ଓଡ଼ିଶା ଛାଡ଼ିଲେ ବିଦାୟୀ ରାଜ୍ୟପାଳ ରଘୁବର ଦାସ, କହିଲେ- ମହାପ୍ରଭୁଙ୍କ ଭୂମିରେ ୧୪ ମାସ କାମ କରିବାର ସୁଖଦ ଅନୁଭୂତି ରହିଲା
ଭୁବନେଶ୍ବର ୨୬।୧୨: ଓଡ଼ିଶା ଛାଡ଼ିବା ପୂର୍ବରୁ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ଅତିଥି ଭବନରେ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାଜଭବନରେ ବିଦାୟୀ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିଦାୟ ଅବସରରେ ପୂର୍ବତନ ରାଜ୍ୟପାଳ ରଘୁବର…
