ମଣିପୁର ହିଂସା: ଗୃହ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ, ୯ ମେତେଇ ଉଗ୍ରବାଦୀ ସଙ୍ଗଠନ ବ୍ୟାନ୍‌

ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌ ରିଭୋଲ୍ୟୁସନାରୀ…

ବିଜେଡ଼ି ସରକାର ବିରୁଦ୍ଧରେ ୧୪ ରୁ ୧୮ ଯାଏଁ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି

ନୂଆପଡ଼ା: ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆସନ୍ତାକାଲି ଅର୍ଥାତ୍ ୧୪ ରୁ ୧୮ ତାରିଖ ଯାଏଁ ସମଗ୍ର ରାଜ୍ୟରେ ବିଜେଡ଼ି ସରକାର ବିରୁଦ୍ଧରେ ଆନ୍ଦୋଳନ। ବିଭିନ୍ନ ପ୍ରସଙ୍ଗ ଉଠାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ବିଜେପି।…

ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଅଭିଯୁକ୍ତକୁ ପିଟିପିଟି ମାରିଦେଲେ ଲୋକେ

ଅଶାନ୍ତ ହୋଇପଡ଼ିଛି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା। ଏଠାରେ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହାପରେ ଅଭିଯୁକ୍ତକୁ କିଛି ଲୋକ ପିଟିପିଟି ମାରି ଦେଇଛନ୍ତି। ଏହି ଡବଲ ମର୍ଡରକୁ ନେଇ ପୂରା ଦକ୍ଷିଣ ୨୪ ପ୍ରଗଣାରେ ଉତ୍ତେଜନା…

ଆଇନ ତା ବାଟରେ କାମ କରୁନି ବରଂ ନ୍ୟସ୍ତ ସ୍ୱାର୍ଥ ସାଧନ ପାଇଁ ଉଦ୍ଦିଷ୍ଟ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେବା ନେଇ ଚର୍ଚ୍ଚା ଭିତରେ ସେ ଆଜି ପୁଣିଥରେ ରାଜ୍ୟ ସରକାର ତଥା ସିଏମଓ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବିଜେଡି ଟିକେଟରୁ ନିର୍ବାଚିତ ହୋଇ ବିଧାୟକ ହୋଇଥିବା ଏହି ନେତା…

ହାଇଦ୍ରାବାଦରେ ଭୟଙ୍କର ବିସ୍ଫୋରଣ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ହାଇଦ୍ରାବାଦର ଏକ ଆବାସିକ କୋଠାରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ନୂଆ ସଦ୍ୟତମ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଏହି…

ଆଇଆଇସି ଅନିତାଙ୍କ ନାଁରେ ଥାନାରେ ଏତଲା

ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଥିବା ସେତେବେଳର ସମ୍ବଲପୁର ଜିଲ୍ଲା ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଛି। ଏବେ ତାଙ୍କର ଚାରି ମାସ ହେବ ବଲାଙ୍ଗୀର ଜିଲ୍ଲାକୁ…

ବଢ଼ିଲା ଜୈନ୍‌ଙ୍କ ଅଡୁଆ, ଯାଞ୍ଚ ପାଇଁ ଅନୁମତି ମାଗିଲା ସିବିଆଇ

ବଢ଼ିଲା ଆମ୍‌ ଆଦମ୍‌ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ। ଜାମିନ୍‌ରେ ଥିଲେ ବି ତାଙ୍କ ପିଛା ଛାଡୁନି କେନ୍ଦ୍ର ତଦନ୍ତକାରୀ ସଂସ୍ଥା। ତାଙ୍କ ବିରୋଧରେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର…

ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସି ରହିଛନ୍ତି ୫ଜଣ ଓଡ଼ିଆ ଶ୍ରମିକ। ଭୁଶୁଡ଼ିଥିବା ଟନେଲ ଭିତରେ ଫସିଥିବା ୪୦ ଜଣ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ହୋଇଥିବା ସୂଚନା ରହିଛି। ଟନେଲରେ ଫସିଥିବା ୫ଜଣ ଓଡ଼ିଆଙ୍କ ପରିଚୟ ମିଳିଛି। ସେମାନେ…

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ

ଇଟାଲୀରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ । ସିସିଲିରେ ମାଉଣ୍ଟ ଏଟନା ଆଗ୍ନେୟଗିରିରୁ ବାହାରିଲା ନିଆଁ ଓ ଲାଭା । ସମୁଦ୍ର ପତ୍ତନରୁ ପ୍ରାୟ ୧୪ ହଜାର ୭୬୩ ଫୁଟ ଉପରକୁ ଆକାଶକୁ ନିଆଁ ଉଠିଥିଲା । ଚାରିଆଡ଼କୁ ନିଆଁ ବିଛାଡ଼ି ହୋଇପଡ଼ିଥିଲା…

ଫ୍ଲିପ୍‌କାର୍ଟ ଅଫିସରୁ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ବାକ୍ସ

କଟକ: ଦୁଇ ଦିନ ତଳେ ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନ୍ରୁ ଲୁଟ୍ ହୋଇଥିବା ବେଳେ ସୋମବାର ଦିନ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ସଶସ୍ତ୍ର ଦୁର୍ବୃତ୍ତମାନେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଅଫିସ୍ ଓ ଗୋଦାମ ଉପରେ ଆକ୍ରମଣ କରି ବିପୁଳ ପରିମାଣର…