ଚାଉଳ ଦେବାକୁ ଡାକି ବିଧବା ମହିଳାଙ୍କୁ ଦୁଷ୍କର୍ମ କରିଥିଲେ; ବନ୍ଧା ହେଲେ ଯୋଗାଣ ସହାୟକ
ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବା ମହିଳାଙ୍କୁ ଡାକି ଦୁଷ୍କର୍ମ କରିବା ଅଭିଯୋଗରେ ବନ୍ଧାହେଲେ ଯୋଗାଣ ସହାୟକଯୋଗାଣ ସହାୟକ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବୁଦୁଲା ପଞ୍ଚାୟତର ଯୋଗାଣ ସହାୟକ…
