ମୋଦିଙ୍କୁ ପ୍ରଶ୍ନ ପଚାରି ସାମ୍ବାଦିକ ହଟହଟା, ନିନ୍ଦା କଲା ହ୍ୱାଇଟ ହାଉସ୍
ନୂଆଦିଲ୍ଲୀ : ମୋଦିଙ୍କୁ ପ୍ରଶ୍ନ ପଚାରି ହଇରାଣ ହେଉଛନ୍ତି ସାମ୍ବାଦିକ । ତାଙ୍କୁ ଅନଲାଇନ୍ରେ ଭାରତରୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଏହାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ୍। ଏପରିକି ସାମ୍ବାଦିକଙ୍କ ପ୍ରତି ଏପରି ନିର୍ଯାତନା ଦିଆଯିବା ଆଦୌ ଗ୍ରହଣୀୟ…
