ସ୍କୁଲରେ ନାହାନ୍ତି ଶିକ୍ଷକ; ତାଲା ପକାଇ ଧାରଣାରେ ବସିଲେ ପିଲା, ଅଭିଭାବକ
ଭଦ୍ରକ : ଶିକ୍ଷକ ପୂରଣ ଦାବିରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ଗ୍ରାମପଞ୍ଚାୟତର ଚାରିବାଟିଆ ସରକାରୀ ଉ.ପ୍ରା ବିଦ୍ୟାଳୟରେ। ଏହି…