November 12, 2023

କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ, ଶ୍ରଦ୍ଧାଳୁଙ୍କ ଭିଡ

କଟକ: କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ । ସହରର ପ୍ରମୁଖ କାଳୀ ମନ୍ଦିର ଗୁଡ଼ିକରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ମାଳିକା ପ୍ରସିଦ୍ଧ କାଳିଆ ଵୁଦା ଶ୍ୟାମାକାଳୀ, ଖାନନଗର ଦକ୍ଷିଣ କାଳି ଓ କାଳିଗଳିର କାଳୀ ମନ୍ଦିରରେ ହଜାର…

ଭୁବନେଶ୍ୱର ତମାଣ୍ଡୋରେ ଜଳିଗଲା ୫ ବସ୍

ଭୁବନେଶ୍ୱର ତମାଣ୍ଡୋରେ ଘଟିଛି ଅଘଟଣ। ଦୀପାବଳି ଅବସରରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍‌ ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଗ୍ୟାରେଜରେ ଥିବା ଅନେକ…

ନିର୍ବାଚନ ସମୟରେ ବିଧାୟକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ହାଇଦ୍ରାବାଦ: ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ସମୟରେ ବିଆରଏସ ବିଧାୟକଙ୍କ ଉପରେ ଆକ୍ରମଣ କରାଯାଇଥିବାର ଖବର ସାମ୍ନାକୁ ଆସିଛି | ଏହି ଆକ୍ରମଣରେ ବିଆରଏସ ବିଧାୟକ ଗୁରୁତର ଆହତ ହୋଇଛନ୍ତି। ଖବର ଅନୁଯାୟୀ, ବିଆରଏସ ବିଧାୟକ ଗୁଭାଲା ବାଲାରାଜୁ ଆଛମ୍ପେଟ ବିଧାନସଭା ଆସନରୁ…

ମା’ ବୁଢୀ ଠାକୁରାଣୀ ମନ୍ଦିର ପୂଜକ ହତ୍ୟା ମାମଲା, ୭ ଗିରଫ

କୋରାପୁଟ: କୋରାପୁଟ ମା ବୁଢୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀ ହତ୍ୟା ମାମଲା । ୨ ଯୁବତୀଙ୍କ ସହ ମୋଟ ୭ଜଣଙ୍କୁ ଗିରଫ କରିଲା ପୋଲିସ । ଲୁଟ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛି ପୋଲିସ ।…

ଯେଉଁଠି ଭାରତୀୟ ସେନା ଅଛି, ସେ ସ୍ଥାନ କୌଣସି ମନ୍ଦିରଠୁ କମ୍ ନୁହେଁ : ପ୍ରଧାନମନ୍ତ୍ରୀ ମୋଦି

ପୂର୍ବ ପରି ଏଥର ବି ଯବାନଙ୍କ ସହ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ହିମାଚଳ ପ୍ରଦେଶର ଲେପଚା ସୀମାନ୍ତରେ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କ ପରାକ୍ରମ ଓ ଦେଶ ସେବାକୁ ସାଧୁବାଦ ଜଣାଇବା…

ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, ୧୫ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ତେବେ ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେକୌଣସି ପରିସ୍ଥିତି ମୁକାବିଲା ନେଇ କରାଯାଇଛି ପ୍ରସ୍ତୁତ। ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରସ୍ତୁତ…

ଇସ୍ରାଏଲ ୱେବ୍‌ ସିରିଜ୍‌ ‘FAUDA’ର କ୍ରୁ ମେମ୍ବର ମାତନ ମୀରଙ୍କ ଗାଜାରେ ମୃତ୍ୟୁ, ହମାସ୍‌ ସହ ଲଢ଼ୁଥିଲେ ଯୁଦ୍ଧ

ଇସ୍ରାଏଲ୍ ନେଟଫ୍ଲିକ୍ସ ଶୋ’ ‘ଫାଉଦା (Fauda)’ର ପ୍ରଡକ୍ସନ୍ କ୍ରୁର ଜଣେ ସଦସ୍ୟଙ୍କ ଗାଜାରେ ମୃତ୍ୟୁ ଘଟିଛି। ଗାଜାରେ ହମାସ ସହ ଯୁଦ୍ଧ ଲଢ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଫାଉଦା ସିରିଜର ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ ଶନିବାର ଏହି…

ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧା ମୃତ

ଅନୁଗୁଳ: ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବୃଦ୍ଧା ଜଣକ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଲକ୍ଷ୍ମୀଧରପୁର ଗ୍ରାମର ସ୍ବର୍ଗତ ଶ୍ରୀକର ନାଏକଙ୍କ ପତ୍ନୀ କୁନ୍ତଳା ନାୟକ (୭୦) । ବୃଦ୍ଧାଙ୍କ ମୃତଦେହ…

ଏମର୍ଜେନ୍‌ସୀ ବ୍ରେକ୍‌ ଯୋଗୁ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଲାଗିଲା ବଡ଼ ଝଟକା, ୨ ଯାତ୍ରୀଙ୍କ ମୃତ୍ୟୁ

ଦିଲ୍ଲୀ ଅଭିମୁଖେ ଯାଉଥିବା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏମର୍ଜେନ୍‌ସୀ ବ୍ରେକ୍ ପ୍ରୟୋଗ କରିବାରୁ ଏହାର ଝଟକାରେ ପଡ଼ି ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଝାରଖଣ୍ଡର କୋଡରମା ଓ ଗୋମୋ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ପ୍ରସାଦବାଦରେ ଘଟିଛି ଏହି ଘଟଣା।…

ସାଉଥ ଆଫ୍ରିକାରେ ଫସିରହିଛନ୍ତି ୧୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ

ଭୁବନେଶ୍ୱର: ପୁଣି ବିଦେଶକୁ ଯାଇ ଫସିଗଲେ ଓଡ଼ିଆ ଶ୍ରମିକ। ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଗୁହାରୀ। ସାଉଥ ଆଫ୍ରିକାର ଗାବନ୍‌ରେ ନିର୍ଯାତିତ ଓଡ଼ିଆ ଶ୍ରମିକ ଭିଡ଼ିଓ ବାର୍ତ୍ତାରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। କେନ୍ଦ୍ରାପଡା଼ ଜିଲ୍ଲାର ୧୪ ଓଡ଼ିଆ ଶ୍ରମିକ ସାଉଥ…