2024

ଅକ୍ଷର ଭୂମି ଆଗରେ ‘ଅସ୍ମିତା ଭବନ’; ୩୬୦ ଡିଗ୍ରୀରେ ପ୍ରଦର୍ଶିତ ହେବ ଓଡିଶା

ଭୁବନେଶ୍ବର: ଅକ୍ଷର ଭୂମି ସାମ୍ନାରେ ହେବ ଓଡିଆ ଅସ୍ମିତା ଭବନ । ଭୁବନେଶ୍ବର ଗଜପତି ନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମ୍ନାରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ସମଗ୍ର ଓଡିଶାର ଗରିମାକୁ ପ୍ରଦର୍ଶନ କରିବ ଏହି…

ରକ୍ଷା ମନ୍ତ୍ରୀଙ୍କୁ ହଟାଇଲେ ନେତାନ୍ୟାହୁ, ଜୋରଦାର ବିକ୍ଷୋଭ

ମଧ୍ୟପ୍ରାଚ୍ୟ ଦେଶରେ ଲାଗି ରହିଛି ଯୁଦ୍ଧ ପରିସ୍ଥିତି। ଆଉ ଏହି ଯୁଦ୍ଧ ମଧ୍ୟରେ ବଡ଼ ପଦକ୍ଷେପ ନେଇଛି ଇସ୍ରାଏଲ। ନିଜ ପ୍ରତିରକ୍ଷା ମନ୍ତ୍ରୀକୁ ବିଦା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ମଙ୍ଗଳବାର ନିଜ ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟଙ୍କୁ ବରଖାସ୍ତ…

ଆମ୍ବ ଟାକୁଆ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀଙ୍କ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ…

ଭୁବନେଶ୍ବରରେ ବିମାନ ବାତିଲ, ଧାରଣାରେ ବସିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ବିମାନ ବାତିଲରୁ ହନ୍ତସନ୍ତ ଯାତ୍ରୀ । ବାରମ୍ବାର ବାତିଲ ଯୋଗୁ ଧାରଣାରେ ବସିଲେ ଯାତ୍ରୀ । ବିମାନ କମ୍ପାନୀର ମନମୁଖୀ କାର୍ଯ୍ୟକୁ ଯାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି। ସେପଟେ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ସେଭଳି…

ଜମ୍ମୁ-କଶ୍ମୀର ବିଧାନସଭାରେ ହଙ୍ଗାମା, ଠେଲାପେଲା ହେଲେ ବିଧାୟକ

ଜମ୍ମୁ-କଶ୍ମୀର ବିଧାନସଭାରେ ହେଲା ଜୋରଦାର ହଙ୍ଗାମା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ବିଧାୟକ। ନିଜ ନିୟନ୍ତ୍ରଣ ହରାଇଲେ ଶାସକ ଓ ବିରୋଧୀ ଦଳର ନେତା। ପରସ୍ପରକୁ ଦେଲେ ଧକ୍କା। ଧାରା ୩୭୦କୁ ନେଇ ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର।…

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ

ଭୁବନେଶ୍ବର: ଭୁବନେଶ୍ବର ହଷ୍ଟେଲ ରୁମ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଛାତ୍ରୀଜଣଙ୍କ ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରରେ ମେଡିକାଲ ପାଇଁ କୋଂଚି ନେଉଥିବା ବେଳେ ହଷ୍ଟେଲରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏହା…

କଫି ଚାଷୀଙ୍କୁ ସହାୟତା-ରାଜ୍ୟର କୃଷି ବିକାଶ ପାଇଁ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ: କୃଷିମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କଫି ଚାଷୀଙ୍କୁ ସହାୟତା କରିବା ତଥା ରାଜ୍ୟରେ ନିରନ୍ତର କୃଷି ବିକାଶ ପାଇଁ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଯାତ୍ରାରେ ଆମେ ବେସରକାରୀ କମ୍ପାନୀର ଅଂଶଗ୍ରହଣକୁ ସ୍ୱାଗତ କରୁଛୁ ବୋଲି ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଏବଂ କୃଷକ…

ହିନ୍ଦୁଙ୍କ ଉପରେ ସେନାର ବର୍ବରତା, ଇସ୍କନ୍‌ ବିରୋଧୀ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଉତ୍ତେଜନା

ବାଂଲାଦେଶରେ ପୁଣି ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି। ଇସ୍କନ୍ ବିରୋଧ ଫେସ୍‌ବୁକ୍ ପୋଷ୍ଟକୁ ନେଇ ଦେଖାଦେଇଛି ଅଶାନ୍ତି। ଏହାକୁ ବିରୋଧ କରି କିଛି ହିନ୍ଦୁ ବିକ୍ଷୋଭ କରୁଥିବା ବେଳେ ତାଙ୍କ ଉପରେ ବଂଲାଦେଶ ସେନା କରିଛି ଆକ୍ରମଣ। ଲାଠି ଚାର୍ଜ କରିବା…

ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ: ପୁଅ, ନାତି ଗିରଫ

ସମ୍ବଲପୁର: ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ। ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କଲା ସଦର ଥାନା ପୋଲିସ। ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ। ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ୱାସରୁଦ୍ଧ କରି…

ଆଜି ନବୀନ ଦେବେ ସଦସ୍ୟତା ପାଇଁ ଆହ୍ବାନ, ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ହେବ ରଣନୀତି

ଭୁବନେଶ୍ୱର : ଆଜି ନବୀନ ଦେବେ ସଦସ୍ୟତା ପାଇଁ ଆହ୍ବାନ । ଛାତ୍ର ବିଜୁ ଜନତା ଦଳକୁ ଆଜି ଉଦବୋଧନ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଭୁବନେଶ୍ବର ଶଙ୍ଖ ଭବନରେ ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହେବ…