ଜୁଲାଇ ୪ରେ କୁସ୍ତି ମହାସଂଘର ନିର୍ବାଚନ

ନୂଆଦିଲ୍ଲୀ : ବିବାଦରେ ଥିବା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଆସନ୍ତା ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ପ୍ରକ୍ରିୟା ଆରମ୍ଭ କରିଛି। ନିର୍ବାଚନକୁ ସଂପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛତାର ସହ କରିବା ପାଇଁ ଆଇଓଏ ଜମ୍ମୁ-କଶ୍ମୀର…

ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ପୁରୀ: ମହାପ୍ରଭୁ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ମହାପ୍ରଭୁଙ୍କ ରଥଯାତ୍ରାକୁ ସାରା ବିଶ୍ୱ ଚାହିଁ ରହି ଥାଏ। ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଶେଷ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରଥଯାତ୍ରା ତୃତୀୟ ତଥା ଶେଷ…

ପାଚିକା-ସହାୟିକାଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଜି ରାଜ୍ୟର ପ୍ରାଥମିକ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ଦାୟିତ୍ୱରେ ନିୟୋଜିତ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା ବାଣ୍ଟିଛନ୍ତି । ପ୍ରତ୍ୟେକ ପାଚିକା ଓ ସହାୟିକାଙ୍କୁ ଶାଢ଼ୀ ଭତ୍ତା…

ପୂର୍ବବର୍ଷ ଭଳି ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସୁରୁଖୁରୁରେ ଶେଷ ହେବ: ପୁଲିସ ମହାନିର୍ଦ୍ଦେଶକ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଖେଇ ଆସୁଛି। ଆଉ ୬ ଦିନ ପରେ ଅର୍ଥାତ ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…

ବାହାନଗା ଟ୍ରେନ ଟ୍ରାଜେଡି: ତଦନ୍ତର ସପ୍ତାହକ ପରେ ସନ୍ଦିଗ୍ଧଙ୍କ ବିରୋଧରେ ଠୋସ ପ୍ରମାଣ ମିଳିଛି

ବାହାନଗା ଟ୍ରେନ ଟ୍ରାଜେଡିର କାରଣ ଖୋଜୁଛି ସିବିଆଇ। ତଦନ୍ତର ସପ୍ତାହକ ପରେ ସନ୍ଦିଗ୍‌ଧଙ୍କ ବିରୋଧରେ ଠୋସ ପ୍ରମାଣ ପାଇଥିବା କୁହାଯାଇଛି। ଷ୍ଟେସନର ଆସିଷ୍ଟାଣ୍ଡ ମ୍ୟାନେଜର ଓ ସିଗ୍‌ନାଲ ଇନ୍‌ଚାର୍ଜଙ୍କୁ ମାରାଥନ ଜେରା କରି ବହୁ ତଥ୍ୟ ସିବିଆଇ ହାସଲ କରିଥିବା ଜଣାପଡ଼ିଛି।…

ବାର୍‌ରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣା: ମ୍ୟାନେଜରଙ୍କ ସମେତ ୧୦ ଗିରଫ

ଭୁବନେଶ୍ଵର: ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭେନସ୍ ବାରରେ ବିଳମ୍ବିତ ରାତିରେ ଗଣ୍ଡଗୋଳ ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ । ବିଳମ୍ବିତ ରାତିରେ ଗଣ୍ଡଗୋଳ ସମୟର ଭିଡିଓ ସମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିସନରେଟ ପୁଲିସ ।…

ଢେଙ୍କାନାଳ ଟାଟା ଷ୍ଟିଲ ମେରାମୁଣ୍ଡଳି ପାଓ୍ଵାରପ୍ଲାଣ୍ଟରେ ବ୍ଲାଷ୍ଟ, ୧୯ ଗୁରୁତର

ଢେଙ୍କାନାଳ:ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ଫେଜ ୨ର BAPP-2 Powerplantରେ ଦୁର୍ଘଟଣା । ଅନଲାଇନ ସ୍କିନଲାଇନିଂ କାମ ଚାଲିଥିଲା ବେଳେ ଅତ୍ୟଧିକ ଚାପରେ ପ୍ରୋଜେକ୍ଟଟି ବ୍ଲାଷ୍ଟିଂ ହୋଇଛି । ପ୍ରାୟ ୧୯ ଜଣ  ଗୁରୁତର ହୋଇଥିବା ସୂଚନା ମିଳିଛି । ଡିପାର୍ଟମେଣ୍ଟ ମୁଖ୍ୟ …

ରାଜ୍ୟରେ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେଲା ଚାଲିଥିବା ଘନଘନ ବିଦ୍ୟୁତ କାଟକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଗତ ୫ ଦିନ ହେବ ଓଡ଼ିଶାରେ ଅଛନ୍ତି। ବିଦ୍ୟୁତ କାଟକୁ…

ସରକାରୀ କର୍ମଚାରୀଙ୍କୁ ରଜ ଭେଟି ଦେଲେ ରାଜ୍ୟ ସରକାର: ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାର ମଙ୍ଗଳବାର ଦିନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମହଙ୍ଗା…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ମହିଳା ମୃତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଦମାଦୁଆ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ କନ୍ଧମାଳ ଜ଼ିଲ୍ଲା ଦାର୍ଶିଙ୍ଗବାଡ଼ି ଗ୍ରାମର ହେମନ୍ତୀ ନାୟକ ହୋଇଥିବା ବେଳେ ଆହତ…