୫ଟି ସଚିବଙ୍କୁ ଅଧିକାର ଦେଲା କିଏ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲା ବୁଲୁଛନ୍ତି, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଲଗାତାର ପ୍ରଶ୍ନ କରି ଚାଲିଛନ୍ତି । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପୁଣି ପାଣ୍ଡିଆନଙ୍କୁ…

ଆମେରିକାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନର ଦର ନେଇ ସହମତି ହୋଇନାହିଁ : ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଯାଇଛି ଓ ସେ ଏବେ ଇଜିପ୍ଟ ଗସ୍ତରେ ଅଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ ଆମେରିକା ଗସ୍ତ ସମୟରେ ହିଁ  ପ୍ରିଡେଟର ଡ୍ରୋନ କ୍ରୟ କଥା ଚର୍ଚ୍ଚାରେ ଥିଲା । କେତେକ…

ଭାରତୀୟ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମେହବୁବା ମୁଫତି

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥାପ ପିଡିପି ମୁଖ୍ୟ ମେହବୁବା ମୁଫତି ଭାରତୀୟ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ୫୦ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ପୁଲୱାମାରେ ଥିବା ଗୋଟିଏ ମସିଜିଦରେ ପ୍ରବେଶ କରିଥିଲେ। ଏହାପରେ ସେଠାରେ ଥିବା ମୁସଲିମମାନଙ୍କୁ ଧମକାଇ ଜୟ ଶ୍ରୀରାମ…

ଜୁନ୍‌ ୨୬ରୁ ତିନିଦିନିଆ ଏକାମ୍ର ପ୍ରକଳ୍ପ ଭୂମି ପୂଜନ କାର୍ଯ୍ୟକ୍ରମ

ଭୁବନେଶ୍ବର: ଚଳିତ ମାସ ୨୬ ତାରିଖ ଠାରୁ ଏକାମ୍ର ପ୍ରକଳ୍ପ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜଧାନୀ ଭୁବନେଶ୍ଵରସ୍ଥିତ ଏକାମ୍ର କ୍ଷେତ୍ର ତିନି ଦିନ ଧରି ଉତ୍ସବମୁଖର ହେବ। ଏହି ସମାରୋହରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅନେକ ଲୋକଙ୍କ ସମାଗମ…

୨୩ ହଜାର କୋଟି ଟଙ୍କାର ଟିକସ ଫାଙ୍କିଛି ଶ୍ରୀ ସିମେଣ୍ଟ

ରାଜସ୍ଥାନର ଶ୍ରୀ ସିମେଣ୍ଟ ଲିଃର ଗୁମର ଖୋଲିଛି। ଆୟକର ବିଭାଗ କମ୍ପାନୀର ଏକାଧିକ ସ୍ଥାନରେ ରେଡ୍‌ କରୁଥିବା ବେଳେ ଏବେ ଚମକାଇ ଦେବା ଭଳି ସତ ସାମ୍ନାକୁ ଆସିଛି। ଏହି କମ୍ପାନୀ ୨୩ ହଜାର କୋଟି ଟଙ୍କାର ଟିକସ ଫାଙ୍କିଥିବା ଆୟକର ବିଭାଗ…

ବିଜେପି ସହ ବଢ଼ୁଛି କେସିଆରଙ୍କ ନିବିଡ଼ତା!

ତେଲେଙ୍ଗାନାର କ୍ଷମତାସୀନ ଭାରତ ରାଷ୍ଟ୍ରୀୟ ସମିତି(ବିଆରଏସ୍‌) ଏବେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏକଦା ବିଜେପି ବିରୋଧରେ ମେଳି କରୁଥିବା ବିଆରଏସ୍‌ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଏବେ ନିଜ ଆଭିମୁଖ୍ୟ ବଦଳାଇଥିବାର ସଙ୍କେତ ଦେଇଛନ୍ତି।…

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ଆହୁରି ସକ୍ରିୟ ହେବ ମୌସୁମୀ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ଆଇଏମଡି DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ…

ବିଦ୍ରୋହୀଙ୍କ ଦାବି ମାନିପାରନ୍ତି ପୁଟିନ, ହଟିବେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ

କିବ୍ : ୟୁକ୍ରେନର ଗଣମାଧ୍ୟମ ଅନୁଯାୟୀ, ପ୍ରିଗୋଜିନ୍ ଏବଂ ମସ୍କୋ ନିକଟରେ ଏକ ଚୁକ୍ତି ହୋଇଛି ଯାହା ଅଧୀନରେ ମସ୍କୋ ପ୍ରିଗୋଜିନଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିବ ଏବଂ ପ୍ରତିବଦଳରେ ପ୍ରିଗୋଜିନ୍ ବିଦ୍ରୋହ ପ୍ରୟାସ ବନ୍ଦ କରି ବେଲାରୁସ୍…

ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ସଲିମ

ଅହମ୍ମଦାବାଦ: ଘର ଦାଣ୍ଡ ଦେଇ ରଥ ଯିବ ବୋଲି ନିଜ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅଟକାଇଦେଲେ ମୁସଲମାନ ବ୍ୟକ୍ତି | ଭକ୍ତି ଓ ଭାଇଚାରାର ଏଭଳି ଏକ ଅପୂର୍ବ ନିଦର୍ଶନ ଗୁଜୁରାଟର ଅହମ୍ମଦାବାଦରେ ଦେଖିବାକୁ ମିଳିଛି | ବାସ୍ତବରେ ଗୁଜୁରାଟର ଅହମ୍ମଦାବାଦରେ…

5T ସଚିବ ଙ୍କ ଗସ୍ତ ପରେ ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଲେବେଲ କ୍ରସିଂ ଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ  ପ୍ରକିୟା ତ୍ୱରାନ୍ୱିତ ହୋଇଛି । ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ…