ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲା : ସମସ୍ତ ମାମଲାରୁ ଓହରିବା ନେଇ ମୁଖ୍ୟ ପକ୍ଷବାଦୀଙ୍କ ଘୋଷଣା

ବାରଣାସୀ : ଜ୍ଞାନବାପି ଶୃଙ୍ଗର ଗୌରୀ ମାମଲାର ମୁଖ୍ୟ ପକ୍ଷବାଦୀ ତଥା ବିଶ୍ୱ ବୈଦିକ ସନାତନ ସଂଘର ପ୍ରତିଷ୍ଠାତା ଜିତେନ୍ଦ୍ର ସିଂହ ବିସେନ ଜ୍ଞାନବାପି ସହ ଜଡ଼ିତ ସମସ୍ତ ମାମଲାରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଜିତେନ୍ଦ୍ର ସିଂହଙ୍କ…

ହାଇୱା ପଛରେ ପିଟି ହୋଇ ନାବାଳିକା ଓ ଶିଶୁ ସମେତ ୩ ମୃତ

ସମ୍ବଲପୁର: ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ ଝାରସୁଗୁଡ଼ାରୁ ସମ୍ବଲପୁର ଦେଇ କଳାହାଣ୍ଡି ଅଭିମୁଖେ ଘରକୁ ଫେରୁଥିବା ସମୟରେ ୧୦ ଜଣ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ହାଇୱା ପଛରେ ପିଟି ଅଟୋ(ଓଡି ୩୧ଜି ୧୮୮୨)ଟି ସଂପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି। ଏହି…

୨୭୫ରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସାରିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୦୮ ଜଣଙ୍କର  ମୃତଦେହ ଚିହ୍ନଟ କରାଯାଇ ସାରିଛି। ବାଲେଶ୍ୱର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫…

କରମଣ୍ଡଳ ଦୁର୍ଘଟଣା: ବିନା ଟିକେଟରେ ଯାତ୍ରା କରିଥିବା ଯାତ୍ରୀଙ୍କୁ ବି ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି…

ଭକ୍ତଙ୍କୁ ଗଜବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ :  ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ…

କୃତ୍ରିମ ବୁଦ୍ଧି ଯୋଗୁ ମେ’ ମାସରେ ଚାକିରି ହରାଇଲେ ୪ ହଜାର ଲୋକ

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର କୁପ୍ରଭାବ ମଣିଷ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି। ମଣିଷ ସଭ୍ୟତା ପାଇଁ ଏଆଇ ଘାତକ ବୋଲି ବିଶେଷଜ୍ଞମାନେ କରୁଥିବା ଆକଳନ ଧୀରେଧୀରେ ସତ ପ୍ରମାଣିତ ହେବାରେ ଲାଗିଛି। ଏଆଇ ଯୋଗୁ କେବଳ…

ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୬୨ ଜଣଙ୍କ ମୃତ୍ୟୁ, ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମମତା

କୋଲକାତା : ଓଡ଼ିଶାର ବାଲେଶ୍ୱର ଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକ ରହିଛନ୍ତି। ପଶ୍ଚିମବଙ୍ଗର ଶାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଓ…

କେନ୍ଦ୍ର-ରାଜ୍ୟ ସରକାରଙ୍କ ସମନ୍ବୟ ଯୋଗୁଁ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିଛି: ମନସୁଖ ମାଣ୍ଡଭିୟ

କଟକ/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ଆଜି ଅପରାହ୍ନରେ ତିନି କେନ୍ଦ୍ରମନ୍ତ୍ରୀ ଭେଟିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଶିକ୍ଷା, ଦକ୍ଷତା, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ…

ଏମ୍ସରେ ଡାକ୍ତର ଟିମ୍ ସହିତ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ପରେ ଡାକ୍ତରମାନଙ୍କର ଏକ ବୈଠକ ନେଇଛନ୍ତି। ଏହାପରେ ସେ କହିଛନ୍ତି, ଦିଲ୍ଲୀର ୩ଟି ମେଡିକାଲରୁ ବିଶେଷଜ୍ଞ ଡାକ୍ତର ଟିମ୍ ଆସୁଛନ୍ତି।  ସେମାନେ  ଦିଲୀର ଏମ୍ସ, ରାମ ମନୋହର ଲୋହିଆ,…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୭୫ ଜଣ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଥିସହ କଂଗ୍ରେସ ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମଗା ଯାଇଛି। ରେଳ ଦୁର୍ଘଟଣା ପରେ ଅଶ୍ୱିନୀ ବୈଷ୍ଣବ…