କାଳବୈଶାଖୀ ଭାଙ୍ଗିଦେଲା ଅଜନ୍ତା ସର୍କସର ୮୦ ଫୁଟର ବିଶାଳ ଟେଣ୍ଟ

ଭୁବନେଶ୍ବର : ଦୀର୍ଘ ପ୍ରାୟ ୧୦ ବର୍ଷ ପରେ ରାଜଧାନୀ ଭୁବନେଶ୍ୱରକୁ ଫେରିଛି ଅଜନ୍ତା ସର୍କସ। ହେଲେ ଶୋ’ ଆରମ୍ଭରୁ ହିଁ ସର୍କସ କର୍ତ୍ତୃପକ୍ଷଙ୍କୁ କ୍ଷତି ସହିବାକୁ ପଡ଼ିଛି। ଆଜି ଅପରାହ୍ନରେ ଆସିଥିବା କାଳବୈଶାଖୀ ପ୍ରଭାବରେ ଏହି ସର୍କସ ୮୦ ଫୁଟ…

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ୍

ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୪୬୯ରେ ଅଲଆଉଟ୍ ହୋଇଯାଇଛି । ଭାରତ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ଓ ସର୍ବଶେଷ ଖବର ଅନୁସାରେ ଭାରତ ଅଧିନାୟକ…

ରେପୋ ରେଟ୍‌କୁ ୬.୫%ରେ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ରେପୋ ରେଟ୍‌ ବା ସୁଧ ହାରକୁ ପୁଣିଥରେ ୬.୫%ରେ ଅପରିବର୍ତ୍ତିତ ରଖିଛି ଆରବିଆଇ। ଗୁରୁବାର ମାସିକ ମନିଟାରୀ ନୀତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମନିଟାରୀ ପଲିସି କମିଟି ସର୍ବସମ୍ମତିକ୍ରମେ ରେପୋ…

କେଜ୍ରିୱାଲ ଭାଷଣ ଆରମ୍ଭ କରିବାମାତ୍ରେ ମୋଦି ମୋଦି ସ୍ଲୋଗାନ ଦେଲେ ଲୋକେ

ନୂଆଦିଲ୍ଲୀ:  ଭାଷଣ ଦେବା ସମୟରେ ମୋଦୀ ମୋଦୀ କହିବା ଆରମ୍ଭ କଲେ ଲୋକେ। ଏହା ଶୁଣି ହାତ ଯୋଡିଦେଲେ କେଜ୍ରିୱାଲ।ଦେଶର ରାଜଧାନୀ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପୂର୍ବ ଦିଲ୍ଲୀ କ୍ୟାମ୍ପସକୁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏବଂ…

ବିମାନ ଭଡ଼ା ୬୧ ପ୍ରତିଶତ କମିଛି : କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବିମାନର ଭଡ଼ା ୬୧% ଯାଏ ହ୍ରାସ ପାଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଜୁନ ୬ରେ ବିଭିନ୍ନ ବିମାନ କମ୍ପାନୀର ପରାମର୍ଶଦାତା ଗ୍ରୁପର ମିଟିଂ ବସିଥିଲା। ଏହାପରେ ଦିଲ୍ଲୀରୁ ବିଭିନ୍ନ ସ୍ଥାନକୁ ଲାଗୁ…

କର୍ଣ୍ଣାଟକ ପରାଜୟ ପରେ ବିଜେପି ଆତ୍ମସମୀକ୍ଷା କରିବା ଦରକାର : ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜେପିର ପରାଜୟ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଦଳକୁ ପରାମର୍ଶ ଦେଇଛି। ଆରଏସଏସର ମୁଖପତ୍ର କୁହାଯାଉଥିବା ‘ଅର୍ଗାନାଇଜର’ରେ କୁହାଯାଇଛି ଯେ ବିଜେପିକୁ ଆତ୍ମସମୀକ୍ଷାର ଆବଶ୍ୟକତା ରହିଛି | ଦୃଢ଼ ଆଧାର…

୧୪ ଘଣ୍ଟାର ଅପରେସନ ପରେ ବ୍ରିଜ୍‌ର ପିଲାର୍‌ରେ ଫସିଥିବା ନାବାଳକ ଉଦ୍ଧାର

ପାଟନା : ଦୀର୍ଘ ୧୪ ଘଣ୍ଟାର ଅପରେସନ ପରେ ପିଲାର ଭିତରେ ଫସିଥିବା ନାବାଳକଙ୍କୁ ଉଦ୍ଧାର କରାଯାଇଛି। ବିହାରର ରୋହତାସର ବ୍ରିଜ୍‌ର ଗୋଟିଏ ସ୍ଲାବ ଓ ପିଲାର ମଧ୍ୟରେ ୧୧ ବର୍ଷର ପିଲାଟି ଫସି ଯାଇଥିଲା। ତାକୁ ଏନଡିଆରଏଫ ଟିମ ଓ…

ବିଦେଶରେ ଦେଶକୁ ଗାଳିଦେବା ରାହୁଲଙ୍କ ଅଭ୍ୟାସ : ଜୟଶଙ୍କର

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ରାହୁଲ ଗାନ୍ଧିଙ୍କର ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି ଏବଂ ଯେତେବେଳେ ବି ସେ ଭାରତ ବାହାରକୁ ଯାଆନ୍ତି, ସେ…

ଚଳିତ ବର୍ଷର ପ୍ରଥମ ବାତ୍ୟା ‘ବିପର୍ଯ୍ୟୟ’ ଆରବ ସାଗରରେ : ଘନୀଭୂତ ହେବାରେ ଲାଗିଛି

ମୁମ୍ବାଇ : ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ‘ବିପର୍ଯ୍ୟୟ’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିଛି। ‘ବିପର୍ଯ୍ୟୟ’ ଏବେ ଗୋଆ ଠାରୁ ୮୬୦…

ରାସନ ଦୋକାନରେ ଭେଟିବା ପରେ ଲିଭ-ଇନରେ ମନୋଜଙ୍କ ସହିତ ରହି ଆସୁଥିଲେ ସରସ୍ବତୀ

ମୁମ୍ବାଇ: ମୁମ୍ବାଇର ମୀରା ରୋଡରେ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା ମାମଲାରେ ଏବେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି | ହତ୍ୟାକାଣ୍ଡର ଶିକାର ହୋଇଥିବା ସରସ୍ବତୀ ବୈଦ୍ୟ ଅଭିଯୁକ୍ତ ମନୋଜଙ୍କୁ ୨୦୧୪ ମସିହାରେ ଭେଟିଥିଲେ | ସରସ୍ବତୀ, ମନୋଜଙ୍କୁ ଏକ ରାସନ…