଖୋଳତାଡ଼ କରୁଥିବା ବେଳେ ଏହାର ମାଲିକଙ୍କ ଅନ୍ୟତମ ସହଯୋଗୀ ରବି ଉପ୍ପଲ ଦୁବାଇରୁ ଧରା ପଡ଼ିଛନ୍ତି। ରବିଙ୍କୁ ଧରିବାକୁ…

ଅରୁଣାଚଳରୁ ଆବିଷ୍କାର ହେଲା ବତକ ପରି ରାବୁଥିବା ବେଙ୍ଗ

ଇଟାନଗର: ଇଂଲାଣ୍ଡର ଉଲ୍‌ଭରହାମ୍ପଟନ୍‌ ବିଶ୍ବବିଦ୍ୟାଳୟର ଗବେଷକମାନେ ଅରୁଣାଚଳ ପ୍ରଦେଶର ନାମ୍‌ଦଫା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟରେ ଏକ ନୂତନ ପ୍ରଜାତିର ବେଙ୍ଗ ଆବିଷ୍କାର କରିଛନ୍ତି, ଯାହାକୁ ସେମାନେ ‘ମ୍ୟୁଜିକ୍ ଫ୍ରଗ୍‌’ର ଆଖ୍ୟା ଦେଇଛନ୍ତି। ତାହାର ରଡ଼ିରେ ଦୁଇରୁ ତିନି ପ୍ରକାରର ସ୍ବର…

‘ମୁଣ୍ଡକୁ ଗୁଳି ମାରିବି’, ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ଵାମୀଙ୍କୁ ମିଳିଲା ହତ୍ୟା ଧମକ

ୱାସିଂଟନ: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବାବେଳେ ଏବେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି | ସେ ଅଭିଯୋଗ କରିଛନ୍ତି ଯେ ସୋମବାର (ଡିସେମ୍ବର ୧୧)…

କୁଳପତିଙ୍କୁ ହୃଦଘାତ ହେବାରୁ ବିଚାରପତିଙ୍କ କାର ଛଡାଇନେଲେ ଛାତ୍ର, ଏବେ ରୁଜୁ ହେଲା ମାମଲା

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ନିଜ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଏବେ କିଛି ଛାତ୍ରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି | ଟ୍ରେନରେ ଯାତ୍ରା କରୁଥିବା ପି.କେ ବିଶ୍ୱବିଦ୍ୟାଳୟର କୁଳପତି…

ଓଡ଼ିଶାରୁ ଶହଶହ କୋଟି ଟଙ୍କା ମିଳିବା ଘଟଣା: ପୁଣି କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ : ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାରର ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୩୫୦ କୋଟିରୁ ଅଧିକ ଟଙ୍କା ଜବତ କରିବା ପରେ ହଇଚଇ ସୃଷ୍ଟି ହୋଇଛି।…

ଓମାର ଅବଦୁଲ୍ଲାଙ୍କ ଛାଡପତ୍ର ଆବେଦନ ଖାରଜ; କହିଲେ ବ୍ୟକ୍ତିଗତ ଓ ବୃତ୍ତିଗତ ଭାବେ ନିରାଶ

ଶ୍ରୀନଗର : ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ଝଟକା। ଅବଦୁଲ୍ଲାଙ୍କ ଛାଡପତ୍ର ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ। ପତ୍ନୀଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ପ୍ରମାଣ ନ କରିବାରୁ ତାଙ୍କ ଛାଡପତ୍ର ଆବେଦନ…