ରାଜ୍ୟର ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରହେଲା ନିୟମିତ, ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିୟମିତ ଅଙ୍ଗନବାଡି କେନ୍ଦ୍ର ହେଲା ରାଜ୍ୟର ସମସ୍ତ ମିନି ଅଙ୍ଗନବାଡି କେନ୍ଦ୍ର। ରାଜ୍ୟର ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା…

ଆଇଟି ରେଡ୍‌: ମିଳିଲା ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଓ ୩୦ ଦାମୀ ଘଣ୍ଟା

ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ଧନସମ୍ପତି ମିଳିଛି। ରେଡ ବେଳେ ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଅଳଙ୍କାର ଓ ୩୦ଟି ବିଦେଶୀ କମ୍ପାନୀର ଦାମୀ ଘଣ୍ଟା ଆୟକର ବିଭାଗ ଜବତ…

ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ଗଠନ ହୋଇନି କମିଟି-ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର:ତାତିଲା ରତ୍ନଭଣ୍ଡାର ରାଜନୀତି । ରତ୍ନଭଣ୍ଡାର ଖୋଲିବା ଓ ମରାମତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ପକ୍ଷରୁ ଏ ନେଇ ଆଜି ପୁରୀରେ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବାବେଳେ ବିଜେପି ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ।…

ରାସ୍ତା ଉପରେ ଆଣ୍ଠେଇଲେ, ନିଜ କାନ ନିଜେ ମୋଡିଲେ, ଚାପୁଡା ଖାଇଲେ ‘ଗାଁ ସାଥୀ’

ଭୁବନେଶ୍ବର:ରାସ୍ତା ମଝିରେ ଧାରଣା ଦେଲେ । ଚପଲ ଖୋଲି ଆଣ୍ଠେଇ ବସିଲେ। ନିଜ କାନକୁ ନିଜେ ମୋଡିଲେ, ଚାପୁଡା ବି ଖାଇଲେ । ତା ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ।  ଦେଖିଲେ ତ ଲାଗୁଥିଲା ସତେ ଯେମିତି …

ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନ୍‌ରେ ଲାଗିଗଲା ନିଆଁ

ମହାରାଷ୍ଟ୍ରରେ ଆଜି ଏକ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲାଗିଯାଇଛି। ଟ୍ରେନ୍‌ଟି ଅହମଦନଗରରୁ ଆଷ୍ଟୀ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ବେଳେ ସେଥିରେ ନିଆଁ ଲାଗି ଯାଇଥିଲା। ନାରାୟଣଦୋହୋ ଓ ଅହମଦନଗର ସେକ୍ସନ ମଝିରେ ଟ୍ରେନ୍‌ଟିରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ…

୬୩ କିଲୋ ଗଞ୍ଜେଇ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର: ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାନତିରା ଗାଁରେ ଚଢ଼ାଉ। ଗୋଟେ କାର ସହିତ ୬୩ କେଜି ଗଞ୍ଜେଇ ଜବତ ଓ ଜଣେ ଗିରଫ। ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ମୋବାଇଲ ସ୍କ୍ୱାର୍ଡ…

‘ଟ୍ରିଗର୍‌ ଉପରେ ଆଙ୍ଗୁଠି’ ଇସ୍ରାଏଲକୁ ଇରାନ୍‌ର କଡ଼ା ଚେତାବନୀ

ଟ୍ରିଗର୍‌ ଉପରେ ଅଛି ଆଙ୍ଗୁଠି। ଖୁବଶୀଘ୍ର ଇହୁଦିମାନେ ଆକ୍ରମଣ ବନ୍ଦ କରନ୍ତୁ। ଯଦି ଆକ୍ରମଣ ବନ୍ଦ ନ ହୁଏ ତେବେ ପରିସ୍ଥିତି ଭୟାବହ ହେବ।' ଇସ୍ରାଏଲକୁ ଏଭଳି କିଛି କଡା ଚେତାବନୀ ଦେଇଛି ଇରାନ୍‌। ହମାସ ଆକ୍ରମଣ ପରେ ରାଗି ଯାଇଛି…

ଦୁଇ ଘଣ୍ଟା ପାଇଁ ଠପ୍ ହୋଇଗଲା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

ପୁରୀ: ହକ୍ ପାଇଁ ହଲାବୋଲ୍ | ଦୁଇ ଘଣ୍ଟାଧରି ଅବରୋଧ ହେଲା ଜାତୀୟ ରାଜପଥ | ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ଯାଇଥିଲା ଶହଶହ ଗାଡି। ବାସ୍ତବରେ ଆଜି ହକ୍ ପାଇଁ ପୁରୀ…

ଯୁଦ୍ଧ ଯୋଗୁ ବଢ଼ୁଛି ସୁନା ଦର, ସପ୍ତାହରେ ୩୫ ପ୍ରତିଶତ ବୃଦ୍ଧି

ସୁନା ଦର ଉପରେ ପଡିଛି ଯୁଦ୍ଧର ପ୍ରଭାବ। ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯାଗୁ ଲଗାତର ବଢି ଚାଲିଛି ସୁନା ଦର। ଏବେ ସୁନାରେ ହାତ ମାରିବା ମୁସକିଲ ହୋଇପଡିଛି। ନବରାତ୍ରି ପୂର୍ବରୁ ଗୋଟିଏ ସପ୍ତାହରେ ସୁନା ଦର ୧୮୫୭ ଟଙ୍କା…

ନିଶା ଦେଇ ଲୁଟୁଥିବା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଥିବା ମାମଲାରେ ଖାରବେଳନଗର ଥାନା ପୁଲିସ ଦୁଇଦିନ ତଳେ ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ…