ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁରୀରେ ପହଞ୍ଚିଛନ୍ତି। ସେ ଆଜି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପୁରୀ ଗସ୍ତ ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ବିଶ୍ବ ଶର୍ମା…

ତେଲୁଗୁ ମୁଭି ‘ଗାରାଗା’ରେ ନାୟିକା ଭାବେ ନଜର ଆସିବେ ମାଲକାନଗିରିର ମୋନିକା

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌.ଭି ୭୫ ଗ୍ରାମର ମୋନିକା ସମାଦ୍ଦାର ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ଉପାନ୍ତ ଇଲାକାର ଏହି ଯୁବତୀଜଣଙ୍କ ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଓ ନିଖୁଣ…

ହାର୍ଦ୍ଦିକ ପାଣ୍ଡ୍ୟା ଯିବେନି ମୁମ୍ବାଇ ଇଣ୍ଡିଆନ୍ସ

ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର…

ଘୂର୍ଣ୍ଣିବଳୟ ସକ୍ରିୟ, ୨୭ରେ ଲଘୁଚାପ ! ସାଇକ୍ଲୋନ୍ ନାଁ ମିଚାଉଙ୍ଗ

ବଙ୍ଗୋପସାଗରରେ ହେବ କି ବାତ୍ୟା ? ଲଘୁଚାପ ନେବ କି ସାମୁଦ୍ରିକ ଝଡ଼ ରୂପ ? କୁଆଡ଼େ ମୁହାଁଇବ ଲଘୁଚାପ ? ସମ୍ଭାବ୍ୟ ଲଘୁଚାପର ଗତିବିଧି ଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି, ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ପହଞ୍ଚିଲେ ରାଷ୍ଟ୍ରପତି। ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ। ରାଷ୍ଟ୍ରପତିଙ୍କୁ…

କେସିଆରଙ୍କୁ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପାଇଁ କଂଗ୍ରେସ-ବିଆରଏସ ମଧ୍ୟରେ ହୋଇଛି ଡ଼ିଲ: ଅମିତ ଶାହା

ହାଇଦ୍ରାବାଦ: ନଭେମ୍ବର ୩୦ ରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଆଉ ଏଥିପାଇଁ ଏବେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି | ଆଜି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମକତଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଶାହା…

ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ମାଷ୍ଟରମାଇଣ୍ଡ ମାଲିଙ୍ଗା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଓୟୋ ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ କରିଛି ଭରତପୁର ଥାନା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ମାଲିଙ୍ଗା । ଗତ ମାସ ୨୬ ତାରିଖରେ ଭରତପୁର ଥାନା ଅଧୀନରେ ଥିବା ଓୟୋ ହୋଟେଲ…

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ

ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ‘ଆଦିତ୍ୟ- L1’ ମହାକାଶଯାନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌. ସୋମନାଥ ଏହା କହିଛନ୍ତି। ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମହାକାଶ ଅଭିଯାନ ଅଧୀନରେ ଉତ୍‌କ୍ଷେପଣ ହୋଇଥିଲା ‘ଆଦିତ୍ୟ- L1’, ଯାହା…

ଦଳିତ ନାବାଳକକୁ ପରିସ୍ରା ପିଆଇ ନିର୍ଧୁମ ପିଟିଲେ ଲୋକେ

ଅତ୍ୟନ୍ତ ନିର୍ମମ ଆଉ ନୃଶଂସ। ଟପିଗଲେ ସବୁ ସୀମା। ଭୁଲିଗଲେ ମଣିଷ ପଣିଆ। ଦଳିତ ନାବାଳକଙ୍କୁ ନିର୍ଧୁମ ପିଟିଲେ। କେବଳ ସେତିକି ନୁହେଁ ତାଙ୍କୁ ପରିସ୍ରା ପାଇବାକୁ ମଧ୍ୟ ବାଧ୍ୟ କଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶର…

ତଥ୍ୟ ପ୍ରମାଣ ଆଧାରରେ ଓଡ଼ିଶାର ଲୁକ୍କାୟିତ ତଥ୍ୟକୁ ଲୋକଲୋଚନକୁ ଆଣିବ ଓଡ଼ିଶା ଗବେଷଣା କେନ୍ଦ୍ର

ଭୁବନେଶ୍ଵର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ସମ୍ବିଧାନ ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଓ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କରକମଳରେ ଉଦଘାଟନ ହୋଇଛି ‘ଓଡ଼ିଶା ଗବେଷଣା କେନ୍ଦ୍ର’ । ଭୁବନେଶ୍ୱରର ସିଏସ୍ଆଇଆର…