ଟ୍ରେନ ଦୁର୍ଘଟଣାର ୧୦ ଦିନ; ଚିହ୍ନଟ ହୋଇନି ୮୧ ଶବ, ବାହାନଗାରେ ଆଜି ସାମୁହିକ ମୁଣ୍ଡନ ଓ ଦଶାହ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ଆଜି ୧୦ମ ଦିନ ।  ଅର୍ଥାତ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ୧୦ ଦିନ ବିତିଗଲାଣି । ତଥାପି ଅନେକ ଶବ ଚିହ୍ନଟ ହୋଇନି । ଭୁବନେଶ୍ୱର ଏମ୍ସରେ କଣ୍ଟେନରେ ରହିଛି ଶବ । ୮୧ଟି ଶବକୁ…

ରଙ୍ଗ୍‌‌ ରୁଟ୍‌‌ରେ ବଢୁଛି ଗାଡ଼ିଚାଳନା

ଭୁବନେଶ୍ୱର : ରଙ୍ଗ୍‌‌ରୁଟ୍‌‌(ବିପରୀତ ଦିଗ)ରେ ଗାଡ଼ି ଚଳାଇବା ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେଉଛି। ଦୁର୍ଘଟଣା ବଢ଼଼ିବା ସହ ଧନଜୀବନ ଚାଲିଯାଉଛି। ବେପରୁଆ ହେଉ କିମ୍ବା ଅଧିକ ବୁଲାଣି ପଡ଼ୁଥିବାରୁ ଗାଡ଼ି ଚାଳକ ରଙ୍ଗ୍‌‌ରୁଟ୍‌‌ରେ ପଶିଯାଉଛନ୍ତି। ଏଥିସହିତ ରଙ୍ଗ୍‌‌ରୁଟ୍‌‌ ଚାଳକଙ୍କୁ ଜଗିବା ପାଇଁ…

୬ ମାସ ମଧ୍ୟରେ ଘଟଗାଁ ମା ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ: 5T ସଚିବ

କେନ୍ଦୁଝର: ବଦଳିବ ଘଟଗାଁ ମା ତାରିଣୀ ମନ୍ଦିରର ରୂପରେଖ । ରାଜ୍ୟ ସରକାରଙ୍କ ଅନୁଦାନରେ ୬ ମାସ ମଧ୍ୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ। ଏନେଇ ୭ ଦିନ ମଧ୍ୟରେ ଅନୁଦାନ ରାଶି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ତିନି-ଚାରି ଦିନ ପର୍ଯ୍ୟନ୍ତ କଲବଲ କରିବ ତାତି

ରଜ ପାଖେଇ ଆସୁଥିବା ବେଳେ ମୌସୁମୀ ବାୟୁ ଓଡ଼ିଶା ଆସି ନାହିଁ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି। ଏଭଳି ସ୍ଥିତିରେ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ଆସିବ ନୂଆ ଡିଜିଟାଲ ଡାଟା ସୁରକ୍ଷା ବିଲ୍‌ : ସୋସିଆଲ ମିଡିଆରେ ନିଷିଦ୍ଧ ହେବ ୧୧ କିସମର ପୋଷ୍ଟ

ନୂଆଦିଲ୍ଲୀ : ଏବେ ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ କିସମର କାରବାର ଇଣ୍ଟରନେଟ୍‌ ଉପରେ ନିର୍ଭର କରୁଛି। ଆର୍ଥିକ କାରବାର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁକିଛି ଇଣ୍ଟରନେଟ୍‌ ମାଧ୍ୟମରେ କରିବା ସମ୍ଭବ ହେଉଛି। କିନ୍ତୁ ଦିନକୁ ଦିନ ଇଣ୍ଟରନେଟର…

ବାପାଙ୍କ ଶ୍ରାଦ୍ଧରେ ସଚିନ୍‌ ପାଇଲଟ୍‌ଙ୍କ ରହସ୍ୟମୟ ବାର୍ତ୍ତା; କଂଗ୍ରେସ ଚିନ୍ତିତ

ନୂଆଦିଲ୍ଲୀ: ଆଜି ବାପା ରାଜେଶ ପାଇଲଟ୍‌ଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ୍‌ ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ଟୁଇଟ କରିଥିବା ରହସ୍ୟମୟ ବାର୍ତ୍ତା କଂଗ୍ରେସକୁ ଚିନ୍ତିତ କରିପକାଇଛି। ଆଜି ସକାଳେ ଟୁଇଟ୍‌ କରି ସଚିନ ଲେଖିଛନ୍ତି: ଶ୍ରାଦ୍ଧ ବାର୍ଷିକୀରେ ମୋର ପୂଜନୀୟ…

ସବା ତଳ ତାଲା ବାହାରେ ବସିଥିବା ବ୍ୟକ୍ତିଙ୍କ କୋଳରେ ପଡ଼ି ବଞ୍ଚିଗଲା ୪ ତାଲାରୁ ଖସିପଡ଼ିଥିବା ଶିଶୁ

ମୁମ୍ବାଇ: ବିରାରସ୍ଥିତ ଏକ ଅଟ୍ଟାଳିକାର ୪ ତାଲାରୁ ଖସି ତଳ ତାଲାରେ ବସିଥିବା ଜଣେ ବ୍ୟକ୍ତିଙ୍କ କୋଳରେ ପଡ଼ିଯିବାରୁ ଜଣେ ୪ ବର୍ଷୀୟ ଝିଅ ଅତି ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଇଛି। ସଂଗୃହୀତ ସୂଚନା ଅନୁସାରେ, ଜୀବଦାନି ଦର୍ଶନ ନାମକ ସେ ଅଟ୍ଟାଳିକାରେ…

ଲୁଟ୍‌ ଅସ୍ତ୍ରଶସ୍ତ୍ର ସବୁ ଏଥିରେ ପକାନ୍ତୁ: ଶାନ୍ତି ପାଇଁ ମଣିପୁର ବିଧାୟକଙ୍କ ‘ଡ୍ରପ୍‌ ବକ୍ସ୍‌’

ଇମ୍ଫାଲ: ନିରାପତ୍ତା ବଳଙ୍କଠାରୁ ଲୁଟି ନିଆଯାଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଫେରାଇ ଆଣିବା ପାଇଁ ମିଣିପୁରର ଜଣେ ‘ବିଜେପି’ ବିଧାୟକ ତଥା କ୍ୟାବିନେଟ୍‌ ମନ୍ତ୍ରୀ ତାଙ୍କ ଘରେ ଗୋଟାଏ ‘ଡ୍ରପ୍‌ ବକ୍ସ’ ରଖି ଅଭିନବ ଉପାୟ କରିଛନ୍ତି। ଏଭଳି ଉପାୟ କରିଥିବା ବିଧାୟକ…

ଚଣ୍ଡୀ ମନ୍ଦିର ପରିସରରେ ନମାଜ ପଢ଼ି ଜଣେ ଗିରଫ

ମିରଟ: ଶୁକ୍ରବାର ସକାଳ ପ୍ରାୟ ୫ଟା ବେଳେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲା ଅନ୍ତର୍ଗତ ସିଦ୍ଧପୀଠ ଚଣ୍ଡୀ ମନ୍ଦିର ପରିସରରେ ନମାଜ ପଢ଼ିବା ଅଭିଯୋଗରେ ଶନିବାର ଦିନ ହାପୁର ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମନ୍ଦିର କମିଟିର ଅନ୍ୟତମ କାର୍ଯ୍ୟକର୍ତ୍ତା…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ତାରିଖ ଘୋଷଣା ପରେ ବ୍ୟାପକ ହିଂସା

କୋଲକାତା : ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ଶନିବାର ଦିନ ରାଜ୍ୟରେ ବ୍ୟାପକ ହିଂସା ଉପୁଜିଛି। ଅନେକ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିନାହାନ୍ତି ଏବଂ ବିଭିନ୍ନ ସ୍ଥାନରେ…