BMC ଅଧିକାରୀ କହି ଜୋର୍ ଜବରଦସ୍ତ ଟଙ୍କା ଆଦାୟ କରୁଥିଲା ଲେଡି ଡନ୍, ବାନ୍ଧିଲା ପୋଲିସ

ଭୁବନେଶ୍ବର: ଲେଡ଼ି ଡନ ଗିରଫ। ଶୈଳଶ୍ରୀ ବିହାର ଅଞ୍ଚଳରେ ନିଜକୁ BMC ଅଧିକାରୀ କହି ଜୋର୍ ଜବରଦସ୍ତ ଆଦାୟ କରୁଥିଲେ ଟଙ୍କା।  ଏଠାରେ ଆତଙ୍କ ଖେଲାଉଥିବା ସମୟରେ ସ୍ଥାନୀୟ ସମାଜସେବୀ ଦିଲୀପ ସାହୁ ପ୍ରତିବାଦ କରିଥଲେ। ଲେଡ଼ି ଡନଙ୍କ ସହ ଥିବା…

ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବେଗୁନିଆ: ବେଗୁନିଆ ବ୍ଲକ ସିମୋର କୁଞ୍ଜବିହାରୀଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବସ୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ।ଆଜି ସକାଳୁ ସିମୋର  ଗାଁର ଯୁଗଳ ବେହେରା ରାସ୍ତା କଡରେ ଯାଉଥିବା ବେଳେ କଣ୍ଟିଲୋରୁ ପୁରୀ ଯାଉଥିବା ରେଣୁକା ନାମକ ଘରୋଇ ବସ୍ ଧକ୍କା…

ନକ୍ସଲଙ୍କ ହାତରେ ଡ୍ରୋନ, ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର

ନକ୍ସଲମାନେ ଡ୍ରୋନ ଉଡ଼ାଇ ସୁରକ୍ଷାକର୍ମୀଙ୍କ ଉପରେ ରଖୁଛନ୍ତି ନଜର। ଛତିଶଗଡ଼ ଓ ତେଲେଙ୍ଗାନାର ନକ୍ସଲ ମାନେ ଡ୍ରୋନ ମାଧ୍ୟମରେ ଯବାନ ଓ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତରରେ ସକ୍ରିୟ ଥିବା ନକ୍ସଲ ସଂଗଠନ ପାଖରେ…

ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

ବଲାଙ୍ଗୀର : କିଛିଦିନ ତଳର ଏକ ଦୁର୍ଘଟଣା ମାମଲାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନେଇ ବିବାଦ ବଢ଼ିଛି। ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୁତ୍ୟୁ ହୋଇଥିଲା। ସାଂସଦ କହିଥିଲେ, ସେ ଉକ୍ତ ଗାଡ଼ିରେ ନଥିଲେ। ଶୁକ୍ରବାର ଏକ ସାମ୍ବାଦିକ…

ଡିଏସ୍‌ପିରୁ ଅତିରିକ୍ତି ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇ ବଦଳି ହେଲେ ୭୮ ଅଧିକାରୀ

କଟକ : ଓଡ଼ିଶା ପୁଲିସରେ ବଡ଼ଧରଣର ପଦୋନ୍ନତି ଓ ବଦଳି କରାଯାଇଛି। ରାଜ୍ୟ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ନିଷ୍ପତ୍ତି ମୁତାବକ, ରାଜ୍ୟ ଗୃହ ବିଭାଗ ବିଜ୍ଞପ୍ତି ନଂ-୨୩୯୮୭/ଏସପିଏସ୍‌ ବଳରେ ୭୮ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ବଦଳି…

ତଥାଗତ-ଟୋଲ୍‌ ପ୍ଲାଜା କର୍ମଚାରୀ କଥା କଟାକଟି

ପିପିଲି : ପିପିଲି ଟୋଲ୍‌ ପ୍ଲାଜା ପୁଣି ଚର୍ଚ୍ଚାକୁ ଆସିଛି। ଆଜି ପୂର୍ବତନ ସାଂସଦ ତଥା ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ପିପିଲି ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସମୟରେ ଟୋଲ୍‌ ବାବଦକୁ ୨ହଜାର ଟଙ୍କିଆ ନୋଟ ଦେବାକୁ ନେଇ ଅପ୍ରୀତିକର…

ରେଳ ଦୁର୍ଘଟଣାରେ ଦିଆଗଲାଣି ୨୪କୋଟି କ୍ଷତିପୂରଣ

ଭୁବନେଶ୍ବର : ବାଲେଶ୍ବର ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଅନୁକମ୍ପା ସହାୟତା ରାଶି ପ୍ରଦାନ ଜାରି ରହିଛି। ଭୁବନେଶ୍ବରକୁ ଆସିଥିବା ମୃତଦେହ ମଧ୍ୟରୁ ବର୍ତ୍ତମାନସୁଦ୍ଧା ୧୦୭ଜଣଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ଏଥିରେ ବିହାରର ୪୮,…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। କଟକ ଜିଲ୍ଲା ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ୱାଗନରେ ନିଆଁ ଲାଗି ଯାଇଥିଲା। ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ରାତି…

ଇଟା ଭାଟିରେ ଅଘଟଣ! ନିଆଁରେ ପୋଡି ହୋଇ ମହିଳା ଗୁରୁତର

ମୋହନା: ଗଜପତି ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ଅଘଟଣ । ସ୍ୱାମୀ ଇଟା ଭାଟିରେ ନିଆଁ ଲଗାଉଥିବା ବେଳେ  ପୋଡ଼ି ହୋଇ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ହେଲେ ରାଇଜୁକା ଗାଁର ଆନନ୍ଦ…

ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା, ଭୟଭୀତ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର: ଫାଟିଲା ରାସ୍ତା । ପ୍ରଚଣ୍ଡ ଶଦ୍ଦ କରି ଫାଟିଲା ରାସ୍ତା । ଲୋକେ ଭୟଭୀତ । ସୁବର୍ଣ୍ଣପୁର ଜିଲ୍ଲା ଦୁର୍ଜନତୈଲା ପଞ୍ଚାୟତ ସାଗଜୁରୀ ଗାଁରେ ଏଭଳି ଘଟଣା ଦେଖବାକୁ ମିଳିଛି । ସାଗଜୁରୀ ଗାଁରେ ଅପରାହ୍ନରେ ହଠାତ୍‌ ଯୋରରେ ଶଦ୍ଦ ହେବା…