ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୦ଟି ମୃତଦେହ ଚିହ୍ନଟ

ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୦ଟି ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ମୁଖ୍ୟ…

ମୃତଦେହ ରଖିବା ପାଇଁ ପାରାଦୀପରୁ ପହଞ୍ଚିଲା ୫ କଣ୍ଟେନର

ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ସଂରକ୍ଷଣ ନେଇ ବଢ଼ିଲା ଚିନ୍ତା। ଏମ୍‌ସରେ ସ୍ଥାନ ଅଭାବ ଦେଖାଦେଇଥିବାରୁ ମୃତଦେହ ସଂରକ୍ଷଣ ପାଇଁ କଣ୍ଟେନର ମଗାଇଛି ଭୁବନେଶ୍ୱର ଏମ୍‌ସ। ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏନେଇ ଆଜି ସୂଚନା ଦେଇଛନ୍ତି।…

ଆସନ୍ତାକାଲି କଟକ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି କଟକ ଆସିବେ। ସେ ଭୁବନେଶ୍ୱର ବି ଆସିବାର କାର୍ଯ୍ୟକ୍ରମ ରହିଛି। ମମତା ଆଜି ନିଜେ ଏହି ସୂଚନା ଦେଇଛନ୍ତି। ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏହା ହେବ ମମତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ମମତା…

ଏସସିବି ମେଡିକାଲରେ ଚିକିତ୍ସାଧୀନ ଯାତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ

କଟକ: କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆହତଙ୍କୁ ଭେଟି ରାଜ୍ୟପାଳ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି…

ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ସ୍ୱାଗତ କଲା ବିଜେଡି

ବାହାନଗା: ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛି ରେଳବାଇ ବୋର୍ଡ। ନିଜେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା ଘୋଷଣା କରିବା ପରେ ଦୁର୍ଘଟଣା ପଛରେ ଷଡ଼୍‌ଯନ୍ତ୍ର ଥିବା…

ସରିଲା ମରାମତି, ବାହାନଗା ବଜାର ଷ୍ଟେସନ୍‌ ଦେଇ ଗଡ଼ିଲା ଟ୍ରେନ୍‌

୫୧ ଘଣ୍ଟାର ନନଷ୍ଟପ୍‌ ପୁନରୁଦ୍ଧାର କାମ । ଶେଷରେ ଦୁର୍ଘଟଣାଗ୍ରସ୍ତ ବାହାନଗା ବଜାର ଷ୍ଟେସନ୍‌ ଦେଇ ଗଡ଼ିଲା ଟ୍ରେନ୍‌ । ଗତକାଲି ରାତିରେ ପୁରୀକ୍ଷାମୂଳକ ଭାବରେ ମାଲଗାଡ଼ି ଗଡ଼ିଥିଲା । ଆଜି ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିଛି ।…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଦୁଇ ଲୋକୋ ପାଇଲଟ୍‌ଙ୍କ ବୟାନ ରେକର୍ଡ

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପ୍ରତ୍ୟକ୍ଷଦର୍ଶୀ ତଥା କରମଣ୍ଡଳ ଏକ୍ସପ୍ରେସର ୨ ଆହତ ଲୋକୋ ପାଇଲଟ୍ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଆଜି ଦ.ପୂ ରେଲୱେ CPRO ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁର୍ଘଟଣାରେ ଲୋକୋ…

ରେଳ ଦୁର୍ଘଟଣା ନେଇ ଜିଆରପି ଥାନାରେ ମାମଲା ରୁଜ୍ଜୁ

ବାଲେଶ୍ବର:  ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ଘଟଣାରେ  ଜିଆରପି ଥାନାରେ ମାମଲା ରୁଜୁ। ଜୁନ ୩ ତାରିଖ କେସ ନମ୍ବର ୬୨ ଆଧାରରେ ମାମାଲା ରୁଜୁ କରିଛି ଜିଆରପି ପୋଲିସ। ଆଇପିସିର ଧାରା ୩୩୭,୩୩୮,୩୦୪(A), ୩୪ ସମେତ ରେଲୱେ ଆକ୍ଟ ୧୫୩/୧୫୪/୧୭୫ରେ…

ଏସସିବିରେ ଚିକିତ୍ସାରତ ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

କଟକ: ବାଲେଶ୍ଵର ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ…

ଦୁର୍ଘଟଣାସ୍ଥଳ ବୁଲିଲେ ରେଲୱେ ସେଫ୍ଟି କମିଶନର

ଶୁକ୍ରବାର ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେସ କୁମାର ପାଠକ। ଷ୍ଟେସନ ସିଗନାଲ ରୁମ୍ ସହ କଣ୍ଟ୍ରୋଲ ରୁମ୍ ବୁଲି ଦେଖିବା ସହ…