‘ମହିମା ମଠ ରାଜନୈତିକ ରଣକ୍ଷେତ୍ର ନୁହେଁ, ଟଙ୍କା ଦେଇ ସ୍ୱାଭିମାନୀ ଢେଙ୍କାନାଳବାସୀଙ୍କୁ କିଣିପାରିବେନି’

ଗଁନ୍ଦିଆ/ଢେଙ୍କାନାଳ: ରାଜ୍ୟ ଆଜି ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାବାବେଗକୁ ବୁଝୁନଥିବା ଦୁର୍ନୀତିଖୋର ଲୋକଙ୍କ ହାବୁଡରେ ପଡିଛି । ଏଠି ବାବୁମାନେ ପ୍ରତିନିଧି । ବାବୁ ମାନଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି ବୋଲି ମଙ୍ଗଳବାର…

ହିଜାବର ବିକଳ୍ପ ଖୋଜିଲେ ମୁସଲିମ୍‌ ମେଡିକାଲ ଛାତ୍ରୀ

ନୂଆଦିଲ୍ଲୀ : ଅଜବ ଯୁକ୍ତି ବାଢ଼ିଲେ ସାତ ଜଣ ମୁସଲିମ୍‌ ମେଡିକାଲ ଛାତ୍ରୀ। କହିଲେ ଓଟି ଭିତରେ ଆମକୁ ହିଜାବର ବିକଳ୍ପ ଆବଶ୍ୟକ । ଏହାକୁ ନେଇ କଲେଜ ପ୍ରିନ୍ସିପାଲ କୌଣସି ନିଷ୍ପତ୍ତି ଶୁଣାଇ ନ ଥିବା ବେଳେ ସର୍ଜନମାନଙ୍କର ଏକ…

ୟୁନିଫର୍ମ ସିଭିଲ କୋର୍ଡ: ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଜରୁରୀ ବୈଠକ, ସର୍ତ୍ତ ମାନିଲେ ଆପ୍‌ ଦେବ ସମର୍ଥନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୟୁନିଫର୍ମ ସିଭିଲ୍ କୋର୍ଡ(ୟୁସିସି) ବା ସମାନ ନାଗରିକ ସଂହିତା ଅଣାଯିବ ପରେ ଆନନ-ଫାନନରେ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗତରାତିରେ ଏକ ଜରୁରୀ ବୈଠକ ହୋଇଯାଇଛି। ଏହି ବୈଠକ ପ୍ରାୟ ୩…

ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିବା ମହଙ୍ଗା ପଡ଼ିଲା, ବିଜେପି ନେତାଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ବିରୋଧରେ ଟ୍ୱିଟ କରିଥିବା ବିଜେପିର ବେଙ୍ଗାଲୁରୁର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଏହା ରାଜନୈତିକ ପ୍ରଣୋଦିତ ବୋଲି ବିଜେପି କହୁଥିବା ବେଳେ ଆଇନର ସମ୍ମୁଖୀନ ହେଲେ ବିଜେପି ବିଳିବିଳେଇ ଉଠେ…

ସରିଲା ଆଡପ ଦର୍ଶନ, ଆସନ୍ତାକାଲି ବାହୁଡା ଯାତ୍ରା

ପୁରୀ: ଆଡ଼ପମଣ୍ଡପ ମଣ୍ଡପରେ ଚଳିତବର୍ଷର ଶେଷ ଦର୍ଶନ ଦେଲେ ମହାପ୍ରଭୁ ।ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କ ସନ୍ଧ୍ୟାଦର୍ଶନ କଲେ ଲକ୍ଷାଧିକ ଭକ୍ତ,ଶ୍ରଦ୍ଧାଳୁ । ସନ୍ଧ୍ୟା ଦର୍ଶନ ଅବଧିକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ଆସନ୍ତାକାଲି ବାହୁଡା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।ସେପଟେ…

ନିଜ ନିର୍ବାଚନମଣ୍ଡଳୀ ସମସ୍ୟା ସମାଧାନରେ ବିଫଳ ଅପରାଜିତା: ବିଜେଡି

ଭୁବନେଶ୍ୱର : ଗତ ଚାରି ବର୍ଷ ମଧ୍ୟରେ ସାଂସଦ ଭାବରେ ମାନ୍ୟବର ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଆଜି ଏଠାରେ ଆୟୋଜିତ ଏକ…

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରାଧାନମନ୍ତ୍ରୀଙ୍କ ଧର୍ମପତ୍ନୀ ଯଶୋଦା ବେନ ମୋଦି

ପୁରୀ:ମହାପ୍ରଭୁଙ୍କୁ ଦର୍ଶନ କଲେ ଯଶୋଦା ବେନ ମୋଦି।ପ୍ରାଧାନମନ୍ତ୍ରୀ ମୋଦିଙ୍କ ଧର୍ମପତ୍ନୀ 72ବର୍ଷୀୟ ଯଶୋଦା ବେନ ଆଜି ସପରିବାର ଜଗାଦର୍ଶନ କରିଛନ୍ତି ।ଯଶୋଦା ବେନଙ୍କ ସହ ତାଙ୍କ ଭାଇ,ପୁତୁରା ଓ ବାପଘର ପରିବାରବର୍ଗ ଥିଲେ । ଆଜି ନବମୀର ସନ୍ଧ୍ୟ୍ରା ଦର୍ଶନରେ ଆଡ଼ପ…

ଜୁଲାଇ ୩ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର: ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ୮୦ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଜୁଲାଇ ୩ରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖ ଯାଏ ଚାଲିବ । www.bseodisha.ac.in ୱେବସାଇଟକୁ ଯାଇ…

ଆଡପ ଦର୍ଶନ ସାରି ଫେରୁଥିବାବେଳେ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ: ଜଗା ମୁହଁ ଚାହିଁ ଏ ଜୀବନ ଯାଉ…ଭକ୍ତଟିଲ ସବୁବେଳେ ଏକଥା ଭାବୁଥାଏ  । ସେ ବି ଥିଲେ ଜଣେ ଭକ୍ତ । ଜଗା ମୁହଁ ଆଖିରେ ରଖି ଆଖି ବୁଜିଦେଲେ ସବୁଦିନ ପାଇଁ । ଆଡପ ମଣ୍ଡରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶେଷ ଦର୍ଶନ‌…

ବିଜେଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି: ଜୟଦେବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍ ବାର୍ତ୍ତାକୁ ନେଇ ଜୟଦେବ ଜେନାଙ୍କ କଟାକ୍ଷ । ମୁଖ୍ୟମନ୍ତ୍ରୀ କେଉଁଠିକି ଯିବା ପରିସ୍ଥିତିରେ ନାହାନ୍ତି ବୋଲି କହିଲେ ଜୟଦେବ ଜେନା । ଅଡିଓ ପ୍ରମାଣିତ କରୁଛି ମୂଖ୍ୟମନ୍ତ୍ରୀ ଆଉ କେଉଁଠିକି ଯିବା ପରିସ୍ଥିତିରେ ନାହାନ୍ତି ।…