୫ଟି ସଚିବଙ୍କୁ ଜଗତସିଂହପୁରେ ବିରୋଧ

ଭୁବନେଶ୍ୱର: ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିଜେପିର ବିରୋଧ । କଳା ବେଲୁନ ଉଡାଇବା ସହ କଳା ପୋଷାକ ପିନ୍ଧି ବିରୋଧ । ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ଗଞ୍ଜି ପିନ୍ଧି ବିରୋଧ । ପାରାଦ୍ୱିପ ଏଡିଏମ୍…

ଆପ୍‌ ସମର୍ଥନ କଲେ ୟୁନିଫର୍ମ ସିଭିଲ କୋଡ୍‌ ବିଲ ସହଜରେ ରାଜ୍ୟସଭାରେ ପାଶ୍ ହୋଇପାରେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବା ସପକ୍ଷରେ ମତ ରଖିବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଚର୍ଚ୍ଚା ହେଉଛି ଯେ ୨୦୨୪ ସାଧାରଣ…

ଟିକେଟ୍ କଟିବା ଭୟରେ ସବୁ ଚୁପ୍‌ : ତାରା ପ୍ରସାଦ ବାହିନିପତି

ଭୁବନେଶ୍ୱର: ରାଜ୍ୟରେ ସବୁ ତନ୍ତ୍ର ଚାଲିଛି କହିଲେ ତାରା ପ୍ରସାଦ ବାହିନିପତି । ୫ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ସେଥିପାଇଁ ମନ୍ତ୍ରୀ ଓ ବିଧାୟକ ଦାୟୀ । ସେମାନେ ସ୍ୱର ଉତ୍ତୋଳନ କରିବା ବଦଳରେ ଧନ୍ୟବାଦ ଦେଉଛନ୍ତି ।…

ବାହାନାଗା ଟ୍ରେନ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ

କଟକ : ବାହାନାଗା ଟ୍ରେନ ଦୁର୍ଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏବେ ଟ୍ରେନ ଦୁର୍ଘଟଣା ଜନିତ  ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ହେଉଛି ମନୀଷ କୁମାର ।  ସେ…

ବିଜେଡି ସାଂସଦ, ବିଧାୟକ ଅସହାୟ: ମୋହନ ମାଝୀ

ଭୁବନେଶ୍ୱର: ୫ଟି ସଚିବଙ୍କ ଗ୍ରସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା । କଡା ସମାଲୋଚନା କଲେ ବିଜେପି ନେତା ମୋହନ ମାଝୀ । ସଙ୍କଟରେ ବିଜେଡି ଓ ସରକାର,ତେଣୁ କଥା ଏଡାଇବାକୁ ଚାହୁଛନ୍ତି । ବିଜେଡି ସାଂସଦ ଓ ବିଧାୟକ ଅସହାୟ,୫ଟି…

ତ୍ରିପୁରାରେ ରଥଯାତ୍ରା ବେଳେ ଅଘଟଣ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହିତ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ…

କ୍ଷମତା ନୁହେଁ, ଦାୟିତ୍ୱ ଦିଆଯାଇଛି: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ୫ଟି ସଚିବ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲା ବିଜେଡି । ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି  ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଲେ, ‘କ୍ଷମତା ହସ୍ତାନ୍ତର କରାଯାଇନି  ।   କର୍ତ୍ତବ୍ୟ  କରିବାକୁ ଦାୟିତ୍ବ ଦିଆଯାଇଛି’ ।…

ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର:ପରଲୋକରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଡ. ଜଗନ ମୋହନ ମହାପାତ୍ର ।  ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି।  ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ…

ଆଉ ୨ବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ ଅବଧି

ଭୁବନେଶ୍ୱର: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅବଧିକୁ କେନ୍ଦ୍ର ସରକାର ଆଉ ୨ବର୍ଷ ବୃଦ୍ଧିକରିଛନ୍ତି । ଟ୍ରିବ୍ୟୁନାଲଙ୍କ ଅବଧି ୨୦୨୬ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇନଥିବାରୁ…

ପୁଣି ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । ଜଣେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଆଜି ଭୋରୁ ଭୋରୁ କେନ୍ଦ୍ରାପଡା ବ୍ଲକ ଘାଗରା ପଞ୍ଚାୟତରେ ଅଘଟଣ । ଘଗରାଡିଆର ଗଙ୍ଗାଧର ତରାଇ ଶୌଚ ପାଇ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଛି…