ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍‌ ଅଭିଯୋଗ ମାମଲା। ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଛି। ୧୫ ଦିନିଆ ଜାମିନ ଆବେଦନ ଖାରଜ କଲେ ସିବିଆଇ କୋର୍ଟ। ମା’ ଦେହ ଅସୁସ୍ଥ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ…

୩୦ବର୍ଷରେ ୩୭ହଜାର କୋଟି ଖର୍ଚ୍ଚ : ତଥାପି ସୁଧୁରୁନି ବିଦ୍ୟୁତ ଭିତ୍ତିଭୂମି

ଭୁବନେଶ୍ବର : କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ସୁଧୁରି ପାରୁନି ବିଦ୍ୟୁତ ଭିତ୍ତିଭୂମି। ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁନି ନିରନ୍ତର ବିଜୁଳି ସେବା। ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ, ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ପାଇଁ ରାଜ୍ୟରେ ଗତ…

ସ୍କ୍ବାସ୍‌ ବିଶ୍ବକପ୍‌ରେ ହଂକଂକୁ ହରାଇଲା ଭାରତ

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ସ୍କ୍ବାସ୍‌ ବିଶ୍ବକପ୍‌ରେ ଭାରତ ବିଜୟରୁ ଅଭିଯାନ ଅରମ୍ଭ କରିଛି। ଏକ୍ସପ୍ରେସ୍‌ ଆଭିନ୍ୟୁ ମଲ୍‌ରେ ଖେଳାଯାଉଥିବା ବିଶ୍ବକପ୍‌ର ଗ୍ରୁପ୍‌ ବି’ରେ ଦ୍ବିତୀୟ ସିଡ୍‌ ଭାରତ ୪-୦ରେ ହଂକଂକୁ ପରାସ୍ତ କରିଛି। ଘରୋଇ ଦଳ ପାଇଁ ୭୨ ମାନ୍ୟତାପ୍ରାପ୍ତ…

ଗୋପନୀୟ ଦସ୍ତାବିଜ ଚୋରି ମାମଲାରେ ଟ୍ରମ୍ପ ଗିରଫ, ଜାମିନ ପରେ ବାଇଡେନଙ୍କ ଉପରେ ବର୍ଷିଲେ

ଫ୍ଲୋରିଡ଼ା : ଗୋପନ ଦସ୍ତାବିଜ ଚୋରି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କଲେ ଆତ୍ମସମର୍ପଣ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ତାଙ୍କୁ ନିସର୍ତ୍ତ ଜାମିନ ବି ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ଜଣେ…

‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ଗିରଫ ହୋଇଥିବା ତାମିଲନାଡୁ ମନ୍ତ୍ରୀଙ୍କୁ ‘ବାଇପାସ୍‌ ସର୍ଜରି’ ପାଇଁ ପରାମର୍ଶ

ଚେନ୍ନାଇ: ‘ମନି ଲଣ୍ଡରିଙ୍ଗ୍‌’ ଅଭିଯୋଗରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଦ୍ବାରା ଗିରଫ ହେବା ପରେ ଡାକ୍ତରଖାନାକୁ ନିଆଯାଇଥିବା ତାମିଲନାଡୁ ମନ୍ତ୍ରୀ ଭି. ସେନ୍ଥିଲ୍‌ ବାଲାଜୀଙ୍କୁ ତୁରନ୍ତ ‘ବାଇପାସ୍‌ ସର୍ଜରି’ କରାଇବା ଲାଗି ଆଜି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଯେଉଁ ଡାକ୍ତରଖାନାରେ ବାଲାଜୀଙ୍କର ଚିକିତ୍ସା ଚାଲିଛି…

ମୋଦୀଙ୍କ ଗସ୍ତବେଳେ ‘ଡ୍ରୋନ ଡିଲ୍’ ଚୂଡ଼ାନ୍ତ କରିବାକୁ ଚାହୁଁଛି ଆମେରିକା

ନୂଆଦିଲ୍ଲୀ: ୩୦ଟି ଲଢୁଆ ଡ୍ରୋନ କିଣିବାକୁ ଭାରତ ଗତ କିଛି ବର୍ଷ ହେଲା ଆମେରିକା ସହ ଆଲୋଚନା ଚଳାଇଛି । ଏସବୁ ଡ୍ରୋନ କିଣିବାକୁ ଭାରତ ଆଗ୍ରହୀ ଥିବାବେଳେ ଆମେରିକା ମଧ୍ୟ ବିକିବାକୁ ଆଗ୍ରହୀ ଅଛି । ଏହା ସତ୍ତ୍ବେ ଭାରତର…

ପାକିସ୍ତାନୀକୁ ଦେଇଥିବା ଜବାବକୁ ନେଇ ଓଓ୍ବେସିଙ୍କୁ ପ୍ରଶଂସା

ହାଇଦ୍ରାବାଦ : ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ନିଜର ବିବାଦୀୟ ଭାଷଣ ପାଇଁ ଜଣାଶୁଣା । କିନ୍ତୁ ଆମେରିକା ଗସ୍ତରେ ଥିବା ବେଳେ ଜଣେ ପାକିସ୍ତାନୀକୁ ସେ ଦେଇଥିବା ଜବାବକୁ ନେଇ ତାଙ୍କୁ ପ୍ରସଂଶା କରାଯାଉଛି । ଆମେରିକାର ସିକାଗୋରେ ଆୟୋଜିତ…

ବିବାହ ଭୋଜିରୁ ଫେରିବା ବେଳେ ବୁଡ଼ିଲା ବୋଟ୍‌, ଶହେରୁ ଊର୍ଦ୍ଧ୍ୱ ମୃତ

ଲାଗୋସ : ଆଫ୍ରିକୀୟ ଦେଶ ନାଇଜେରିଆରେ ଗତ ସୋମବାର ଏକ ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ବିବାହ ସମାରୋହରେ ଯୋଗ ଦେଇ ବୋଟରେ ପ୍ରାୟ ୩ଶହ ଲୋକ ନଦୀ…

ସରକାରୀ ବାବୁଙ୍କ ପାଇଁ Y- ବ୍ରେକ୍‌; ସିଟ୍‌ରେ ବସି କରିବେ ଯୋଗ

ନୂଆଦିଲ୍ଲୀ : ଅଫିସ୍‌ରେ କାମ କରି କରି ହାଲିଆ ହୋଇ ପଡ଼ୁଛନ୍ତି ଅଧିକାରୀ ଓ କର୍ମଚାରୀ। ଅତ୍ୟଧିକ କାମ ଚାପ ଯୋଗୁ ସେମାନେ ନିଜ ଶରୀରର ଯତ୍ନ ନେଇ ପାରୁ ନାହାନ୍ତି। ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ଜୀବନ…

ରାଜରାସ୍ତାରେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ୍‌ କଲେ IAS-IPS ଅଫିସର, ଏବେ ହେଲେ ନିଲମ୍ବିତ

ଜୟପୁର : ରାଜସ୍ଥାନର ଜୟପୁର-ଆଜମେର ଜାତୀୟ ରାଜପଥରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ମାରପିଟ କରିଛନ୍ତି ଜଣେ ଆଇଏସ ଓ ଜଣେ ଆଇପିଏସ ଅଫିସର। ଘଟଣାର ଭିଡିଓ ଭାଇରାଲ ହେବାପରେ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ ସହ ୫ ଜଣଙ୍କୁ…