October 13, 2023

ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମରେ ସାମିଲ ହେଲା ପୁରୀ ଓ ନୟାଗଡ଼ ଜିଲ୍ଲା

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି…

ଏଥର ୮ ଦିନ ଧରି ଚାଲିବ କଟକ ବାଲିଯାତ୍ରା

କଟକ : ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮…

କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜମି ଦଲାଲ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜଣେ ଜମି ଦଲାଲ। ଜମି ଦଲାଲ ବିଚିତ୍ର ବେହେରାକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଭୁବନେଶ୍ୱର ମଳିପଡାରୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଜାଲ ଆଧାର କାର୍ଡ, ଜମି କାଗଜ ପତ୍ର ଓ…

କାର୍ଗୋ ପରିଚାଳନାରେ ରେକର୍ଡ କଲା ଆଦାନୀ ଧାମରା ପୋର୍ଟ

ଧାମରା:ଆଦାନି ଧାମରା ପୋର୍ଟର ରେକର୍ଡ । କାର୍ଗୋ ପରିଚାଳନାରେ ଆଦାନୀ ଧାମରା ପୋର୍ଟ ସର୍ବକାଳୀନ ରେକର୍ଡ କରିଛି । ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନମିକ ଜୋନ ଅଧିନରେ ଥିବା ଧାମରା ବନ୍ଦର ଗତ ୨୪ ଘଣ୍ଟା ମଧ୍ୟରେ୨, ୨୬. ୬୧୦…

ଅଲିମ୍ପିକ୍ସକୁ ଫେରିବ କ୍ରିକେଟ

ଅଲିମ୍ପିକ୍ସରେ ଦେଖିବାକୁ ମିଳିବ ଟି-୨୦ କ୍ରିକେଟର ମଜା। ପୁଣିଥରେ ଅଲିମ୍ପିକ୍ସରେ ବର୍ଷା ହେବ ଚୌକା ଓ ଛକା। କାରଣ ୨୦୨୮ ଲସ ଆଞ୍ଜେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ। ଉଭୟ ପୁରୁଷ ଓ ମହିଳା ଟି-୨୦ କ୍ରିକେଟକୁ…

ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ ଘଟି ପଡ଼ିଲା ରକ୍ତଛିଟା

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍। ଖେଇକୁ ନେଇ ଜଣେ ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ଅଣସେବାୟତଙ୍କ ଫାଟିଲା ନାକ। ରକ୍ତଛିଟା ପଡ଼ିବାରୁ ଠାକୁରଙ୍କ ବଡ଼ ମହାସ୍ନାନ।…

ଇସ୍ରାଏଲର ଧମକ ପରେ ଗାଜା ଛାଡ଼ିବା ଆରମ୍ଭ କଲେ ଲୋକେ

ଇସ୍ରାଏଲର ଘନଘନ ଆକ୍ରମଣ ଓ ଧମକ ପରେ ଏବେ ଗାଜା ଷ୍ଟ୍ରିପ ଛାଡ଼ିବା ଆରମ୍ଭ କରିଛି ଲୋକେ। ଇସ୍ରାଏଲ ସ୍ଥଳ ଭାଗରେ ଗାଜାରେ ପ୍ରବେଶ କରିବାକୁ ଯୋଜନା କରୁଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଗାଜାରେ ଥିବା ଲୋକଙ୍କୁ ଘର ଛାଡ଼ି…

କଟକର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ସମସ୍ତ ବିଭାଗକୁ କଡ଼ା ତାଗିଦ କଲେ ହାଇକୋର୍ଟ

କଟକ: ହାଇକୋର୍ଟରେ କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ୍ ମାମଲାରେ ବିଭିନ୍ନ ବିଭାଗର ୯ ଜଣ ପଦାଧିକାରୀ ଆଜି ହାଜର ହୋଇଥିଲେ। ସିଏମସି ସିଟିଇଂଜିନିୟର ,ଗେଲ ପ୍ରବନ୍ଧକ, ୱାଟକୋ ପ୍ରବନ୍ଧକ,ଆରଆଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୯ ଜଣ ଅଧିକାରୀ କୋର୍ଟଙ୍କ…

ଇସ୍ରାଏଲ-ହମାସ ଯୁଦ୍ଧ: ଶାନ୍ତି ଓ ଭାଇଚାରାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ଏହାକୁ ନେଇ ପୂରା ବିଶ୍ୱ ଚିନ୍ତାରେ ରହିଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆତଙ୍କବାଦୀ ସବୁ କ୍ଷେତ୍ର ହେଉଛି ମାନବଜାତି ବିରୋଧୀ। ଏହା ଶାନ୍ତି ଓ…

ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ

କଟକ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନ ହେବା କାରଣରୁ ବିଧାୟକ ମୋକିମଙ୍କୁ ଶୁକ୍ରବାର ଏହି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି…