ଭାରତର ବିଶାଳ ବିଜୟ, ୨୪୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା
କୋଲକାତା : କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ…
କୋଲକାତା : କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ…
କଟକ: ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଅଭିଯୁକ୍ତ। କଟକରେ ପୁଣି ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗ ଆସିଛି। ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫…
ଗାଜା ସିଟି: ଶନିବାର ରାତିରେ କେନ୍ଦ୍ରୀୟ ଗାଜାରେ ଥିବା ଏକ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍ ବୋମାବର୍ଷଣ ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ହମାସ୍ ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ଅଶ୍ରଫ୍ ଅଲ୍-କୁଦ୍ରା ଜାରି…
ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ।…
ପାଟନା: ଆଜି ବିହାରର ମୁଜାଫରପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ କଡା ଆକ୍ରମଣ କରିଛନ୍ତି | ଅମିତ ଶାହା କହିଛନ୍ତି ଯେ ନୀତୀଶଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ କରାନଯିବାରୁ ଏବେ ସେ…
ଭୁବନେଶ୍ବର: ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ କମିଟି ଗଠନ କରି…
ପାଖେଇ ଆସୁଛି ଛତିଶଗଡ ବିଧାନସଭା ନିର୍ବାଚନ। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଛି। ମହାଦେବ ବେଟିଂ ଆପ୍ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁ ଆସିବା ପରେ ବିଜେପି ଏକ ପ୍ରକାରର ଆକ୍ରମଣାତ୍ମକ ମୁଡ୍ରେ…
ଯବାନ ଚାଲିଗଲେ, ଝୁରୁଛି ଗାଁ ମାଟି । ଜନ୍ମମାଟି ଗୋପ ମଲ୍ଲଗାଁରେ ଶୋକାକୂଳ ପରିବେଶ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ବିଏସଏଫ ଯବାନ ହାବିଲଦାର ପ୍ରତାପ ରଞ୍ଜନ ପରିଡାଙ୍କ ମୃତ୍ୟୁ ଘଟିଛି । ପ୍ରତାପଙ୍କ ମୃତ୍ୟୁ ଖବର…
ଛତିଶଗଡରେ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଲେ ବିଏସଏଫ୍ ଯବାନ। ବିଜେପି ନେତାଙ୍କୁ ହତ୍ୟାର 24 ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଉଡାଇ ଦେଇଛନ୍ତି ବିଏସଏଫ୍ ଟିମ୍। ଗତକାଲି ନାରାୟଣପୁରରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ନକ୍ସଲ। ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ…
ନୂଆପଡ଼ା: ଗତକାଲି ରାତିରେ ଯନ୍ତାରେ ଏକ ମଣିଷଖିଆ ବାଘ (କଲରାପତିରିଆ) ପଡ଼ିଥିବା ବେଳେ ଆଜି ଏକ ବାଘ ପୁଣି ଆତଙ୍କ ଖେଳାଇଥିବାର ଖବର ଖବର ମିଳିଛି। ଧରମବନ୍ଧା ଥାନା କୋଦୋପାଲି ଗ୍ରାମ ନିକଟରେ ସେହି ବାଘଟି ବୁଲୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ।…