୨୬ରେ ଲୋକାର୍ପିତ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନୂଆ ଏଟିସି କମ୍ପ୍ଲେକ୍ସ

ଭୁବନେଶ୍ୱର : ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନନ୍ଦରରେ ନବନିର୍ମିତ ଏୟାର ଟ୍ରାଫିକ୍‌‌ କଣ୍ଟ୍ରୋଲ ଟାୱାର (ଏଟିସି) ଶେଷରେ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆସନ୍ତା ୨୬ତାରିଖ ଦିନ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅଧ୍ୟକ୍ଷ ସଞ୍ଜୀବ କୁମାର ଏୟାର ଟ୍ରାଫିକ୍‌‌ ସର୍ଭିସ୍‌‌…

ଭାରତକୁ ୨୭୪ ରନର ଟାର୍ଗେଟ

ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଦମ ଦେଖାଇଛନ୍ତି ନ୍ୟୁଜିଲ୍ୟାଣ୍ଡର ଷ୍ଟାର ବ୍ୟାଟର ଡାରେଲ ମିଚେଲ। ଧର୍ମଶାଲାରେ ମିଚେଲଙ୍କ ବ୍ୟାଟରୁ ବାହାରିଛି ଦମଦାର ଶତକ। ଏହି ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୭୩ ରନ କରିଛି। ଏବେ ବିଶ୍ୱକପରେ…

ଟ୍ରକକୁ ଧକ୍କା ହେଲା କାର୍‌: ୨ ଜଣଙ୍କ ମୃତ୍ୟୁ, ୫ ଗୁରୁତର

ଗଞ୍ଜାମ: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକ୍‌କୁ ଧକ୍କା ଦେଇଛି କାର। ଏଥିଯୋଗୁ ଘଟଣା ସ୍ଥଳରେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଏବେ କାର୍‌ରେ ଥିବା ଆଉ ୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ…

ଛତିଶଗଡ଼ରେ ବିଜେପି-କଂଗ୍ରେସ ପାଇଁ ଚିନ୍ତାର କାରଣ ସାଜିଲା ନୂଆ ଦଳ

ରାୟପୁର: ଛତିଶଗଡରେ ବିଧାନସଭା ନିର୍ବାଚନ ପାଖେଇ ଆସିଥିବାବେଳେ ଏବେ କଂଗ୍ରେସ ଏବଂ ବିଜେପିକୁ ଅକଳରେ ପକାଇଦେଇଛି ଛତିଶଗଡ କ୍ରାନ୍ତି ସେନା | ବାସ୍ତବରେ ଗତକାଲି ଏହି ନୂଆ ଦଳ ବାବଦରେ ଘୋଷଣା ହୋଇଥିଲା | କେବଳ ଘୋଷଣା ହୋଇନାହିଁ ବରଂ ଏହି…

ପହିଲି ଶୀତ, ଚିଲିକାରେ ପହଞ୍ଚିଲେଣି ବିଦେଶୀ ପକ୍ଷୀ

ବାଲୁଗାଁ: ରାଜ୍ୟରୁ ଫେରିଛି ମୌସୁମୀ । ଏବେ ଓଡିଶାକୁ ଧୀରେ ଧୀରେ ସ୍ପର୍ଶ କଲାଣି ଶୀତର ପହିଲି ଛୁଆଁ । ଶୀତ ଋତୁର ଆଗମନ ପୂର୍ବରୁ ଏବେ ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ । ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶାଗତ…

ଆପଣଙ୍କ ଘରେ ମା-ଭଉଣୀ ଅଛନ୍ତି କି ନାହିଁ? ଏଭଳି ପ୍ରଶ୍ନ ପଚାରିଲେ ରାଜ୍ୟପାଳ

ପାଟନା: ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କହିଛନ୍ତି ଯେ ସନାତନ ଧର୍ମକୁ କଟାକ୍ଷ କରୁଥିବା ବ୍ୟକ୍ତିଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ସନାତନ ଧର୍ମକୁ ଭୁଲ ବୋଲି କହୁଛନ୍ତି ସେମାନେ ନିଜେ ଭୁଲ୍ | ସନାତନ ଧର୍ମର ଶକ୍ତି…

୨୨୦ ଓଏଏସ୍ ଅଫିସରଙ୍କ ବଦଳି

ରାଜ୍ୟ ସରକାର ଶନିବାର ବିଳମ୍ବିତ ସନ୍ଧ୍ୟାରେ ୨୨୦ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏହି ବଦଳି ନିର୍ଦ୍ଦେଶ ସହ ସମସ୍ତ ଅଫିସରଙ୍କୁ ବିଭାଗ ଦ୍ୱାରା ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି ଓ ୨୫ତାରିଖ ସୁଦ୍ଧା ନିଜର ନୂଆ ସ୍ଥାନରେ ଯୋଗ ଦେବାକୁ…

ଆକାଶର ରଙ୍ଗ ହୋଇଗଲା ଗୋଲାପୀ, ସ୍ଥାନୀୟ ଲୋକେ ଭୟଭୀତ

ନୂଆଦିଲ୍ଲୀ: ପ୍ରକୃତିର ସୌନ୍ଦର୍ଯ୍ୟ ଦେଖି‌ଲେ ଲୋକେ ଖୁସି ହୋଇଯାଆନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କବି ଓ ଗାଳ୍ପିକ ଅନେକ କବିତା ଓ ଗପ ଲେଖିଛନ୍ତି। ନିକଟରେ ଆକାଶରେ ପ୍ରକୃତିର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ…

ମହୁଆ ବିବାଦ: ଟିଏମସି କହିଲା ତଦନ୍ତ ରିପୋର୍ଟ ଆସୁ

ଟଙ୍କା ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗରେ ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଏହି ମାମଲାରେ ଟିଏମ୍‌ସି ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସଜବାଜ ହେଉଥିବା ଜଣାପଡିଛି। କେବଳ ସେତିକି…

ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ; ଜଣେ ମୃତ, ୪୩ରୁ ଅଧିକ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁରରେ ଝାଡାବାନ୍ତି ଆତଙ୍କ । ସମ୍ବଲପୁରରେ ମହାନଗର ନିଗମ ଅନ୍ତର୍ଗତ ହୀରାକୁଦ ନିକଟସ୍ଥ ମହମ୍ମଦପୁର ଗାଁରେ ଝାଡାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛି…