ସେପ୍ଟେମ୍ବରରେ ୧.୬୨ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ଜିଏସଟି ଯୋଗୁଁ ସରକାରଙ୍କ ରାଜସ୍ୱ ଆଦାୟରେ କ୍ରମାଗତ ଉନ୍ନତି ଘଟିଚାଲିଛି । ଗତ ସେପ୍ଟେମ୍ବର ମାସରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୬୩ ହଜାର କୋଟି ଟପିଯାଇଛି । ଚଳିତ ଆର୍ଥିକ ବର୍ଷରେ ୪ର୍ଥ ଥର ପାଇଁ ମାସିକ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ; ୪ ଗୁରୁତର

କାକଟପୁର: କାକଟପୁରରେ ବାଇକ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର । କାକଟପୁର ଉକୁଳେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାକଟପୁର ପଟୁ ଏକ ବାଇକରେ ୨ ଜଣ ଯୁବକ ଦ୍ରୁତ ଗତିରେ ଆସୁଥିବା ସମୟରେ ବାଇକରେ ଯାଉଥିବା…

ରାହୁଲ ତୁମ ବାପା-ମା ହିନ୍ଦୁ….ବିବାଦୀୟ ବୟାନ ଦେଲେ ବିଜେପି ନେତା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ହିନ୍ଦୁତ୍ୱକୁ ନେଇ ସୋସିଆଲ ମିଡିଆରେ ସତ୍ୟମ ଶିବମ ସୁନ୍ଦରମ ନାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ହିନ୍ଦୁ ଧର୍ମର ମହନୀୟତା ବିଷୟରେ ଉଲ୍ଲେଖ କରିଥିଲେ। ତେବେ ରାହୁଲଙ୍କ ଏହି ପୋଷ୍ଟ ପରେ…

ଏସସିବିରେ ବିଦ୍ୟୁତ ବିଭ୍ରାଟ, ୬ ଘଣ୍ଟା କଟିଲା ଲାଇନ, ରୋଗୀ ହନ୍ତସନ୍ତ

କଟକ: କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ରବିବାର ମଧ୍ଯ ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ଯୋଗୁଁ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ହସ୍ପିଟାଲରେ କାର୍ଯ୍ୟରତ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଯୋଗୁ ବିଦ୍ୟୁତ୍ ବିଭ୍ରାଟ ହୋଇଥିବା…

ବିଏସଏଫ ଧରିଲା ପାକ୍ ଡ୍ରୋନ, ମିଳିଲା ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପକୁ ଛାଡୁନାହିଁ। ପୂର୍ବରୁ ପାକିସ୍ତାନ ଭାରତକୁ ଆତଙ୍କବାଦୀ ପଠାଉଥିଲା। କିନ୍ତୁ ଏବେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଯୋଗାଣ ପାଇଁ ଡ୍ରୋନ୍ ବ୍ୟବହାର କରିବା ଆରମ୍ଭ କରିଛି। ପୁଣି ଆଗରୁ…

ଭାରସାମ୍ୟ ହରାଇ ପିଟି ହେଲା ଦୁଇ ବାଇକ, ୨ ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଲର୍କି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ପାଣିପମ୍ପରେ ହେଲା ଦୁଇ ବାଇକ। ଫଳରେ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବେଳେ ଜଣେ ଗୁରୁତର ଆହତ…

ଲୋକସଭା ନିର୍ବାଚନ ପାଇଁ ବିଏସପି କୌଣସି ବି ମେଣ୍ଟରେ ଯୋଗ ଦେବେ ନାହିଁ : ମାୟାବତୀ

ଲଖନଉ: ଲୋକସଭା ନିର୍ବାଚନ ପାଇଁ ବିଏସପି ସୁପ୍ରିମୋ ମାୟାବତୀ କୌଣସି ବି ମେଣ୍ଟରେ ଯୋଗ ଦେବେ ନାହିଁ। ବାସ୍ତବରେ ବିଜେପି ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳମାନେ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଥିବାବେଳେ ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି…

କେନାଲରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି  । ଖରସ୍ରୋତା କେନାଲ ରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି  । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ…

ଚିଡ଼ିଆଖାନା କର୍ମଚାରୀଙ୍କ ତଣ୍ଟି କାମୁଡ଼ି ମାରିପକାଇଲା ସିଂହ

ଟୋକିଓ: ଜାପାନର ଫୁକୁଶିମାସ୍ଥିତ ‘ତୋହୋକୁ ସଫାରି ପାର୍କ’ରେ ଜଣେ ୫୩ ବର୍ଷିୟ ଚିଡ଼ିଆଖାନା କର୍ମଚାରୀଙ୍କୁ ଗୋଟାଏ ସିଂହ ମାରି ପକାଇଥିବା କଥା ସମ୍ବାଦ ସରବରାହା ସଂସ୍ଥାନ ‘ରଏଟର୍ସ’ ରିପ‌ୋର୍ଟ କରିଛି। ଗୁରୁବ‌ାର ଦିନ ସିଂହଟିକୁ ଖାଇବାକୁ ଦେଉଥିବା ବେଳେ କେନିଚି କାତୋ…

ବଡ଼ ବାପାଙ୍କୁ ମିଶି ହାଣି ଦେଲେ ପୁତୁରା ଓ ଭାଇ

କଳାହାଣ୍ଡି : ପାରିବାରିକ କଳହରୁ ସର୍ବନାଶ । ନିଜ ବଡ଼ ବାପାକୁ ହାଣିଲେ ପୁତୁରା ଓ ଭାଇ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡ଼ା ଗାଁର ଘଟଣା । ଗୁଣିଗାରେଡି ଓ ପୂର୍ବ ଶତ୍ରୁତା ନେଇ ଏପରି…