ବିଶାଳ ‘ସ୍ବଚ୍ଛତା ଅଭିଯାନ’ରେ ସକ୍ରିୟ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଆଜି ସମଗ୍ର ଦେଶରେ ଆରମ୍ଭ ହୋଇଥିବା ଘଣ୍ଟିକିଆ ‘ସ୍ବଚ୍ଛତା ଅଭିଯାନ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି। ‘ଫିଟ୍‌ନେସ୍‌ ଇନ୍‌ଫ୍ଲୁଏନ୍‌ସର୍‌’ ଅଙ୍କିତ ବୈୟାନପୁରିୟାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଜି ଏହି ଅଭିଯାନରେ ଅଂଶ…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ  । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା  ।  ପୁଅ ହୋଇଛି…

କାର୍ ଦୁର୍ଘଟଣାରେ ମହିଳା ମୃତ ଘଟଣା, କନ୍ନଡ ଅଭିନେତା ନାଗଭୂଷଣ ଗିରଫ

ଗିରଫ ହେଲେ କନ୍ନଡ ଅଭିନେତା ନାଗଭୂଷଣ। ଦୁର୍ଘଟଣା ମାମଲାରେ ଆଜି ତାଙ୍କୁ ଗିରଫ କରିଛି ପୁଲିସ। ଏଥିସହ ତାଙ୍କ କାରକୁ ଜବତ ରଖିଛି ପୁଲିସ। ନାଗଭୂଷଣଙ୍କ କାର୍ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଯାଇଥିଲା। ସୂଚନା ଅନୁସାରେ, ବେଙ୍ଗାଲୁରୁର କୁମାରସ୍ୱାମୀ ଟ୍ରାଫିକ…

ରାସ୍ତାକଡ଼ରୁ ଏକ ବ୍ୟାଗ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ସୁବର୍ଣ୍ଣପୁର : ନବଜାତ ଶିଶୁପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବ୍ୟାଗରେ ପୁରାଇ…

26/11 ମୁମ୍ୱାଇ ଆଟାକ ମାଷ୍ଟରମାଇଣ୍ଡ ହାଫିଜ ସଇଦ ସହଯୋଗୀ ନିପାତ

ମୁମ୍ୱାଇ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ହାଫିଜ ସଇଦର ସହଯୋଗୀ ନିପାତ। କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ କରାଚୀରେ ନିପାତ ହୋଇଛି। କୌଣସି ଅଜଣା ବ୍ୟକ୍ତି ଫାରୁକକୁ ମାରିଥିବା କୁହାଯାଉଛି। ଚାଲି ଚାଲି ଯିବା ସମୟରେ ଗୁଳି କରାଯାଇଛି,…

ନିଯୁକ୍ତି ପ୍ରକ୍ରିୟାରେ ଓପିଏସସିର ଭେଦଭାବ ନୀତି, ବର୍ଷିଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ନିଯୁକ୍ତି ସମୟରେ ସରକାରୀ କର୍ମଚାରୀ ଓ ପୂର୍ବତନ ସେନା ଅଧିକାରୀଙ୍କ ଏନ୍ଓସି ଓ ଡିସଚାର୍ଜ ସାର୍ଟିଫିକେଟ୍ ଦାଖଲ ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଭିନ୍ନ ଭିନ୍ନ ନିୟମ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ…

ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୬ ଜଣ

ଦକ୍ଷିଣ ପୂର୍ବ ସ୍ପେନର ମୁର୍ସିଆରରେ ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ। ଅତି କମରେ 6 ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି। ଏଥିସହ ଏକାଧିକ ଲୋକେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ନାଇଟ୍ କ୍ଲବ୍…

ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ

ବରଗଡ଼ : ବରଗଡ଼ରେ ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ। ବରଗଡ଼ରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା…

ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଖଲିସ୍ତାନୀ ଉଗ୍ରବାଦୀଙ୍କ ବ୍ୟବହାର ବିଶୃଙ୍ଖଳିତ ଆଚରଣ କହିଲା ଗ୍ଲାସଗୋ ଗୁରୁଦ୍ୱାର

ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତ(ହାଇକମିଶନର)ଙ୍କୁ ଶୀଖ୍ ଉଗ୍ରବାଦୀଙ୍କ ଅସମ୍ମାନକୁ ନିନ୍ଦା କଲା 'ଗୁରୁଦ୍ୱାର ଗୁରୁ ଗ୍ରନ୍ଥ ସାହି ଶିଖ୍ ସଭା'। ବ୍ରିଟେନରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ୱାମୀଙ୍କୁ ଶୁକ୍ରବାର କିଛି ଖଲିସ୍ତାନୀ ଉଗ୍ରବାଦୀମାନେ ସ୍କଟଲାଣ୍ଡର ଗ୍ଲାସଗୋରେ ଥିବା ଗୁରୁଦ୍ୱାରକୁ ପ୍ରବେଶ କରାଇ ନଦେବାକୁ…

ଏମ୍ସ ଭୁବନେଶ୍ବରରେ ଶିଶୁ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ଏମ୍ସ ଏକମାତ୍ର ସରକାରୀ ହସ୍ପିଟାଲ ଯେଉଁଠି କର୍କଟ ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତେବେ ଆଶାଠାରୁ ଅଧିକ ବେଗରେ କ୍ୟାନସର ରୋଗୀ ଏହି ଅନୁଷ୍ଠାନକୁ ଆସୁଛନ୍ତି ଯାହା ଏବେ ଚିନ୍ତାଜନକ ଏବଂ କେବଳ ପ୍ରାପ୍ତ ବୟସ୍କ…