2024

ବର୍ଷ ସାରା ବାଣ ବ୍ୟାନ କରିବାକୁ କହିଲେ ସୁପ୍ରିମକୋର୍ଟ

ଦୀପାବଳି ପରେ ଅଣନିଶ୍ୱାସୀ ହୋଇପଡ଼ିଛି ଦିଲ୍ଲୀ। ବାୟୁର ମାନ ଅତି ନିମ୍ନ ସ୍ତରକୁ ଚାଲିଯିବା ଚିନ୍ତାର ବିଷୟ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସହରରେ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।…

ଭରତପୁର ହାଜତ ନିର୍ଯାତନା ମାମଲାରେ ଆସିଲା ମିଛଧରା ଟେଷ୍ଟ ରିପୋର୍ଟ

ଭୁବନେଶ୍ବର : ଭରତପୁର ହାଜତ ନିର୍ଯାତନା ମାମଲାରେ ଆସିଲା ମିଛଧରା ଟେଷ୍ଟ ରିପୋର୍ଟ । ଗୁଜୁରାଟ ଗାନ୍ଧୀନଗର DFSLରୁ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ଟେଷ୍ଟ ରିପୋର୍ଟ…

ନିଶା ଛଡ଼ାଇବାକୁ ଯୁବକଙ୍କୁ ପିଟିପିଟି ହତ୍ୟା !

ଭୁବନେଶ୍ବର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା। ଏୟାରପୋର୍ଟ ଥାନା ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ମୃତ ଯୁବକ ୟୁନିଟ୍-୬ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁସାରେ ଏହି ଯୁବକ ଜଣକ…

ଖବର କାଗଜରେ ମୋଦିଙ୍କ ‘ଏକ ହୈ ତେ ସେଫ୍‌ ହୈ’ ନାରା, ଟାର୍ଗେଟ କଲେ ବିରୋଧୀ

ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବାକ୍‌ ଯୁଦ୍ଧ ଓ ନାରାବାଜୀ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଣ୍ଟେଙ୍ଗେ ତୋ କଟେଙ୍ଗେ’ର ସ୍ଲୋଗାନ ପରେ ପ୍ରଧାନମନ୍ତ୍ରୀ ମୋଦି ଏକ…

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ସମ୍ବଲପୁର : ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମ୍ବଲପୁର ସଦର ଥାନା କୁଦପାଲି ନିକଟରେ ଆଜି ସନ୍ଧ୍ୟାରେ ଏକ ପିକ୍‌ଭ୍ୟାନ୍‌କୁ ଏକ କଣ୍ଟେନର ପଛରୁ ଧକ୍କା ଦେବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ…

ଅନାସ୍ଥା ପ୍ରସ୍ତାବ ନୋଟିସ ପରେ ବିଷ ପିଇ ଦେଲେ ସରପଞ୍ଚ

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଳପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଆଜି ବିଷ ପିଇ ଦେଇଛନ୍ତି। ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ସମାଜସେବୀ ଦେବୀଦତ୍ତ ମହାପାତ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ

କାମାକ୍ଷାନଗର : ଏ ଯୁବକଙ୍କ ନାଁ ହେଉଛି ଦେବୀଦତ୍ତ ମାହାପାତ୍ର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜଣେ ସମାଜସେବୀ ତଥା ପ୍ରୋଗ୍ରାମ ଆରେଞ୍ଜର । ଦେବୀଦତ୍ତଙ୍କ ମୃତ୍ୟୁକୁ ତିନି ସପ୍ତାହ ବିତି ଗଲାଣି l ଯେଉଁ ଭିଡିଓ ଆପଣମାନେ ଦେଖିଲେ ତାହା…

ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ଝଲସିବ ପିପିଲି ଚାନ୍ଦୁଆ

ଭୁବନେଶ୍ବର: ସାରା ଦେଶରେ ଚମକିବ ପିପିଲି ଚାନ୍ଦୁଆ । ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ଓଡିଶା କାରୀଗରୀଙ୍କ ହାତର କଳା । ପିପିଲି ଚାନ୍ଦୁଆକୁ ନେଇ ଏପରି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ…

ପୋଲିସ ହାତରେ ନୂଆ ତଥ୍ୟ, ଗଣଦୁଷ୍କର୍ମ ଘଟଣାରେ ୬ ନୁହେଁ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ

କଟକ : କଟକ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ନୁହେଁ ବରଂ ୭ ଜଣ ଅଭିଯୁକ୍ତ ସାମିଲ ଥିଲେ । ଏବଂ ସେହି ସପ୍ତମ ଅଭିଯୁକ୍ତ ଜଣଙ୍କ ପରିଚୟ ଜଣା ପଡ଼ି ନ ଥିବା ବେଳେ ତାଙ୍କୁ ଧରିବା ପାଇଁ ସ୍ବତନ୍ତ୍ର…

‘ପୂର୍ବର ସରକାରଙ୍କୁ ଅନୁକରଣ କରୁଛନ୍ତି ମୋହନ ସରକାର’

ଭୁବନେଶ୍ବର: ଯାହା ନବୀନ ସରକାର ଅମଳରେ ହୋଇଥିଲା, ତାହାକୁ ଅନୁକରଣ କରୁଛନ୍ତି ଏବେକା ସରକାର । ଓଡିଶାବାସୀଙ୍କୁ ଭ୍ରମିତ କରି ଖାଲି ମିଛରେ ବାହାଦୁରି ନେଉଛନ୍ତି ସରକାର । ନୂଆ ସରକାରରେ କିଛି ବି ନୂତନତ୍ବ ନାହିଁ ବୋଲି କହି ପ୍ରେସମିଟ…