ବାଲି ଚାଲାଣ ନେଇ ପୂର୍ବତନ କଟକ ଜିଲ୍ଲାପାଳ ଦାଖଲ କରିଥିଲେ ମିଥ୍ୟା ସତ୍ୟପାଠ, ହାଇକୋର୍ଟ କ୍ଷୁବ୍ଧ
କଟକ : କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ ବାଲି ଛାଟ। ବାଲି ପରିବହନ ନେଇ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ। କୋର୍ଟ କହିଛନ୍ତି, ବାଲି ପରିବହନ ନେଇ ଭବାନୀଶଙ୍କର ଚୟନୀ ଦାଖଲ କରିଥିବା…
