2024

ବାତ୍ୟା ଦାନାର ଆସିଲା ରିପୋର୍ଟ, ହୋଇଛି ଛଅ ଶହ କୋଟିର କ୍ଷୟକ୍ଷତି

ବାତ୍ୟା ଓ ବନ୍ୟାରେ ମୋଟାମୋଟି ୬ଶହ କୋଟିର କ୍ଷୟକ୍ଷତି ଆକଳନ ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । କେବଳ ପଞ୍ଚାୟତିରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ଆସି ନାହିଁ । ବାକି ସମସ୍ତ ବିଭାଗର କ୍ଷୟକ୍ଷତି ରିପୋର୍ଟ ଆସିଛି…

୬ ବର୍ଷ ପରେ ବସିଲା ବିଧାନସଭା, କିନ୍ତୁ ଧାରା ୩୭୦ ପାଇଁ ହେଲା ହଙ୍ଗାମା

ଦୀର୍ଘ ୬ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ନିକଟରେ ନିର୍ବାଚନ ଓ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ପରେ ଆଜି ବିଧାନସଭା ଅଧିବେଶନ ବସିଛି। ହେଲେ ୬ ବର୍ଷ ପରେ ବସିଥିବା…

ଶ୍ରୀମନ୍ଦିର ମେଘନାଦ ପାଚେରୀ ମରାମତି କାମ ଆରମ୍ଭ

ପୁରୀ : ସଙ୍କଟରେ ରହିଛି ମରହଟ୍ଟା ଶାସନ ଅମଳର ଐତିହ୍ୟ ମେଘନାଦ ପାଚେରୀ। ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ଆଗେଇଛି ଶ୍ରୀମନ୍ଦିର ପ୍ରଶାସନ। ଦେଢ଼ ବର୍ଷ ତଳୁ ମେଘନାଦ ପାଚେରୀରେ ବିଭିନ୍ନ ସ୍ଥାନରେ ପାଣି ଝରୁଥିବା ବେଳେ…

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା

ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି ଦୁଇ ଜଣ ବିଜେଡି ନେତା। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ଵରସ୍ଥିତ ବାସଭବନରେ ଏମାନେ ପଦ୍ମ ଧରିଛନ୍ତି। ସେମାନେ ହେଲେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାଏକ ଓ ବିଜେଡି ସମର୍ଥିତ କେନ୍ଦୁଝର ଜିଲ୍ଲା ଓକିଲ ସଂଘର…

ଲାଞ୍ଚ ନେଉଥିବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଫୁଲବାଣୀ: ପୁଣି ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର। ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ…

ଉତ୍ତରାଖଣ୍ଡରେ ଖାଇକୁ ଖସିଲା ବସ୍‌, ୩୬ ମୃତ

ବଡ଼ ଦୁର୍ଘଟଣା। ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌। ଉତ୍ତରାଖଣ୍ଡର ଅଲ୍‌ମୋଡାର ମାର୍ଚୁଲାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଘଟଣା। ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ସୂଚନା ମୁତାବକ, ସୋମବାର ଗୌରାଖାଲରୁ ଏକ ବସ୍‌ ରାମନଗରରୁ…

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା

ଭୁବନେଶ୍ୱର: ଧାନ କିଣା କୁ ନେଇ ମନ୍ତ୍ରୀସ୍ତରୀୟ ବୈଠକ ହୋଇଯାଇଛି । ଆଉ ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ଚାଷୀଙ୍କଠାରୁ ରାଜ୍ୟ ସରକାର ଧାନ…

କଟକ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ବସିଲା ଆଣ୍ଟି ରାଗିଂ କମିଟି ବୈଠକ

କଟକ : ବ୍ରହ୍ମପୁର ଏମକେସିଜି ପରେ ଏବେ କଟକ ଏସ୍‌ସିବି ମେଡିକାଲ କଲେଜରୁ ଆସିଛି ରାଗିଂ ଅଭିଯୋଗ। ଏମ୍‌ବିବିଏସ୍‌ ଶେଷ ବର୍ଷ ଛାତ୍ରଙ୍କ ବିରୋଧରେ ରାଗିଂ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷ ଛାତ୍ର। ଅଭିଯୋଗକୁ ଗ୍ରହଣ କରି ଏସ୍‌ସିବି ଆଣ୍ଟି ରାଗିଂ…

ଲାହୋରରେ ସାଂଘାତିକ ବାୟୁ ପ୍ରଦୂଷଣ, ଭାରତକୁ ଦାୟୀ କଲା ପାକିସ୍ତାନ

ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି। ଘନ ଧୂମ କୁହୁଡ଼ି (ସ୍ମଗ) ବଳୟରେ ପୂରା ସହର ଆଚ୍ଛାଦିତ ହେଲାଣି। ସହରର ବାୟୁ ସୂଚକାଙ୍କ ସାଂଘାତିକ ଭାବେ ହ୍ରାସ ପାଇ ୧୦୬୭ରେ ପହଞ୍ଚିଛି। ତେବେ ଲାହୋର…

ଚିକିତ୍ସାଧୀନ ଅବସ୍ଥାରେ ହାତୀ ‘ଯଶୋଦା’ର ମୃତ୍ୟୁ

ବାରିପଦା: ଚନ୍ଦକା ଅଞ୍ଚଳରୁ ସ୍ଥାନାନ୍ତରିତ ହେବାର ପ୍ରାୟ ୬ ମାସ ପରେ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ‘ଯଶୋଦା’ର ମୃତ୍ୟୁ ଘଟିଛି। ପ୍ରାୟ ୬୦ ବର୍ଷ ବୟସର ଏହି କୁମକି ହାତୀଟି ସ୍ଥାନାନ୍ତରିତ ପରେ ଅସୁସ୍ଥ…