ନଭେମ୍ବର ୧ରୁ ଆରମ୍ଭ ହେବ ମିଶନ ଅଲିଭ ରିଡ଼ଲେ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲାର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେ କରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ୍ ସମୁଦ୍ର ର ନୀଳ ଜଳରାଶିକୁ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛମାନେ ଆସିଥାନ୍ତି…

ପ୍ରଚାର ବେଳେ ବିଆରଏସ୍ ସାଂସଦଙ୍କୁ ଛୁରାମାଡ, ଡାକ୍ତରଖାନାରେ ଭର୍ତ୍ତି

ତେଲେଙ୍ଗାନା ସାଂସଦ ତଥା ବିଧାନସଭା ନିର୍ବାଚନ ପ୍ରାର୍ଥୀ କୋଠା ପ୍ରଭାକର ରେଡ୍ଡିଙ୍କୁ ଛୁରାମାଡ। ପ୍ରଚାର ସମୟରେ ସାଂସଦଙ୍କ ଉପରକୁ ଛୁରାମାଡ କରାଯାଇଛି। ଏଥିରେ ତାଙ୍କ ପେଟରେ ଆଘାତ ଲାଗିଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପ୍ରଭାବକ ରେଡ୍ଡି।  ଆସନ୍ତା 30ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ।…

ଉତ୍କୋଚ ନେବୁନି କି ଦେବୁନି- ଏମିତି ଶପଥ ନେଲେ ସୂଚନା ଓ ଲୋକସଂପର୍କ ବିଭାଗ କର୍ମଚାରୀ

ଭୁବନେଶ୍ୱର:ଶପଥ ନେଲେ ସରକାରୀ କର୍ମଚାରୀ ଓ ଅଫିସର । ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବେ । ଉତ୍କୋଚ ନେବେ ନାହିଁ କିମ୍ବା ଦେବେ ନାହିଁ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ…

ବିଧାୟକଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

ହୁ ହୁ ଜଳିଲା ବିଧାୟକଙ୍କ ଘର। ଆନ୍ଦୋଳନକାରୀମାନେ ବିଧାୟକଙ୍କ ଘରେ ଲଗାଇଦେଲେ ନିଆଁ। ମହାରାଷ୍ଟ୍ରରେ ମରାଠା ଆରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ଲୋକେ ଏନ୍‌ସିପି ବିଧାୟକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଘରେ ବ୍ୟାପକ ଭଙ୍ଗା…

ବିପୁଳ ପରିମାଣର ବାଣ ଜବତ, ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଅବାଧରେ ବିକ୍ରି ହେଉଛି ବାଣ। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ…

ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ

ମାଲାୟାଲାମ୍ ଟେଲିଭିଜିନ ଓ ଫିଲ୍ମ ଅଭିନେତ୍ରୀ ରେଞ୍ଜୁଶା ମେନନ (୩୫)ଙ୍କ ଝୁଲନ୍ତା ମୃତଦେହ ଥିରୁଅନନ୍ତପୁରମସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି। ରେଞ୍ଜୁଶାଙ୍କ ମୃତଦେହ ବେଡ୍‌ ରୁମ୍‌ରେ ଝୁଲି ରହିଥିଲା। ଏକ ଶାଢ଼ୀରେ ସେ ଝୁଲି ରହିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା…

ଆଜିଠାରୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ଆବଣ୍ଟନ

କଟକ : ନଭେମ୍ବର ୨୭ରୁ ଡିସେମ୍ବର ୪ ଯାଏ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆଜିଠାରୁ ପ୍ଲଟ ଆବଣ୍ଟନ ଆରମ୍ଭ ହୋଇଛି। ଅଫଲାଇନ ମୋଡ଼ରେ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ପ୍ରାଥମିକ ପର୍ଯ୍ୟାୟରେ ବଡ଼ ବଡ଼…

ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ପୁଣି ଘାଟିରେ ଟାର୍ଗେଟ୍‌ କିଲିଂ। ଜମ୍ମୁ-କଶ୍ମୀର ପୁଲଓ୍ୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତ ଶ୍ରମିକ ଜଣକ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ପୁଲିସ ପୂରା ଅଞ୍ଚଳକୁ କଡର୍ନ କରି ସର୍ଚ୍ଚ ଅପରେସନ୍‌ ଜାରି ରଖିଛି। ସୂଚନା ମୁତାବକ,…

ଗାଧୋଇବାକୁ ଯାଇ ପ୍ରାଣ ହରାଇଲେ ଦୁଇ ନାବାଳକ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଅଭିମାନପୁର ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ। ମୃତ ୨ ନାବାଳକ ହେଲେ ସର୍ବେଶ୍ୱର କରଙ୍କ ପୁଅ ପ୍ରତୀକ ପ୍ରଣୟନ କର(୧୧) ଏବଂ କାର୍ତିକ କରଙ୍କ ପୁଅ ଲିଙ୍କୁନ କର(୧୨)।…

ବସ୍‌ ଡିପୋରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ରୁ ଅଧିକ ଗାଡ଼ି

ଆଖି ପିଛୁଳାକେ ବସ୍‌ ଡିପୋରେ ଲାଗିଲା ନିଆଁ। ଆଉ ଚାହୁଁ ଚାହୁଁ ଛାରଖାର ହୋଇଗଲା ଏକାଧିକ ବସ୍ । ଦେଖୁ ଦେଖୁ ବସ୍‌ଗୁଡ଼ିକ ପାଉଁଶରେ ପରିଣତ ହୋଇଗଲା। ଏପରି ଏକ ଭୟାବହ ଅଗ୍ନିକାଣ୍ଡ ବେଙ୍ଗାଲୁରରେ ଘଟିଛି। ବେଙ୍ଗାଲୁରର ବୀରଭଦ୍ରନଗର ବସ୍ ଡିପୋରେ…