ଟ୍ରେନ୍ ଇଣ୍ଟର ଲକ୍ରେ ଦୁର୍ବୃତ୍ତ ରଖି ଦେଇଥିଲେ ପଥର, ସୌଭାଗ୍ୟକୁ ଟଳିଗଲା ବଡ଼ ଦୁର୍ଘଟଣା
ଭଦ୍ରକ : ଟ୍ରେନ୍ ଇଣ୍ଟର ଲକ୍ରେ ଦୁର୍ବୃତ୍ତ ରଖିଥିଲେ ପଥର। ହେଲେ ରେଲୱେ କର୍ମଚାରୀଙ୍କ ଦୃଷ୍ଟି ପଡ଼ିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଉପସ୍ଥିତ ବୁଦ୍ଧି ଖଟାଇ ଏହି ପଥରକୁ ହଟାଇ ଦେବାରୁ ଏକ ନିଶ୍ଚିତ ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି। ବାଲେଶ୍ୱର…
