November 2023

ସେନାକୁ ମିଳିବ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନା ଓ ବାୟୁସେନାର ଶକ୍ତି ବଢ଼ିବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ଏକ ବୈଠକ ବସିବ। ଏହି ବୈଠକରେ ସେନା ପାଇଁ ୧୫୬ଟି…

ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଗଲେ ଯୁବକ

ତାଳଚେର: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ବୋଇତ ବନ୍ଦାଣ ସମୟରେ ପାଣିରେ ବୁଡିଲେ ଯୁବକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଗୁରୁଜାଙ୍ଗ ଗାଁରେ । ମୃତ ଯୁବକ ହେଉଛନ୍ତି ଆଶିଷ କୁମାର ସାହୁ…

ଇସ୍ରାଏଲ ସହ ଅସ୍ତ୍ରବିରତି ଚୁକ୍ତି ବୃଦ୍ଧି କରିବା ସପକ୍ଷରେ ହମାସ

ଭୟଙ୍କର ଯୁଦ୍ଧ ଭିତରେ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବାର ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ଆଜି ହେଉଛି ଶେଷ ଦିନ। ଚୁକ୍ତିର ତୃତୀୟ ଦିନରେ ହମାସ ଅକ୍ଟୋବର ୭ରୁ ବନ୍ଦୀ କରି ରଖିଥିବା ଆଉ ୧୭ ଜଣ ପଣବନ୍ଦୀଙ୍କୁ ମୁକ୍ତ…

ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ। ସକାଳ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।ଏହାପରେ ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭି.କେ.ପାଣ୍ଡିଆନ। ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

AI ଫଟୋ ଏଡିଟ୍ ଟୁଲରେ ତିଆରି ହୋଇପାରେ ପର୍ଣ୍ଣୋଗ୍ରାଫି ଚିତ୍ର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରସ୍ତୁତ ଫଟୋକୁ ନେଇ ଏବେ ସବୁଠି ଚିନ୍ତା। ବିନା ଅନୁମତିରେ ଏବେ ଯେକେହି ଯେକୌଣସି ବ୍ୟକ୍ତିଙ୍କ ଫଟୋକୁ ମନ ମୁତାବକ ଏଡିଟ୍ କରି ପକାଉଛନ୍ତି। ଯେଉଁଥିରେ ଅସଲ ଓ ନକଲ ମଧ୍ୟରେ ଫରକ ଜାଣିବା ବି କଷ୍ଟକର। ଏହାରି…

ଆଜିଠୁ କଟକର ଐତିହାସିକ ବାଲିଯାତ୍ରା

କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି । ଆଜିଠୁ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବ ମହାମେଳା । ଯାହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ…

ଗ୍ରୀକ୍‌ର ଲେସ୍‌ବୋଜ୍‌ ଦ୍ବୀପ ଅନ୍ତର୍ଗତ ସମୁଦ୍ରରେ ବୁଡ଼ିଗଲା ଲୁଣ ଜାହାଜ; ୪ ଭାରତୀୟଙ୍କ ସମେତ ୧୨ କର୍ମଚାରୀ ନିଖୋଜ

ଲେସ୍‌ବ‌ୋଜ୍‌: ଗ୍ରୀକ୍‌ର ଲେସ୍‌ବୋଜ୍‌ ଦ୍ବୀପ ଅନ୍ତର୍ଗତ ତୋଫାନ ଉଠିଥିବା ସମୁଦ୍ରରେ ଲୁଣ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ନିଖୋଜ ହୋଇଯାଇଥିବା ୧୨ଜଣ କର୍ମଚାରୀଙ୍କ ମଧ୍ୟରେ ୪ଜଣ ଭାରତୀୟ ଥିବା କଥା ଗ୍ରୀକ୍‌ ତଟରକ୍ଷୀ କହିଛି। ଜାହାଜରେ ଥିବା କର୍ମଚାରୀଙ୍କ ମଧ୍ୟରୁ…

ଧବଳେଶ୍ବର ପୀଠରେ ନିର୍ମାଣ ହେବ ଆଉ ଏକ ପୋଲ: ରଣେନ୍ଦ୍ର ପ୍ରତାପ ସ୍ଵାଇଁ

କଟକ: ଧବଳେଶ୍ବର ପୀଠ ପାଇଁ ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ପୋଲ । ଯାତ୍ରୀଙ୍କ ସୁବିଧା ପାଇଁ ଏହି ପୋଲ ନିର୍ମାଣ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଆଜି…

ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ

ଭ୍ରମଣ ଋତୁରେ ଭାରତୀୟଙ୍କ ପାଇଁ ଖୁସି ଖବର। ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ। ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ମାଲେସିଆ ସରକାର। ଏନେଇ…

ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି

ପୁରୀ: ଆଜି ମହାପଞ୍ଚୁକ ବ୍ରତର ଶେଷ ଦିନ । ଅର୍ଥାତ୍ ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ଡଙ୍ଗା ଭସା । ଆଜି ସୁନାବେଶ ବା ରାଜରାଜେଶ୍ବର ବେଶରେ ପର୍ଶନ ଦେଉଛନ୍ତି ମହାପ୍ରଭୁ । ସୁନାବେଶ ଦର୍ଶନ କରିବା ଲାଗି…