ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍: ଅକ୍ଟୋବର୍ ୧୫ ପାଇଁ ଅହମଦାବାଦ ହୋଟେଲ୍ ବୁକିଙ୍ଗ୍ ଭଡ଼ା ୧ ଲକ୍ଷ ଟଙ୍କା
ଅହମଦାବାଦ: ଅକ୍ଟୋବର ୧୫ ତାରିଖରେ ଗୁଜରାଟର ଅହମଦାବାଦରେ ‘ଓ.ଡି.ଆଇ. ବିଶ୍ବକପ୍’ ହେବ ବୋଲି ମଙ୍ଗଳବାର ଦିନ ‘ଆଇସିସି’ ଘୋଷଣା କରିବା ପରେ ସେ ଦିନକ ପାଇଁ ସେଠାକାର ହୋଟେଲ୍ ରୁମ୍ଗୁଡ଼ିକର ବୁକିଙ୍ଗ୍ ମୂଲ୍ୟ ହଠାତ୍ ବୃଦ୍ଧି ପାଇ ୧ ଲକ୍ଷ ଟଙ୍କା…
