June 2023

ବାହାନଗା ଟ୍ରେନ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜଣେ ପୀଡ଼ିତଙ୍କ ଜୀବନ

କଟକ: ବାଲେଶ୍ଵର ଜିଲ୍ଲା ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିଜୟ ପାଶଓ୍ବାନ। ତାଙ୍କ ଘର ବିହାରରେ ବୋଲି ଜଣାଯାଇଛି।ଦୁର୍ଘଟଣା ଦିନ ତାଙ୍କୁ ଗୁରୁତର…

ଜମି ପାଇଁ ବଡ଼ଭାଇକୁ ହାଣିଲା ସାନଭାଇ

ପଟ୍ଟାମୁଣ୍ଡାଇ: ସକାଳୁ ସକାଳୁ ସାନଭାଇ ସନାତନ ବେହେରା ନିଜର ନୂଆ ଘର ତିଆରି କରିବା ଲାଗି ନିଅଁ ଖୋଳୁଥଲା। ହେଲେ ଏହାକୁ ବିରୋଧ କରିଥିଲା ବଡ଼ଭାଇ ଅନୁପମ ବେହେରା (୩୬)। ଏହାକୁ ନେଇ ଉଭୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ…

ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ରାଉଲକେଲା: ଘର ଉପରକୁ ଗୁଳିମାଡ଼ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳର ଭିକି ସିଂଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଭିକି ସିଂଙ୍କ ଉପରକୁ ଦୁଇରୁ ତିନି ରାଉଣ୍ଡ ଗୁଳିମାଡ ହୋଇଛି । ଏଥିରେ କାହାର କୌଣସି…

ମହିଳା ବନ୍ଧୁଙ୍କୁ କକପିଟ୍‌ରେ ବସାଇଥିଲେ ଦୁଇ ପାଇଲଟ, ହେଲା ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ପୁଣିଥରେ ଦୁଇ ଜଣ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ। ଏହି ଦୁଇ ପାଇଲଟ ବିମାନ ଚଳାଇବା ବେଳେ ନିଜର ମହିଳା ବନ୍ଧୁଙ୍କୁ ବେଆଇନ ଭାବେ କକପିଟ୍‌ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଦିଲ୍ଲୀରୁ ଲେହ…

ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ସନ୍ତୋଷ କୁମାର ସୁମନ

ପାଟନା : ବିହାର ରାଜନୀତିରେ ସବୁ କିଛି ଠିକ ନାହିଁ। ଶାସକ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଜେଡିୟୁ ଓ ଆରଜେଡି ସହ ହାତ ମିଳାଇଥିବା ଛୋଟ ଛୋଟ ଦଳ ଗୁଡ଼ିକ ଆଉ ନିଜର ଅସ୍ଥିତ୍ୱ ନେଇ ସୁରକ୍ଷିତ…

କ୍ଷମତାରେ ଥିବା ଶିବସେନାଙ୍କୁ ମୋଦି-ଶାହଙ୍କ ଶିବସେନା କହିଲେ ସଂଜୟ

ମୁମ୍ବାଇ : ମହାରାଷ୍ଟ୍ରର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଜାରି କରିଛି। ଏହି ବିଜ୍ଞାପନରେ ‘ଭାରତ ପାଇଁ ମୋଦୀ, ମହାରାଷ୍ଟ୍ର ପାଇଁ ସିନ୍ଦେ’ ଶୀର୍ଷକ ଉଲ୍ଲେଖ କରାଯାଇଛି, ଯେଉଁଥିରେ ବିଜେପିର ଦେବେନ୍ଦ୍ର ଫଡନାଭିସଙ୍କ ଅପେକ୍ଷା ଏକନାଥ…

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ହେଲା କାଳ, ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ

ମିର୍ଜାପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ହେଲା କାଳ। ଗାଡ଼ି ତଳେ ଯୁବକଙ୍କୁ ଚାପିଦେଲେ ଚାଳକ। ମିର୍ଜାପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଜଣକ ରାଜେଶଧର ଦୁବେ ବୋଲି ଜଣାପଡ଼ିଥିବା ବେଳେ ଘଟଣା ଘଟିବାର ୬ଘଣ୍ଟା‌ ପରେ ପୁଲିସ ଅଭିଯୁକ୍ତ…

ଆଇଏମ୍‌ଏଫର ଆକଳନ: ଚୀନ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଜିଡିପିକୁ ପଛରେ ପକାଇପାରେ ଭାରତ

ନୂଆଦିଲ୍ଲୀ : ଚୀନ୍‌, ଯୁକ୍ତରାଷ୍ଟ୍ର ଆମେରିକା ପରି ବିକାଶଶୀଳ ଦେଶଙ୍କ ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇପାରେ ଭାରତ। ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି(GDP) ଦେଖାଇପାରେ ଏପରି ଚମତ୍କାର। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ଏହାର ଇକୋନୋମିକ୍‌ ଆଉଟ୍‌ଲୁକ୍‌ ରିପୋର୍ଟରେ ଏଭଳି କିଛି…

ମଣିପୁର ହିଂସା: ଶାନ୍ତି ଆଲୋଚନାକୁ ମୈତୈ ସଂପ୍ରଦାୟର ନା

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀ ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ଉଠିଥିବା ମଣିପୁରରେ ଶାନ୍ତି ଫେରିବାର ଆଶା ପୁଣି ମଉଳି ଯାଇଛି। ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ଗଠନ କରିଥିବା…

ଗଠନ ହେଲା କଲ୍ୟାଣ ବୋର୍ଡ : ଡ୍ରାଇଭର ଓ କର୍ମଚାରୀଙ୍କୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ଗତ ମାର୍ଚ୍ଚ ମାସରେ ଡ୍ରାଇଭରମାନେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ | ଆଉ ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ବିଶେଷ କରି ବାହାର ରାଜ୍ୟରୁ ଆସୁଥିବା ପନିପରିବା, ଫଳ ସହ…