ସୁପ୍ରିମ କୋର୍ଟଙ୍କ କ୍ଷୋଭ, ଆରଟିଆଇ ଆଇନ ଏବେ ‘ମୃତ’

ନୂଆଦିଲ୍ଲୀ : ୨୦୦୫ରେ ଲାଗୁ ହୋଇଥିବା ସୂଚନା ଅଧିକାର ଆଇନ ଅତି ଶୀଘ୍ର ଏକ 'ମୃତ ଆଇନ'ରେ ପରିଣତ ହୋଇଯାଇଛି। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କୁ ନାଗରିକଙ୍କୁ ସୂଚନା ବାଣ୍ଟିବାକୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଆସିଥିବା ଏହି…

ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ୫ ରାଜ୍ୟକୁ ମାଗିଲେ ବାୟୁ ପ୍ରଦୂଷଣ ମୁକାବିଲା ତଥ୍ୟ

ନୂଆଦିଲ୍ଲୀ : ବିପଜ୍ଜନକ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପାଞ୍ଚ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ପ୍ରଦୂଷଣ ମୁକାବିଲା ପାଇଁ କି କି ପଦକ୍ଷେପ ଗ୍ରହଣ କରିଛ ତାର ବିସ୍ତୃତ ବିବରଣୀ ଦେବାକୁ ପାଞ୍ଚ ରାଜ୍ୟକୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ।…

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ କଲା ଥାଇଲ୍ୟାଣ୍ଡ

ନୂଆଦିଲ୍ଲୀ : ଏଣିକି ବିନା ଭିସାରେ ଥାଇଲ୍ୟାଣ୍ଡ ଗସ୍ତ କରିପାରିବେ ଭାରତୀୟ। ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛନ୍ତି ଥାଇଲ୍ୟାଣ୍ଡ ସରକାର। ଥାଇ ପର୍ଯ୍ୟଟନ ଅନୁଯାୟୀ, ଭାରତୀୟମାନେ ନଭେମ୍ବର 10, 2023ରୁ ମେ 10, 2024 ପର୍ଯ୍ୟନ୍ତ ବିନା ଭିସାରେ ଥାଇଲ୍ୟାଣ୍ଡ…

ହ୍ୟାକରର ଦାବି, ଲିକ୍ ହୋଇଛି ୮୧ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ!

ନୂଆଦିଲ୍ଲୀ : ଦେଶରେ ସବୁଠାରୁ ବଡ଼ ହ୍ୟାକିଂ। ୮୧ କୋଟିରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଗୋପନ ତଥ୍ୟା ଲିକ୍ ହୋଇଛି। ଲିକ୍ ହୋଇଥିବା ଡାଟା ଆଇସିଏମ୍ଆରର ବୋଲି ଜଣାପଡ଼ିଛି। କୋଭିଡ ପରୀକ୍ଷଣ ସମୟରେ କୋଟି କୋଟି ଲୋକଙ୍କ ତଥ୍ୟ ସଂଗୃହୀତ କରିଥିବା ଆଇସିଏମଆରର…

ବ୍ୟାଙ୍କରେ ପଶିଲା ବନ୍ୟା ଜଳ, ନଷ୍ଟ ହେଲା ୪୦୦ କୋଟି ଟଙ୍କାର ନୋଟ୍

ନୂଆଦିଲ୍ଲୀ : ବ୍ୟାଙ୍କ୍ ଟଙ୍କା ନଷ୍ଟ ନେଲା ବନ୍ୟା ଜଳ। ହଜାରେ କି ଦି ହଜାର ନୁହଁ କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅତି କମରେ…

ଘର ଭିତରେ ଗୋଟିଏ ପରିବାରର ୯ ଜଣଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଗୋଟିଏ ପରିବାରର ୨ ଜଣ ଛୋଟ ଝିଅଙ୍କ ସମେତ ୯ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ରୁଷ ଦଖଲରେ ଥିବା ୟୁକ୍ରେନର ପୂର୍ବପ୍ରାନ୍ତରେ ଥିବା ଗୋଟି ଘର ଭିତରେ ଏପରି ଘଟଣା ଘଟିଛି।…

ମରାଠା କୋଟା ଆନ୍ଦୋଳନକୁ ନେଇ ଇସ୍ତଫା ଦେଲେ ଦୁଇ ସାଂସଦ

ମୁମ୍ବାଇ: ମରାଠା କୋଟା ପ୍ରସଙ୍ଗକୁ ନେଇ ପୁଣିଥରେ ଆନ୍ଦୋଳନ ଜୋରଦାର ହୋଇଛି। ଏନ୍‌ସିପିର ୨ ଜଣ ବିଧାୟକ ଏବଂ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଆନ୍ଦୋଳନକାରୀ ଗତକାଲି ନିଆଁ ଲଗାଇ ଦେଇଥିଲେ। ଅନ୍ୟପଟେ ଆଜି ହିଙ୍ଗୋଲିରୁ ସାଂସଦ ଥିବା ହେମନ୍ତ ପାଟିଲ…

ନଭେମ୍ବର ୨ ତାରିଖରେ କେଜ୍ରିୱାଲଙ୍କୁ ଗିରଫ କରାଯାଇପାରେ: ଅତିଶି

ନୂଆଦିଲ୍ଲୀ: ସିବିଆଇ ପରେ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରେ ହାଜର ହେବା…

୫୨ ଦିନ ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୫୨ ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ତାଙ୍କୁ ଜାମିନ ମିଳିଛି |…

ମୋଦୀଜୀ ମୋ ଫୋନ୍ ନେଇଯାଆନ୍ତୁ: ରାହୁଲ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ…