June 2023

ଆହୁରି ଘନୀଭୂତ ହେବ ବାତ୍ୟା ‘ବିପର୍ଯ୍ୟୟ’, ଆଜିଠୁ ବଢ଼ିବ ପବନର ବେଗ

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ। ଅତ୍ୟନ୍ତ ଭୀଷଣ ରୂପ ଧାରଣ କରି…

ସ୍ୱାମୀ ଓ ଶାଶୁକୁ ବିଷ ଦେଇଦେଲା ବୋହୂ: ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ଗ୍ରାମର ବ୍ରାହ୍ମଣ ସାହିରେ ଗତକାଲି ରାତିର ଘଟଛି ଅଭାବନୀୟ ଘଟଣା । ବୋହୂ ବିଷ ଦେବା ଦ୍ଵାରା ଶାଶୁର ମୃତ୍ୟୁ ହେବା ସହ ସ୍ୱାମୀ ଗୁରତର ହୋଇ ହିନ୍ଦୋଳ ଡାକ୍ତର ଖାନାରେ…

ରଥଯାତ୍ରା ପାଇଁ ମୁତୟନ ରହିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ: ଆସନ୍ତା ୨୦ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସହରକୁ ମୁତୟନ ରହିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ବରିଷ୍ଠ ଅଧିକାରୀ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ । ଏଥିପାଇଁ ପୁରୀ ପୋଲିସ…

୨୫୦ କୋଟି ଟଙ୍କା ଖଣି ଦୁର୍ନୀତିର ପର୍ଦ୍ଦାଫାସ କଲା ଇଡି: ଏକାଧିକ ରାଜ୍ୟର ୨୭ଟି ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରରେ ଦୁଇଟି ଘରୋଇ କମ୍ପାନି ସହ ଜଡ଼ିତ ୨୫୦ କୋଟି ଟଙ୍କାର ବେଆଇନ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଜାତୀୟ ଏଜେନ୍‌ସି ଇଡି ଏକିଧିକ ରାଜ୍ୟର ୨୭ଟି ସ୍ଥାନରେ ଚଢ଼ଉ କରି ନଗଦ ଦେଢ଼ କୋଟି…

ରେସଲରଙ୍କ ବିରୋଧରେ ହେଟସ୍ପିଚ୍‌ ଅଭିଯୋଗ: କୋର୍ଟରେ ଏମିତି ଉତ୍ତର ରଖିଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନଙ୍କୁ ନେଇ ବଡ଼ ଖବର ଆସିଛି। ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନ ପରେ…

ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ହୋଇପାରିବ, କଟକଣା ଉଠାଇଲେ ହାଇକୋର୍ଟ

କୋହିମା : ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ଉପରେ ଲାଗୁ କଟକଣା ଉଠାଇ ଦେଇଛନ୍ତି ଗୁଆହାଟୀ ହାଇକୋର୍ଟଙ୍କ କୋହିମା ବେଞ୍ଚ୍ । ଗତ ୨୦୨୦ରେ ରାଜ୍ୟ ସରକାର ଏହି କଟକଣା ଲଗାଇଥିଲେ, କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଥିଲେ ।…

ବେଆଇନ କୋଇଲା ଖନନ ବେଳେ ଅଘଟଣ, ଛୋଟ ପିଲା ସହ ୩ ମୃତ

ଧାନବାଦ : ଝାରଖଣ୍ଡର ଧାନବାଦରେ ଘଟିଛି ଅଘଟଣ। ଏଠାରେ ଥିବା ଗୋଟିଏ ଖଣିରେ ବେଆଇନ ଖନନ ବେଳେ ଏହା ଭୁଶୁଡ଼ି ପଡ଼ିଛି। ଫଳରେ ମାଟି ଓ ପଥର ଅତଡ଼ା ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ…

ମୋତେ ହିନ୍ଦୁ ପିଲାର ମରଶରୀର ଦିଆଯାଇଛି ‌ବୋଲି ଅଭିଯୋଗ ଆଣିଲେ ମୁସ୍‌ଲମାନ ମାଆ, ଅଭିଯୋଗକୁ ଖଣ୍ଡନ କଲେ ଆଡିସିନାଲ ସୁପରିଟେନଡେଣ୍ଟ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକମାନଙ୍କୁ ଏମ୍ସରେ ରଖାଯାଇଥିବା ବେଳେ ଏହାକୁ ଚିହ୍ନଟ କରିବା ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏ ନେଇ କୋଲକାତାର ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ସେ ଗୋଟାଏ ମୃତଦେହକୁ ତାଙ୍କ ପୁଅର…

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: ପୁଅଙ୍କୁ ପଛରେ ପକାଇ ଚମକିଲେ ଝିଅ

ଭୁବନେଶ୍ବର: ପୁଅଙ୍କ ତୁଳନାରେ ଝିଅମାନେ ପାଠ ପଢ଼ାରେ ଅଧିକ ମନ ଲଗାଉଛନ୍ତି। ଝିଅମାନେ ପାଠପଢ଼ାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ତେଣୁ ସେମାନଙ୍କର ପରୀକ୍ଷା ଫଳ ଭଲ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା…

ବାହାନଗା ଟ୍ରେନ୍ ଦୁର୍ଘଟଣା: ଭଙ୍ଗା ଯିବ ଶବ ରଖାଯାଇଥିବା ସ୍କୁଲ

ଭଦ୍ରକ : ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତଦେହ ଘଟଣା ଦିନ ବାହାନଗା ସ୍କୁଲରେ ରଖାଯାଇଥିଲା। ସ୍କୁଲରେ ଶତାଧିକ ଶବ ରଖାଯାଇଥିବାରୁ ଓ ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ…