ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍
କନ୍ଦଳ ଭିତରେ ଏକାଠି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ୍। ପରସ୍ପରକୁ ଟାର୍ଗେଟ କରୁଥିବା ଏହି ଦୁଇ ନେତା ଏକାଠି ନଜର ଆସିଛନ୍ତି। କେବଳ ସେତିକି ନୁହେଁ ଏହି ଦୁଇ ନେତା ମିଶି କଂଗ୍ରେସ…