୨୦୨୪ ନିର୍ବାଚନ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : ଅନୁରାଗ ଠାକୁର

ଭୁବନେଶ୍ୱର: ଏଥର ଓଡ଼ିଶାରେ ଫୁଲ ଦମରେ ଲଢିବ ବିଜେପି । ଭଲ ଫଳ ମଧ୍ୟ କରିବ ।  ଦଳୀୟ କର୍ମକର୍ତ୍ତାଙ୍କ  ଦମରେ ଲଢିବ ବିଜେପି । ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ବଢୁଛି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତିକି ଗୁରୁତ୍ୱ…

ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ମିଳିବ ନୋବେଲ୍

ଘୋଷଣା ହେଲା ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ। 2023 ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ  କ୍ରାଉଜ(Ferenc Krausz), ଆନୀ ଏଲ'ହୁଇଲିଅର(Anne L’Huillier)ଙ୍କୁ ମିଳିବ ଫିଜିକ୍ସ…

ଯୁବକଙ୍କ ଅଭାବନୀୟ କାଣ୍ଡ, ବିଷ ପିଇ ମରିବା ପୂର୍ବରୁ କଲେ ଭିଡିଓ

ବାଲେଶ୍ବର: ଏବେ ଜୀବନ ହାରିବା ଯେମିତି ଏକ ଟ୍ରେଣ୍ଡ ପାଲଟିଛି। ପୁଣି ଆତ୍ମହତ୍ୟା ପୂର୍ବରୁ ଭିଡିଓ କରିବାର ନିଶା ବି କିଛି କମ୍ ନୁହେଁ । ଏବେ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି…

ମଲରେ ନାବାଳକର ଆଖିବୁଜା ଗୁଳିଚାଳନା, ୪ ମୃତ

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ବିଳାସପୂର୍ଣ୍ଣ ମଲରେ ଅଘଟଣ। ଜଣେ ୧୪ ବର୍ଷୀୟ ନାବାଳକର ଆଖିବୁଜା ଗୁଳିଚାଳନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁଳି ଶବ୍ଦ ହେବା ପରେ ଅଧିକାଂଶ ଲୋକେ ଭୟରେ ଦୌଡ଼ି ପଳାଉଥିବା…

ଲୋକସେବା ଭବନରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ

ଭୁବନେଶ୍ୱର: ରାଜଧାନୀରେ ଥିବା ଲୋକସେବା ଭବନରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିଲା। ଏହି ପ୍ରଥମ ମହଲାରେ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଦୁଇ ସେନା ଯବାନ ଆହତ

ଜମ୍ମୁ-କଶ୍ମୀର: ମଙ୍ଗଳବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଦୁଇ ଜଣ ସେନା ଯବାନ ଆହତ ହୋଇଛନ୍ତି ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ସୋମବାର ସନ୍ଧ୍ୟାରେ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ କର୍ଡନ ଏବଂ ସର୍ଚ…

ସୁନ୍ଦରଗଡରେ ୨୪ ଘଣ୍ଟାରେ ଆଉ ୪ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ, ୩୦୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ୨୪ ଘଣ୍ଟାରେ ଆଉ ୪ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ସୁନ୍ଦରଗଡରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୦୮ରେ ପହଞ୍ଚିଛି । ସେହିପରି ବରଗଡ଼ରେ ୨ ଦିନ ତଳେ ଜଣଙ୍କର ମୃତ୍ୟୁ…

ଭୂକମ୍ପରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ରାଜଧାନୀ। ଆଜି ୨ଟା ୫୩ରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ରେକର୍ଡ କରାଯାଇଛି। ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି। ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି…

ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ବାଲିଗୁଡା: ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ପୋଡି ନଷ୍ଟ ହୋଇଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ ଘଟିଛି ଏହି ଅଘଟଣ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି…

ନ୍ୟୁଜ୍‌କ୍ଲିକ୍‌ ସାମ୍ବାଦିକଙ୍କ ଘରେ ଚଢ଼ଉ କଲା ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌

ନୂଆଦିଲ୍ଲୀ: ଚୀନ୍‌ରୁ ପାଣ୍ଠି ସଂଗ୍ରହ କରିବା ଓ ଅର୍ଥ ହେରଫେର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସେଲ୍‌ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍‌କ୍ଲିକ୍‌ ସାମ୍ବାଦିକଙ୍କ ଘରେ ଚଢ଼ଉ କରିଛି। ପୂର୍ବରୁ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ…