ବିଶ୍ବକପ ଫାଇନାଲରେ ଭାରତ

ମୁମ୍ବାଇ: ବିଶ୍ୱକପ୍‌ ୨୦୨୩ । ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ପ୍ରଥମ ସେମିଫାଇନାଲ୍‌ ମୁକାବିଲା ଖେଳାଯାଇଥିଲା। ପ୍ରଥମ ସେମିରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍‌ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ…

ଛତ୍ରପୁର ଆରଟିଓ ଅଫିସ କ୍ୟାମ୍ପସରୁ ୪ ଦଲାଲ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର  ଆଞ୍ଚଳିକ ପରିବହନ କାର୍ଯ୍ୟଳୟରୁ ୪ ଜଣ ଦଲାଲଙ୍କୁ ବାନ୍ଧିଲା ପୁଲିସ୍‌। ସେମାନଙ୍କଠାରୁ ଡିଏଲ୍‌, ଆର୍‌ସି ବୁକ୍‌ ପ୍ରମୁଖ ଜବତ କରିଛି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଦର୍ଶ ଥାନା ଅଞ୍ଚଳରୁ ଆସିଛି। ଛତ୍ରପୁର ଆଞ୍ଚଳିକ…

ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ନିଆଁ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଦରଭଙ୍ଗା-ନୂଆଦିଲ୍ଲୀ ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସର ଏକ ବଗିରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବଗିଟି ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏଥିରେ…

ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଯୁବତୀ ଗିରଫ

ବଲାଙ୍ଗିର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଲେ ଦୁଇ ଯୁବତୀ। ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଜବତ କରିଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଏହି ଦୁଇ…

‘ଇକମ୍‌’ ଏବଂ ‘ଇନଷ୍ଟା ଇଏମ୍‌ଆଇ କାର୍ଡ’ ମାଧ୍ୟମରେ ଋଣ ପ୍ରଦାନ ବନ୍ଦ କରିବାକୁ ବଜାଜ ଫାଇନାନ୍‌ସକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୁଧବାର ବଜାଜ ଫାଇନାନ୍‌ସକୁ ଏହାର ‘ଇକମ୍‌’ ଏବଂ ‘ଇନଷ୍ଟା ଇଏମ୍‌ଆଇ କାର୍ଡ’ ଅଧୀନରେ ଋଣ ମଞ୍ଜୁର ଓ ବିତରଣକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ର ଧାରା ୪୫ଏଲ(୧)(ବି)…

ଓଡିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ପୁଣିଥରେ ଓଡିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଦୁଇ ଦୁଇ ଥର ପତ୍ର ଲେଖିବା ପରେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ହଠାତ୍‌ କାର୍‌ ଆଗକୁ ଡେଇଁଲେ ମହିଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ତାଙ୍କ କାର୍‌ ଆଗକୁ ହଠାତ୍‌ ଜଣେ ମହିଳା ଡେଇଁ ପଡ଼ିଛନ୍ତି। ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ବ୍ରେକ୍‌ ମାରି କାର୍‌କୁ ଅଟକାଇଛନ୍ତି ଚାଳକ। ତୁରନ୍ତୁ ଉକ୍ତ ମହିଳାଙ୍କୁ ଅଟକ ରଖାଯାଇଛି। ପୁଲିସ ତାଙ୍କୁ…

ଝାରସୁଗୁଡାରୁ ସିଧାସଳଖ ବେଙ୍ଗାଲୁର ଉଡିଲା ଇଣ୍ଡିଗୋ

ଝାରସୁଗୁଡା:ଝାରସୁଗୁଡାର ସିଧା ବେଙ୍ଗାଲୁର ଉଡିଲା ବିମାନ ।   ଆଜିଠୁ ଇଣ୍ଡିଗୋ ବିମାନ ଝାରସୁଗୁହା ବିମାନବନ୍ଦରରୁ ବେଙ୍ଗାଲୁର ଅଭିମୁଖେ ସିଧାସଳଖ ଯାତ୍ରା କରିଛି । ଏୟାର ଲାଇନ ୱେବସାଇଟ ତଥ୍ୟ ଅନୁସାରେ, ୨ଘଣ୍ଟା ୫ ମିନିଟ ସମୟରେ ଝାରସୁଗୁଡାରୁ ବେଙ୍ଗାଲୁରରେ ପହଞ୍ଚିବ ବିମାନ…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଦିନିକିଆରେ କଲେ ୫୦ତମ ସେଞ୍ଚୁରୀ

ବିରାଟ କୋହଲି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ରେକର୍ଡ କରିଛନ୍ତି । ବିରାଟ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ନିଜ କ୍ୟାରିଅର ୫୦ ତମ ଶତକ ମାରିଛନ୍ତି । ଏହା ସହିତ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ…

ଭୁବନେଶ୍ୱରରେ ଖୋଲିବ ଫିଫା ଏକାଡେମୀ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଉଦଘାଟିତ ହେବ ଦେଶର ପ୍ରଥମ ବିଶ୍ବସ୍ତରୀୟ ଫୁଟବଲ୍ ଟ୍ୟାଲେଣ୍ଟ ଏକାଡେମୀ । ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଫିଫା ଟ୍ୟାଲେଣ୍ଟ ଡେଭଲପମେଣ୍ଟ ସ୍କିମରେ ଏହାର ଲୋକାର୍ପଣ ହେବ । ଦେଶର ଫୁଟବଲ ପ୍ରତିଭାଙ୍କୁ ପ୍ରୋତ୍ସାହିତ…