ଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା…
ବରଗଡ଼: ବରଗଡ଼ରୁ ବିରୋଧୀଙ୍କୁ ଜବାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ମଞ୍ଚରେ ପାଣ୍ଡିଆନ୍ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇ ଜବାବ ରଖିଛନ୍ତି । ଆଜି ବରଗଡ଼ ଗସ୍ତ ବେଳେ ନିଶାମଣି ହାଇସ୍କୁଲ୍…
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ଜଣଙ୍କର ଜୀବନ। ହେଲେ ଏହି ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏବେ ବି ଏହି ଦୁର୍ଘଟଣାକୁ ନେଇ ନିଜର ପରିବାର ଲୋକ ଓ ସଂପର୍କୀୟମାନଙ୍କୁ…
ପୁରୀ: ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କ ଧାରଣାରେ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ସେବାୟତଙ୍କ ପାଇଁ ଥିବା ଶ୍ମଶାନ ଭାଙ୍ଗି ଦିଆଯାଇଥିବାରୁ ପ୍ରତିବାଦ କରାଯାଇଛି । ଓଡିଶା ବିଶ୍ୱବିଦ୍ୟାଳୟ ନିର୍ମାଣକାରୀ ସଂସ୍ଥା ଭାଙ୍ଗିଥିବା ସୂଚନା ଦିଆଯାଇଛି । ଶ୍ମଶାନ ଭଙ୍ଗା ପ୍ରତିବାଦ…
ଭୁବନେଶ୍ୱର : କମିଶନରେଟ ପୋଲିସ ଜାଲରେ ନାଗା ବାବା ଗ୍ୟାଙ୍ଗ । ୫ ଜଣ ଛଦ୍ମବେଶୀ ବାବାଙ୍କୁ ଧରିଲା କମିଶନରେଟ ପୋଲିସ । ସନ୍ଦିଗ୍ଧ ଭାବେ ବୁଲୁଥିବା ବେଳେ ମାଡି ବସିଲା ପୋଲିସ । ଗତକାଲି ଲୁଟ୍ ନେଇ ନନ୍ଦନକାନନ ଥାନାରେ…
ଛେଣ୍ଡିପଦା/ଅନୁଗୋଳ: ମୋଦୀ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି ପଡିଥିବା କାରଣରୁ ମୋଦୀ ପଠାଉଥିବା ଟଙ୍କାର ୫୦ ଭାଗ ପିସି ହେଉଛି । ସରକାର…
କରଞ୍ଜିଆ: ଇଞ୍ଜିନିୟରଙ୍କୁ ତାଲା । ୫ଜଣ ଇଞ୍ଜିନିୟରଙ୍କୁ ତାଲା ପକାଇଲେ ଲୋକ । ମୟୂରଭଞ୍ଜ ଶୁକୃଳି ବ୍ଲକ ଇନ୍ଦିପୁର ଗାଁର ଦିନ ମଜୁରିଆଙ୍କ ପାରିଶ୍ରମିକ ଦେବା ଦାବିରେ ଲୋକ ତାଲା ପକାଇଛନ୍ତି । ଗତ କିଛି ମାସ ହେଲା ଏକଲବ୍ୟ ବିଦ୍ୟାଳୟର…
ନୂଆଦିଲ୍ଲୀ: ମହାନ ଅଲ୍ରାଉଣ୍ଡର୍ କପିଳ ଦେବଙ୍କ ପାଇଁ ଭାରତ ପ୍ରଥମ ଥର ୧୯୮୩ ମସିହାରେ ବିଶ୍ବକପ୍ ଜିତିଥିଲା। ରବିବାର ଭାରତବାସୀ ଏହାର ୪୦ତମ ପୂର୍ତ୍ତି ପାଳନ କରୁଥିବା ବେଳେ ସେଦିନର ସଫଳ ଅଧିନାୟକ କପିଳ ଦେବ କିନ୍ତୁ ଚଳିତ ବର୍ଷର ବିଶ୍ବକପ୍…
ପୁରୀ: ଶ୍ରୀମନ୍ଦିର ଭିତରର ରିଲ୍ସ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ରୋହିତ ଜୈଶ୍ବାଲଙ୍କ ବିରୋଧରେ ମାମଲା ରୁଜୁ କରିଛି ସିଂହଦ୍ବାର ପୋଲିସ । ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ସିଂହଦ୍ବାରା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋହିତ…
ମସ୍କୋ : ରୁଷର ମିଲିଟାରୀ ଶାସନ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଘରୋଇ ମିଲିଟାରୀ ସଂସ୍ଥା ୱାଗନର ଏବେ ୟୁ-ଟର୍ଣ୍ଣ ନେଇଛି। ଏକଦା ରୁଷ ପାଇଁ ଲଢ଼େଇ କରୁଥିବା ୱାଗନର ଗ୍ରୁପର ଯୋଦ୍ଧାମାନେ ମସ୍କୋ ଦଖଲ…