ଶିବସେନା-ବିଜେପି ମେଣ୍ଟରେ ‘ସ୍ବାର୍ଥପର ରାଜନୀତି’ ଚାଲିଛି: ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ

ମୁମ୍ବାଇ : ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା-ବିଜେପି ମେଣ୍ଟରେ ‘ସ୍ବାର୍ଥପର ରାଜନୀତି’ ଚାଲିଛି ବୋଲି ଶୁକ୍ରବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେ କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଶିବସେନାକୁ ସମର୍ଥନ…

‘କିଛି ପ୍ରଧାନମନ୍ତ୍ରୀ ଅଛନ୍ତି ଯେଉଁମାନେ ସତ କୁହନ୍ତି ନାହିଁ’

ନୂଆଦିଲ୍ଲୀ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସଂସଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। କୋଭିଡ -୧୯ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଉଲ୍ଲଂଘନ କରି ‘୧୦ ଡାଉନିଂ ଷ୍ଟ୍ରିଟ୍ ‘(ପ୍ରଧାନମନ୍ତ୍ରୀଙ୍କ ବାସଭବନ)ରେ ପାର୍ଟି ଆୟୋଜନ କରିବା ନେଇ ସଂସଦକୁ ବିଭ୍ରାନ୍ତ…

ଅବିଶ୍ୱସନୀୟ ଘଟଣା: ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଇଭଉଣୀ ଉଦ୍ଧାର

କଲମ୍ବିଆ : ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି। ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ…

ଆମେରିକା ଇତିହାସରେ ପ୍ରଥମ; ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୭ଟି ମାମଲା ରୁଜୁ

ନ୍ୟୁୟର୍କ : ପୁଣି ଥରେ ବିବାଦ ଘେରରେ ଫସିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ । ପୂର୍ବରୁ ପର୍ଣ୍ଣ ଷ୍ଟାରଙ୍କୁ କୋଟି କୋଟି ଟଙ୍କା ଦେଇ ଆଇନ ଜାଲରେ ଛନ୍ଦି ହୋଇଥିବା ଟ୍ରମ୍ପଙ୍କ ଉପରେ ଏଥର ଲାଗୁ ହୋଇଛି…

କେରଳରୁ ହଜ୍‌ ଯାତ୍ରା; ବର୍ଷେ କାଳ ଏକୁଟିଆ ଚାଲିଲେ ଯୁବକ

ତ୍ରିଭେନ୍ଦ୍ରମ : ଜୀବନରେ ଥରେ ହଜ୍‌ ଯାତ୍ରା କରିବାକୁ ପ୍ରତି ମୁସଲମାନ ସମ୍ପ୍ରଦାୟ ଲୋକେ ଆଶାବ୍ୟକ୍ତ କରିଥାନ୍ତି। ମାତ୍ର ଏଥିନିମନ୍ତେ ସୁଦୂର ଭାରତରୁ ପଦ ଯାତ୍ରା କରି ସାଉଦି ଆରବର ମକ୍କାରେ ପହଞ୍ଚିଛନ୍ତି ଜଣେ ଯୁବକ । ଏଥିନିମନ୍ତେ ତାଙ୍କୁ ବର୍ଷେରୁ…

‘ଓସାମାଙ୍କ ପରି ଦିଶୁଛନ୍ତି ରାହୁଲ ଗାନ୍ଧି, ଭୁଲିବା ବେମାରରେ ନୀତୀଶ ପୀଡ଼ିତ’

ପାଟନା : ‘ରାହୁଲ ଗାନ୍ଧି ହେଉଛନ୍ତି ୫୦ ବର୍ଷର ଛୋଟ ଛୁଆ, ଯାହାଙ୍କର ରାଜନୈତିକ ବୁଦ୍ଧି ଉଦୟ ହୋଇନାହିଁ। ଦାଢ଼ି ବଢ଼ାଇ ଓସାମା ବି ଲାଡେନ ପରି ଦେଖାଯାଉଛନ୍ତି। ସେହିପରି ନୀତିଶ କୁମାର ହେଉଛନ୍ତି ଗଜନୀ ଫିଲ୍ମର ଅମୀର ଖାନ, ଯାହାଙ୍କର…

ଆହୁରି ଘନୀଭୂତ ହେବ ବାତ୍ୟା ବିପର୍ଯ୍ୟୟ, କେଉଁଠି କରିବ ଲ୍ୟାଣ୍ଡଫଲ୍‌?

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ସମୁଦ୍ର ମଧ୍ୟରେ ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଚାଲିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ। ଅତିରୁ ଅତି…

ଏନସିପିର କାର୍ଯ୍ୟକାରୀ ସଭାପତି ହେଲେ ପ୍ରଫୁଲ ପଟେଲ ଓ ସୁପ୍ରିୟା ସୁଲେ

ମୁମ୍ବାଇ : ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ନେତା ପ୍ରଫୁଲ ପଟେଲ ଓ ସାଂସଦ ସୁପ୍ରିୟା ସୁଲେ। ଆଜି ଏନସିପିର ସଭାପତି ଶରଦ ପାୱାର ଏହା ଘୋଷଣା କରିଛନ୍ତି। ଆଜି ଏନସିପି ଗଠନକୁ ୨୫…

ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି କହିଲେ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି ମଧ୍ୟପ୍ରଦେଶର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା କଂଗ୍ରେସର ଗନ୍ଧୱାନି ବିଧାୟକ ଉମାଙ୍ଗ ସିଙ୍ଘହର କହିଛନ୍ତି। ଆଦିବସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ୧୨୩ତମ ଶ୍ରାଦ୍ଧ ବାର୍ଷିକରେ ବିଧାୟକ ଉମାଙ୍ଗ…

ଉଚ୍ଚଶିକ୍ଷା ବିଭାଗରୁ ମନ୍ତ୍ରୀଙ୍କ ପରେ ହଟିଲେ ସଚିବ ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ସକାଳେ ମନ୍ତ୍ରୀ ଆଉ ସନ୍ଧ୍ୟା ହେଉ ହେଉ ସଚିବ | ଆଜି ସକାଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିବାବେଳେ ଏବେ ସଚିବଙ୍କୁ ବଦଳି କରାଯାଇଛି | ଉଚ୍ଚଶିକ୍ଷା ବିଭାଗର ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ…