ଦିଲ୍ଲୀ ମଦ ଦୁର୍ନୀତି: ସଞ୍ଜୟ ସିଂହଙ୍କ ଆଗରେ ଜେରା ପାଇଁ ତାଙ୍କର ୩ ସହଯୋଗୀଙ୍କୁ ସମନ୍ ଜାରି କଲା ‘ଇଡି’
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଗିରଫ ହୋଇଥିବା ‘ଆପ୍’ ନେତା ସଞ୍ଜୟ ସିଂହଙ୍କ ସମ୍ମୁଖରେ ଜେରା କରିବା ଲାଗି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ବିବେକ ତ୍ୟାଗୀ, ସର୍ବେଶ ମିଶ୍ରା ଓ କନ୍ୱାର୍ବୀର ସିଂହ ନାମରେ ତାଙ୍କର ୩ଜଣ ସହଯୋଗୀଙ୍କୁ ‘ସମନ୍’ ଜାରି…
