ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ…

ଗୀତର ତାଳେ ତାଳେ ଝୁମୁଥିଲେ ଯୁବକ, ହଠାତ୍‌ ଖସି ପଡ଼ିଲା ଡିଜେ

ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଚାଲିଥିଲା ପ୍ରୋସେସନ । ବାଜୁଥିଲା ଡିଜେ, ଦୁଲୁକୁଥିଲା ରାସ୍ତା । ଅଭି ତୋ ପାର୍ଟି ସୁର ହୋଇ ହୈ.... ଗୀତର ତାଳେ ତାଳେ ନାଚୁଥଲେ କିଛି ଯୁବକ । କିନ୍ତୁ ହଠାତ୍‌ ସବୁ କିଛି…

କଲେକ୍ଟର ଅଫିସରୁ ଚୋରି

ନବରଙ୍ଗପୁର : ଏ ଚୋର ମାନଙ୍କ ସାହସକୁ ମାନିବାକୁ ପଡିବ । ମଦ ନିଶା ଠୁ ବେଶି ନିଶା ଏ ଚୋରି ନିଶା । ଚୋରି ନିଶାରେ ଚୂର ହୋଇ ଚୋର ଚୋରିକଲା କଲେକ୍ଟର ଅଫିସରୁ । କଲେକ୍ଟର ଅଫିସର କମ୍ପ୍ୟୁଟର ମନିଟର…

ଫାଶୀଦଣ୍ଡ ପାଇଥିବା ୮ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାରକୁ ଭେଟିଲେ ଏସ୍‌. ଜୟଶଙ୍କର

କତାରରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ପରିବାରକୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ପୂର୍ବତନ ନୌସେନା ଅଧିକାରୀମାନଙ୍କୁ ମୁକ୍ତ ସୁନିଶ୍ଚିତ କରିବା ପାଇଁ ଭାରତ ସବୁ ପ୍ରୟାସ ଜାରି ରଖିବ ବୋଲି ସେ କହିଛନ୍ତି।…

ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ

ପୁରୀ: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆସନ୍ତାକାଲି ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ  । ତେଣୁ ତା  ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ନିଜର…

ମନୀଷ ସିସୋଦିଆଙ୍କୁ ମିଳିଲାନି ବେଲ୍‌

ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଝଟ୍‌କା। ଖାରଜ ହେଲା ତାଙ୍କ ବେଲ୍‌। ସୁପ୍ରିମକୋର୍ଟ ଆଜି ତାଙ୍କ ବେଲ୍‌ ଆବେଦନ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ…

ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏହି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି ବିରୋଧରେ ସରକାର ଜିରୋ ଟଲେରାନ୍ସ…

ଭାରତ ଫେରିବେ ଅଞ୍ଜୁ

ପ୍ରେମ ପାଇଁ ଦେଶର ସୀମା ସରହଦ ଡେଇଁ ପାକିସ୍ତାନରେ ନିଜର ନୂଆ ଘର ବସାଇଥିବା ଅଞ୍ଜୁ ପୁଣି ଥରେ ଭାରତ ଫେରିବେ। ତେବେ ଏଥର ମାତ୍ର କିଛି ଦିନ ପାଇଁ ଅତିଥି ହୋଇ ସେ ଭାରତ ଆସୁଥିବା ଜଣାଯାଇଛି। ଏହାପରେ ସେ…

ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶିଲା ବସ୍ : ୧୪ ଆହତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କୁଶାମାଲ ଗାଁରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ସରକାରୀ ବସ୍ ବିଲ ଭିତରକୁ ପଶିଯାଇଛି । ଫଳରେ ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି  ।…

କେରଳ ବିସ୍ଫୋରଣ ମାମଲା: ନିଜକୁ ଦାୟୀ କରି ବ୍ୟକ୍ତିଙ୍କ ଆତ୍ମସମର୍ପଣ, ମୃତ୍ୟୁ ସଂଖ୍ୟା ୩ ଛୁଇଁଲା

କେରଳ ଏର୍ଣ୍ଣାକୁଲମା କନ୍‌ଭେନ୍‌ସନ୍‌ ହଲ୍‌ରେ ଗତକାଲି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପ୍ରାର୍ଥନା ବେଳେ ହୋଇଥିବା ବିସ୍ଫୋରଣ ମାମଲାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଡୋମିନିକ ମାର୍ଟିନ ବୋଲି ଜଣାଯାଇଛି। ଏହି ବିସ୍ଫୋରଣ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ଅପରପକ୍ଷେ, ଏହି ଘଟଣାରେ…