June 23, 2023

ଘରେ ପଶୁଣୁ ଚାଳ ବାଜିଲାଣି : ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ ନକଲେ ପରବର୍ତ୍ତୀ ବୈଠକକୁ ଆପ୍‌ ବର୍ଜନ କରିବ

ନୂଆଦିଲ୍ଲୀ : ବିଜେପି ବିରୋଧରେ ମହଗଠବନ୍ଧନ ତିଆରି କରିବାକୁ ବିରୋଧୀ ଆରମ୍ଭ କରିଥିବା ଯୋଜନାରେ ଆମ୍ଭରୁ କେଁ ପଶିଛି। ଆଜି ୧୬ଟି ବିରୋଧୀ ଦଳର ନେତା ପାଟନାରେ ବୈଠକ କରିବା ସହ ଏକାଠି ସାମ୍ବାଦିକ ସମ୍ମିଳନୀ କରି ଏକତାର ବାର୍ତ୍ତା ଦେବାକୁ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ପୂଜାରା, ଦିନିକିଆରେ ସଞ୍ଜୁ ସାମସନ୍ ସାମିଲ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଶୁକ୍ରବାର ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି। ଭାରତ ପକ୍ଷରୁ କେଉଁ କ୍ରିକେଟର ଦିନିକିଆ ଏବଂ ଟେଷ୍ଟ ସିରିଜରେ ଖେଳିବେ, ସେମାନଙ୍କ ନାମ ତାଲିକା ସାମ୍ନାକୁ ଆସିଛି। ଟେଷ୍ଟ ଏବଂ…

ସଂସଦ ଅଧିବେଶନ ପୂର୍ବରୁ ଦିଲ୍ଲୀ ଅଧ୍ୟାଦେଶ ବିଷୟରେ ନିଷ୍ପତ୍ତି ନିଆଯିବ: ଖଡ୍‌ଗେ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାସନିକ ସେବା ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ବିରୋଧ କରାଯିବା ନ ଯିବା ନିଷ୍ପତ୍ତି ସଂସଦ ଅଧିବେଶନ ପୂର୍ବରୁ ଗ୍ରହଣ କରାଯିବ ବୋଲି ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। କଂଗ୍ରେସ ଯଦି ପ୍ରସଙ୍ଗରେ ସମର୍ଥନ ନ…

ଛୁଟି ନମିଳିବାରୁ ଚାକିରୀରୁ ଇସ୍ତଫା ଦେଇଦେଲେ ଡେପୁଟି କଲେକ୍ଟର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଲବକୁଶନଗରରେ ବସବାସ କରୁଥିବା ଜଣେ ମହିଳା ଡେପୁଟି କଲେକ୍ଟରଙ୍କୁ ଛୁଟି ନମିଳିବାରୁ ସେ ଚାକିରିରୁ ଇସ୍ତଫା ଦେଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଏସଡିଏମ୍ ପଦରେ ନିୟୋଜିତ ଥିବ‌େ ନିଶା ବାଙ୍ଗରେ ବେତୁଲ ଜିଲ୍ଲାର…

‘ଦି ଟାଇଟନ୍‌’ ବିସ୍ଫୋରଣ ଅତ୍ୟନ୍ତ ଭୟାବହ : ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ: ଗତ ରବିବାର ‘ଓସେନ୍‌ ଗେଟ୍‌ ଏକ୍ସପିଡିସନ୍‌’ଦ୍ବାରା ପରିଚାଳିତ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ଆଟ୍‌ଲାଣ୍ଟିକ୍‌ ମହାସାଗର ଭିତରେ ହଠାତ୍‌ ବିସ୍ଫୋରଣର ଶିକାର ହୋଇଥିଲା। ଫଳରେ ଏଥିରେ ଥିବା ୫ଜଣ ଯାତ୍ରୀଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଏହି ୫ଜଣ ଯାତ୍ରୀ…

5-ଟି ଉପକ୍ରମରେ ନନ୍ଦନକାନନ ର ହେବ ରୂପାନ୍ତର, ବିଶ୍ବସ୍ତରୀୟ ହେବ ନନ୍ଦନକାନନ

ଦୁଇଟି ପର୍ଯ୍ୟାୟରେ ରୂପାନ୍ତର ହେବ ୨୦୨୩-୨୫ ଓ ୨୦୨୫-୨୮ ପ୍ରଥମ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ୍‌ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚୂଡଙ୍ଗ ଜଙ୍ଗଲ ଅଞ୍ଚଳର ବିକାଶ କରାଯିବ ପିଲାଙ୍କ ପାଇଁ ପ୍ରକୃତି ଶିକ୍ଷା ଉପରେ ଏକ ଆକର୍ଷଣୀୟ କେନ୍ଦ୍ର…

ଭାରତରେ ଧର୍ମ, ଜାତି, ଲିଙ୍ଗ କିମ୍ବା ବର୍ଣ୍ଣକୁ ନେଇ କୌଣସି ପାତରଅନ୍ତରର ପ୍ରଶ୍ନ ହିଁ ନାହିଁ – ମୋଦି

ଭାରତରେ ବାକ୍‌ ସ୍ୱାଧୀନତା ଓ ସଂଖ୍ୟାଲଘୁଙ୍କ ସହ ପାତରଅନ୍ତର କରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ମୋଦି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମିଶି ସାମ୍ବାଦିକମାନଙ୍କ କିଛି ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି…

ସାହିତ୍ୟ ଅକାଦେମି ପକ୍ଷରୁ ଘୋଷଣା ହେଲା ବାଲ୍ ସାହିତ୍ୟ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୩ ବର୍ଷ ପାଇଁ ଆଜି ସାହିତ୍ୟ ଅକାଦେମି ପକ୍ଷରୁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି | ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଓଡ଼ିଆ ଭାଷାରେ ପ୍ରକାଶିତ ଯୁଗଳ…

ୟୁଏସ କଂଗ୍ରେସକୁ ମୋଦିଙ୍କ ସମ୍ବୋଧନ, କହିଲେ- ଆତଙ୍କବାଦୀର ମୁକାବିଲା ପାଇଁ କିନ୍ତୁ, ପରନ୍ତୁ ଶବ୍ଦର ପ୍ରୟୋଗ ଉଚିତ ନୁହେଁ

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ ଭାରତ ଆମେରିକା ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ମିଳିତ ଭାବେ ଆତଙ୍କବାଦର ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି।…

ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା: କେନ୍ଦ୍ରାପଡ଼ାରୁ ଅଭିଯୁକ୍ତ ଯୁବକ ଗିରଫ

ଭୁବନେଶ୍ବର/କେନ୍ଦ୍ରାପଡ଼ା: ଗତ ୨୦ ତାରିଖ ଦିନ ଭୁବନେଶ୍ବରରେ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ରମେଶ ବାରିକ ‌ଆଜି କେନ୍ଦ୍ରାପଡ଼ାରୁ ଗିରଫ ହୋଇଛି। ପୁଲିସ ଅଭିଯୁକ୍ତ ରମେଶକୁ ଗିରଫ କରିବା ପରେ ଅଧିକ ପଚରାଉଚରା କରୁଛି। ସୂଚନାଯୋଗ୍ୟ,…